Odisha Link
Bridging the Missing Links in Odisha
Daily Archives

December 9, 2020

ଡିଜିଟାଲ ଇଣ୍ଡିଆ ଓ ଆତ୍ମନିର୍ଭର ଭାରତର…

ନୂଆଦିଲ୍ଲୀ: ଡିଜିଟାଲ ଇଣ୍ଡିଆ ପଦକ୍ଷେପ ମାଧ୍ୟମରେ ଦେଶରେ ଇ-ଶାସନ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ଏବଂ ନାଗରିକଙ୍କ ଜୀବନକୁ ସୁଗମ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତରେ ଡିଜିଟାଲ ସଂଯୋଗକୁ ପ୍ରୋତ୍ସାହନ ଦେବା ଦିଗରେ ଆଜିର କ୍ୟାବିନେଟ୍ ନିଷ୍ପତି ଡ଼ିଜିଟାଲ ଇଣ୍ଡିଆ ଓ…

ବ୍ରିଟେନରେ ଫାଇଜର ଟିକା ନେବା ପରେ ୨…

ନୂଆଦିଲ୍ଲୀ: ବ୍ରିଟେନ୍‌ରେ‌ ଫାଇଜର କରୋନା ଭ୍ୟାକ୍‌ସିନକୁ ଟିକାକରଣ ପାଇଁ ଅନୁମତି ମିଳିଥିଲା। ଟିକା ପାଇବା ପରେ ଲୋକଙ୍କ ମନରେ ନୂଆ ଆଶା ଉଜ୍ଜିବୀତ ହୋଇଥିଲା। କିନ୍ତୁ ଟିକାକରଣର ପ୍ରଥମ ଦିନରେ ଦୁଇ ସ୍ବାସ୍ଥ୍ୟ କର୍ମୀ ଗୁରୁତର ହୋଇଥିବା ଜଣାପଡ଼ିଛି। ଦୁଇ ଜଣଙ୍କ ଶରୀରରେ ଭ୍ୟାକ୍‌ସିନ୍‌ର ଆଲର୍ଜି…

ବିବାହ ଦିନ ବର ଚମ୍ପଟ, କନ୍ୟାର ହାତ…

ଭୁବନେଶ୍ବର: ଝିଅଟିଏ ବାଡ଼ୁଅ ପାଣିରେ ଗାଧୋଇ ହୋଇ ମଙ୍ଗୁଳା ହୋଇ ବର ଆସିବାକୁ ଅପେକ୍ଷା କରିଥିଲା। ମାତ୍ର ବିବାହ ଦିନ ବର ଗେଷ୍ଟ୍‌ ହାଉସ୍‌ରୁ ଚମ୍ପଟ ହୋଇଯାଇଛି। ଏଭଳି ଏକ ଘଟଣା ଘଟିଛି ଗତକାଲି ଜଗତସିଂହପୁର ଜିଲ୍ଲାରେ। ଶେଷରେ ଜଣେ ଯୁବ ସମାଜସେବୀ ଭୀଷ୍ମନାରାୟଣ ନାୟକ ମଙ୍ଗୁଳା କନ୍ୟାଙ୍କ ହାତ…

୧୨ଟି ପ୍ରସ୍ତାବରେ କ୍ୟାବିନେଟ୍ ମୋହର

ଭୁବନେଶ୍ୱର: ଆଜି ସଂଧ୍ୟା ୬ଟା ୪୫ରେ ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶେଷ ହୋଇଛି ରାଜ୍ୟ କ୍ୟାବିନେଟ୍ ବୈଠକ।ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ମୋହର ମାରିଛନ୍ତି ସରକାର। ଏହି ବୈଠକରେ ୧୨ଟି ପ୍ରସ୍ତାବ ଉପରେ ଲାଗିଛି…

କୃଷି ଆଇନ ରଦ୍ଦ ନେଇ ରାଷ୍ଟ୍ରପତିଙ୍କୁ…

ନୂଆଦିଲ୍ଲୀ: କୃଷି ଆଇନକୁ ନେଇ କୃଷକଙ୍କ ବିରୋଧ ତୀବ୍ର ହେବାରେ ଲାଗିଛି। କୃଷକ ସଂଗଠନ ଆଜି ସରକାରଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି। କୃଷି ଆଇନ ପ୍ରତ୍ୟାହାର ଦାବିରେ ବିରୋଧୀ ଦଳର ଏକ ପ୍ରତିନିଧି ଦଳ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଛନ୍ତି। ରାଷ୍ଟ୍ରପତିଙ୍କୁ ଭେଟି କୃଷି ଆଇନ ରଦ୍ଦ…

ରାଜଧାନୀରେ ଲଜ୍ଜା: ଦୁଷ୍କର୍ମ ପରେ…

ଭୁବନେଶ୍ଵର: ରାଜଧାନୀରେ ଲଜ୍ଜା। ଭୁବନେଶ୍ୱରରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ। ଦୁଷ୍କର୍ମ କରି ମଞ୍ଚେଶ୍ୱର ରେଳଡବା ମରାମତି କାରଖାନା ନିକଟରେ ଫିଙ୍ଗି ଦେଇଥିବା ସୂଚନା ମିଳିଛି। ପୀଡିତଙ୍କୁ ଉଦ୍ଧାର କରି ପତିତ ଉଦ୍ଧାର ସମିତି ଚିକିତ୍ସା ପାଇଁ ହସ୍ପିଟାଲ ସ୍ଥାନାନ୍ତର କରିଛି। ଉଦ୍ଧାର ଯୁବତୀ ମାନସିକ…

କେନ୍ଦ୍ର ସରକାରଙ୍କ ପ୍ରସ୍ତାବକୁ କୃଷକଙ୍କ…

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ୨୦ ପୃଷ୍ଠାର ଲିଖିତ ପ୍ରସ୍ତାବକୁ ଖାରଜ କରିଛନ୍ତି କୃଷକ। ସରକାରଙ୍କ ୯ଟି ପ୍ରସ୍ତାବ ଉପରେ ବିଚାରବିମର୍ଶ ପରେ ଚାଷୀମାନେ ଏହି ନିଷ୍ପତ୍ତି ନେଇଛନ୍ତି । ୩ଟି ଯାକ ଆଇନର ସମ୍ପୂର୍ଣ୍ଣ ପ୍ରତ୍ୟାହାର ଦାବି କରିଛନ୍ତି ଚାଷୀ ସଙ୍ଗଠନ । ଆନ୍ଦୋଳନକୁ ଆହୁରି ତୀବ୍ର କରିବାକୁ…

ଶେୟାର ବଜାରରେ ବୃଦ୍ଧି, ସର୍ବୋଚ୍ଚ…

ମୁମ୍ବାଇ: ବୁଧବାର ସପ୍ତାହର ୩ୟ କାରବାର ଦିବସରେ ଶେୟାର ବଜାରରେ ବୃଦ୍ଧି ଘଟିଛି। ଆଜି ଉଭୟେ ସେନ୍‌ସେକ୍ସ ଏବଂ ନିଫ୍‌ଟି ସର୍ବୋଚ୍ଚ ସ୍ଥାନରେ ପହଞ୍ଚିଛନ୍ତି। ଦ୍ବିପ୍ରହର ୧ଟା ୫୧ ମିନିଟରେ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ୍‌ର ପ୍ରମୁଖ ଇଣ୍ଡେକ୍ସ ସେନ୍‌ସେକ୍ସ ୪୨୬.୬୫ ଅଙ୍କ(୦.୯୪%) ବୃଦ୍ଧି ପାଇ ୪୬୦୩୫.୧୬…

ନୂଆ କର୍ମଚାରୀଙ୍କୁ କେନ୍ଦ୍ର ଦେବ ଇପିଏଫ୍

ନୂଆଦିଲ୍ଲୀ: ନୂଆ କର୍ମଚାରୀଙ୍କୁ କେନ୍ଦ୍ର ଦେବ ଇପିଏଫ୍ । ଯେଉଁ ସଂସ୍ଥା ନୂଆ ଚାକିରି ଦେବ, ସମ୍ପୃକ୍ତ କର୍ମଚାରୀଙ୍କ ଇପିଏଫ୍ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଦାନ କରାଯିବ। ଉଭୟ ଚାକିରିଆ ଓ ଚାକିରିଦାତାଙ୍କ ଭାଗ ୧୨+୧୨% ଇପିଏଫ୍ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯିବ। ୧୦୦୦ରୁ ଅଧିକ କର୍ମଚାରୀ ଓ…

ଆରମ୍ଭ ହେବ ପିଏମ-ବାଣୀ ଯୋଜନା

ନୂଆଦିଲ୍ଲୀ: ବୁଧବାର କେନ୍ଦ୍ର କ୍ୟାବିନେଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ପିଏମ-ବାଣୀ ଯୋଜନା ଲାଗୁ ନେଇ ବୈଠକରେ ନିଷ୍ପତ୍ତି ନିଆଯାଇଛି। କ୍ୟାବିନେଟ ନିଷ୍ପତ୍ତି ନେଇ ମନ୍ତ୍ରୀ ରବିଶଙ୍କର ପ୍ରସାଦ ସୂଚନା ଦେଇଛନ୍ତି। ମାଗଣା ୱାଇଫାଇ ବ୍ୟବସ୍ଥା ନେଇ ପିଏମ-ବାଣୀ ଯୋଜନା ଆରମ୍ଭ ହେବ। ପିଏମ-ବାଣୀ…