ହରିଣ ଛାଲ ସହ ବଜ୍ରକାପ୍ତା କାତି ଉଦ୍ଧାର, ୫ ଶିକାରୀ ଗିରଫ

ଢେଙ୍କାନାଳ: କପିଳାସ ବନାଞ୍ଚଳରୁ ବଜ୍ରକାପ୍ତା କାତି ସହ ହରିଣ ଛାଲ ଉଦ୍ଧାର କରାଯାଇଛି। ଏନେଇ ଉଦ୍ଧାର କରିଛି ବନ ବିଭାଗ। ଏହି ଘଟଣାରେ ବନ ବିଭାଗ ମୋଟ ୫ ଜଣଙ୍କୁ ଗିରଫ କରିଛି।
ଗିରଫ ଅଭିଯୁକ୍ତଙ୍କ ଠାରୁ ୪ ଦେଶୀ ବନ୍ଧୁକ ମଧ୍ୟ ଜବତ କରାଯାଇଛି। ହରିଣ ଛାଲ ସହ ବଜ୍ରକାପ୍ତା କାତି ଚୋରା ଚାଲାଣ ସମ୍ପର୍କରେ ବନ ବିଭାଗ କୌଣସି ଏକ ବିଶେଷ ସୂତ୍ରରୁ ଖବର ପାଇ ଚଢଉ କରିଥିଲା।
Comments are closed.