Odisha Link
Bridging the Missing Links in Odisha
Daily Archives

December 5, 2020

ସେବି ବିରୋଦ୍ଧରେ କୋର୍ଟ ଗଲା ସାହାରା

ନୂଆଦିଲ୍ଲୀ: ସାହାରା ଇଣ୍ଡିଆ ପରିବାର ସୁପ୍ରିମକୋର୍ଟରେ ଭାରତର ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ବିରୋଧରେ ଏକ ଅବମାନନା ମାମଲା ଦାଏର କରିଛି। ତାସହିତ ସେବିର ସଂପୃକ୍ତ ଅଧିକାରୀଙ୍କ ବିରୋଧରେ ଦଣ୍ଡବିଧାନ କରିବାକୁ ଏହା ପ୍ରାର୍ଥନା କରିଛି। ସାହାରା ପକ୍ଷରୁ କୁହାଯାଇଛି ଯେ ୬୨,୬୦୨ କୋଟି ଟଙ୍କା ଜମା…

ସନ୍ଦେହ ଘେରରେ ବୃଦ୍ଧଙ୍କ ମୃତଦେହ

ନୟାଗଡ: ଘର ବାରିପଟୁ ଜଣେ ବୃଦ୍ଧଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ବୃଦ୍ଧଜଣକ ହେଲେ ତେଲିପାଟଣା ଗାଁର ବ୍ରଜ କିଶୋର ସାହୁ। ଏହି ଘଟଣାଟି ନୟାଗଡ ଜିଲ୍ଲା ରଣପୁର ଥାନା ମଝିଆଖଣ୍ଡ ପଞ୍ଚାୟତ ତେଲିପାଟଣା ଗାଁରେ ଘଟିଛି। ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ସୂଚନାଯୋଗ୍ୟ ଯେ, ବ୍ରଜ ଶୁକ୍ରବାର ସନ୍ଧ୍ୟାରେ…

ଅଗ୍ନିକାଣ୍ଡରେ ଜଳିଗଲା ଲକ୍ଷାଧିକ ଟଙ୍କାର…

ଯାଜପୁର: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା ଏବଂ ଆସବାବପତ୍ର ସହ ୧୨ ବଖରା ଘର। ଏହି ଅଭାବନୀୟ ଘଟଣାଟି ଯାଜପୁର ଜିଲ୍ଲା ବରୀ ବ୍ଲକ ବାଇସାରିୟା ପଞ୍ଚାୟତ ହରିସ୍ତାଲ ଗାଁରେ ଘଟିଛି। ସୂଚନା ଅନୁଯାୟୀ ଗତ କାଲି ବିଳମ୍ବିତ ରାତ୍ରିରେ ଯାଜପୁର ଜିଲ୍ଲା ବରୀ ବ୍ଲକ ବାଇସାରିୟା…

ଆଜିଠୁ ଆରମ୍ଭ ହେଲା “ମିଶନ ରୋଜଗାର”…

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜିଠାରୁ ରାଜ୍ୟ ସରକାର ମିଶନରେ ନିଯୁକ୍ତି ଆରମ୍ଭ କରିବାକୁ ଯାଉଛନ୍ତି। ଏହି ଅଭିଯାନ ଅଧିନରେ ସରକାର ୫୦ ଲକ୍ଷ ଯୁବକଙ୍କୁ ରୋଜଗାର ଦେବାକୁ ଲକ୍ଷ୍ୟ ରଖିଛନ୍ତି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୁବକଙ୍କ ରୋଜଗାର ପାଇଁ ଏହି ଅଭିଯାନ ଆରମ୍ଭ…

ସଡ଼କ ଦୁର୍ଘଟଣାରେ ବୃଦ୍ଧ ମୃତ

ନିଆଳି : ସଡ଼କ ଦୁର୍ଘଟଣାରେ ଜଣେ ବୃଦ୍ଧ ମୃତ୍ୟୁ ବରଣ କରିଛନ୍ତି। ମୃତକ ଜଣକ ହେଲେ ଶରତ ଚନ୍ଦ୍ର ଦଳାଇ। ଏହି ଦୁର୍ଘଟଣାଟି ଫୁଲନଖରା-ନିଆଳି ରାସ୍ତାର କାଳିଆଘାଇ ପୋଲ ନିକଟରେ ଘଟିଛି। ସକାଳ ପ୍ରାୟ ସାଢ଼େ ୬ଟା ବେଳେ ସେ ସାଇକେଲ୍ ଯୋଗେ କାଳିଆଘାଇ ସାପ୍ତାହିକ ହାଟକୁ ଯାଉଥିବା ବେଳେ ଏକ ପରିବା ବୋଝେଇ ଟ୍ରକ୍…

କୃଷକ ସଂଗଠନଙ୍କ ସହ ଆଲୋଚନା କରିବେ…

ନୂଆଦିଲ୍ଲୀ: କୃଷି ଆନ୍ଦୋଳନ ଆଜିକୁ ୧୦ମ ଦିନରେ ପହଞ୍ଚିଛି। ନୂ଼ତନ କୃଷିବିଲକୁ ପ୍ରତ୍ୟାହାର କରିବା ପାଇଁ କୃଷକ ସଂଗଠନ ଏହି ଆନ୍ଦୋଳନ କରୁଛନ୍ତି। ଆଜି କେନ୍ଦ୍ର ସରକାର ଓ କୃଷକ ସଂଗଠନ ମଧ୍ୟରେ ପଞ୍ଚମ ପର୍ଯ୍ୟାୟ ଆଲୋଚନା ହେବ। ଆଲୋଚନାରେ ଯଦି କୌଣସି ନିଷ୍କର୍ଷ ନ ବାହାରେ ତେବେ ଡିସେମ୍ବର ୮…

ଖୁବ୍ ଶୀଘ୍ର ଖୋଲିବ ଯୁକ୍ତ୨ କଲେଜ

ଭୁବନେଶ୍ୱର: କୋଭିଡ-୧୯ ଯୋଗୁଁ ଗତ ମାର୍ଚ୍ଚରୁ କଲେଜରେ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଛି। ତେବେ ଯୁକ୍ତ୨ କଲେଜ ଖୋଲିବା ପାଇଁ ସରକାର ଅନେକ ପଦକ୍ଷେପ ନେଲେଣି। ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ରାଜ୍ୟର ସମସ୍ତ ଯୁକ୍ତ୨ କଲେଜ କ୍ୟାମ୍ପସକୁ ବିଶୋଧନ ଓ ସଫା କରିବାକୁ ସରକାରୀ ଓ ଘରୋଇ କଲେଜ…