Odisha Link
Bridging the Missing Links in Odisha
Daily Archives

December 10, 2020

‘ସ୍ପେସ୍‌ଏକ୍ସ୍‍’ର ରକେଟ୍‌ ଅବତରଣ ସମୟରେ…

ନୂଆଦିଲ୍ଲୀ: ‘ସ୍ପେସ୍‌ଏକ୍ସ୍‍’ର ରକେଟ୍‌ ଅବତରଣ ସମୟରେ ବିସ୍ଫୋରଣ। ଗତକାଲି ଦିନ ଟେକ୍ସାସ୍‌ର ଏକ ରକେଟ୍‌ ଉତ୍‌କ୍ଷେପଣ କେନ୍ଦ୍ରରୁ ସଫଳ ପରୀକ୍ଷାମୂଳକ ଉତ୍‌କ୍ଷେପଣ କରାଯିବା ପରେ ଅବତରଣ ସମୟରେ ‘ସ୍ପେସ୍‌ଏକ୍ସ୍‍’ର ‘ପ୍ରୋଟୋଟାଇପ୍‌’ ରକେଟ୍‌ ‘ଷ୍ଟାର୍‌ସିପ୍‌’ର ବିସ୍ଫୋରଣ ଘଟିଛି। ଏହି ରକେଟ୍‌ ବସ୍ଫୋରଣ…

ବାୟୁସେନାର ପୋଷାକର ଗାରିମା କ୍ଷୁର୍ଣ୍ଣ,…

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଅନିଲ କପୁର ନିଜର ଆଗାମୀ ପ୍ରୋଜେକ୍ଟ ‘AK vs AK’ ରେ ବାୟୁସେନା ଅଧିକାରୀଙ୍କୁ ଯେଉଁଭଳି ଭାବରେ ଦର୍ଶାଯାଇଛି, ତା ଉପରେ ଆପତ୍ତି ପ୍ରକାଶ କରିଛି ବାୟୁସେନା। ବୁଧବାର ବାୟୁସେନା ପକ୍ଷରୁ ଏକ ଟ୍ୱିଟ୍ କରାଯାଇଥିଲା, ଯେଉଁଥିରେ ଉଲ୍ଲେଖ କରାଯାଇଥିଲା ଯେ, ‘ ଫିଲ୍ମରୁ ଏଭଳି ସିନ୍…

ଆଜି ନୂଆ ସଂସଦ ଭବନର ଶିଳାନ୍ୟାସ କରିବେ…

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂତନ ସଂସଦ ଭବନର ଶିଳାନ୍ୟାସ କରିବେ। ଏହି ଶିଳାନ୍ୟାସ ଉତ୍ସବରେ ପ୍ରାୟ ୨ଶହ ଅତିଥି ସାମିଲ ହେବେ। ବିଭିନ୍ନ ରାଜନୈତିକ ଦଳର ନେତା, କେନ୍ଦ୍ର ମନ୍ତ୍ରୀ ଏବଂ ବିଭିନ୍ନ ଦେଶର ରାଷ୍ଟ୍ରଦୂତ ଯୋଗଦେବେ। ଚାରି ମହଲା ବିଶିଷ୍ଟ ନୂତନ ସଂସଦ ଭବନ ୬୪ହଜାର ୫୦…

‘ଇସ୍ରୋ’ ଦ୍ବାରା ପ୍ରସ୍ତୁତ…

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ (ଇସ୍ରୋ) ଦ୍ବାରା ବିକଶିତ ଏକ ସ୍ବଦେଶୀ ‘ଜିପିଏସ୍‌’କୁ ସ୍ବୀକୃତି। ‘ଇଣ୍ଟର୍‌ନ୍ୟାସ୍‌ନାଲ୍‌ ମେରିଟାଇମ୍ ଅର୍ଗାନାଇଜେସନ୍‌’ (ଆଇଏମ୍‌ଓ) ଏହି ସ୍ବୀକୃତି ‌ଦେଇଛି। ‘ନେଭିଗେସନ୍ ୱିଥ୍ ଇଣ୍ଡିଆନ୍‌ କନ୍‌ଷ୍ଟେଲେସନ୍’ (ଏନ୍‌ଭିଆଇସି) ବୋଲି ନାମକରଣ…

ଯୁବ ସାମ୍ବାଦିକ ପ୍ରବୀରଙ୍କ ପରିବାରକୁ…

ଭୁବନେଶ୍ୱର: କରୋନାରେ ମୃତ୍ୟୁବରଣ କରିଥିବା ଯୁବ ସାମ୍ବାଦିକ ପ୍ରବୀର ପ୍ରଧାନଙ୍କ ପରିବାରକୁ ଆର୍ଥିକ ସହାୟତା ଘୋଷଣା କରାଯାଇଛି। କର୍ମଜୀବୀ ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ୧୫ ଲକ୍ଷ ଟଙ୍କାର ଅର୍ଥ ରାଶି ମଞ୍ଜୁର କରାଯାଇଛି। ରାଜ୍ୟ ସରକାର ଏହି ଅର୍ଥ ରାଶି ମଂଜୁରି କରିଛନ୍ତି। ରାଜ୍ୟ ସୂଚନା ଓ ଲୋକସଂପର୍କ…

ଆଜି ୧୨ ଘଣ୍ଟିଆ ଭଦ୍ରକ ସହର ବନ୍ଦ

ଭଦ୍ରକ: ଆଜି ୧୨ ଘଣ୍ଟିଆ ଭଦ୍ରକ ବନ୍ଦ। ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଏହି ଡାକରା ଦେଇଛି କଂଗ୍ରେସ। ଭଦ୍ରକରେ ବିଭିନ୍ନ ସ୍ଥାନରେ ରାସ୍ତାରୋକ କରାଯାଇଛି। ସୁରକ୍ଷାଦୃଷ୍ଟିରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଜିଲ୍ଲାରେ ମୁଖ୍ୟ ମେଡିକାଲ କଲେଜ ପ୍ରତିଷ୍ଠା ଦାବିକୁ ସରକାରଙ୍କ ନିକଟରେ…

୧୨ରୁ କମିବ ଶୀତ, ୯ ଜିଲ୍ଲାରେ ଘନ କୁହୁଡି

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଶୀତ ଲହରୀ। ଆସନ୍ତା ୧୨ ତାରିଖରୁ ରାଜ୍ୟରେ ଶୀତ ଧିରେଧିରେ କମିବ। ଏଥସହ ୯ ଜିଲ୍ଲାରେ ଘନ କୁହୁଡି ଦେଖାଦେଇଛି। ଗୁରୁବାର ବୌଦ୍ଧ, ବରଗଡ଼, କନ୍ଧମାଳ, କଟକ, ରାୟଗଡ଼ା,ସୁନ୍ଦରଗଡ଼, ଝାରସୁଗୁଡ଼ା, ସୋନପୁର, ଓ କୋରାପୁଟରେ ଘନ କୁହୁଡି ଦେଖାଦେଇଛି। ପାଣିପାଗ ବିଭାଗର…