ରାଜ୍ୟରେ ସୁସ୍ଥ ହେଲେ ୫୨୩ କରୋନା ଆକ୍ରାନ୍ତ
ଭୁବନେଶ୍ଵର: ରାଜ୍ୟରେ ଆଉ କରୋନାର ଦ୍ଵିତୀୟ ଲହର ସଂକ୍ରମଣର ସମ୍ଭାବନା ନାହିଁ। ଓଡିଶାରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୫୦୦ ତଳେ ରହୁଥିବା ବେଳେ ଅଧିକ ସଂଖ୍ୟାରେ ଆକ୍ରାନ୍ତ ଆରୋଗ୍ୟଲାଭ କରୁଛନ୍ତି।
Another 523 Covid patients have recovered and are being discharged on 08.12.2020
55 from Bolangir
52 from Mayurbhanj
51 from Khordha
47 from Sundargarh
45 from Cuttack
32 from Anugul
29 from Jajapur
26 from Baleswar
24 from Bargarh
24 from Nuapada
21 from Jagatsinghpur— H & FW Dept Odisha (@HFWOdisha) December 8, 2020
ଏହା ମଧ୍ୟରେ ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୬ ଜିଲ୍ଲାରୁ ୫୨୩ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ଆରୋଗ୍ୟଙ୍କ ସଂଖ୍ୟା ୩, ୧୬, ୯୭୦କୁ ବୃଦ୍ଧି ଘଟିଛି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ରବିବାର ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି।
Comments are closed.