Odisha Link
Bridging the Missing Links in Odisha
Daily Archives

December 13, 2020

ଶାସକ ବିଜେଡି ବିଧାନସଭାରେ ମିଥ୍ୟା ତଥ୍ୟ…

ଭୁବନେଶ୍ୱର: ରାଷ୍ଟ୍ରୀୟ ସାଧାରଣ ସଂପାଦିକା ତଥା ବିଜେପି ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ବିଧାନସଭା ଉତର ଆଧାରରେ ରାଜ୍ୟସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ । ଏହା ପରେ ବିଜେଡି ମୁଖପାତ୍ର ସସ୍ମିତପାତ୍ର ତାଙ୍କୁ ମିଛୁଆ ବୋଲି ଆକ୍ଷେପ କରିଛନ୍ତି । ଏଥିରୁ ସ୍ପଷ୍ଟ ଯେ, ଶାସକ ବିଜେଡିର ବିଭିନ୍ନ…

ଗୁଗୁଲ୍ ଡ୍ରାଇଭ୍ ଲଞ୍ଚ କଲା ନୂତନ ଫିଚର

ନୂଆଦିଲ୍ଲୀ:ସାଧାରଣତଃ ଲୋକମାନେ ନିଜର ତଥ୍ୟ ଗୁଡ଼ିକୁ ପେନଡ୍ରାଇଭ, କିମ୍ବା ଜି ମେଲ୍ ରେ ରଖିଥାନ୍ତି। ବହୁତ କମ୍ ଲୋକ ଗୁଗୁଲ୍ ଡ୍ରାଇଭ୍ ବ୍ୟବହାର କରିଥାନ୍ତି। ଗୁଗୁଲ୍ ଡ୍ରାଇଭ୍ ରେ ଅଫିସରେ କାର୍ଯ୍ୟ କରୁଥିବା କିମ୍ବା ତଥ୍ୟର ରେକର୍ଡ ରଖିବା ପାଇଁ ବ୍ୟବହାର କରାଯାଇଥାଏ। ବର୍ତ୍ତମାନ ଗୁଗୁଲ୍ ଡ୍ରାଇଭରେ…

ରାଜ୍ୟରେ ଘନକୁହୁଡ଼ି, ୯ଟି ଜିଲ୍ଲାକୁ…

ଭୁବନେଶ୍ଵର: ରାଜ୍ୟରେ ଜାରି ରହିଛି ଶୀତ ଲହରୀ। ଶୀତ ସହ ଘନକୁହୁଡ଼ି ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି। ଘନକୁହୁଡ଼ି ଯୋଗୁଁ ଯାତାୟତରେ ପ୍ରଭାବ ପଡୁଛି। ଗତ ୨୪ ଘଣ୍ଟାରେ ସୁନ୍ଦରଗଡ଼ରେ ସର୍ବନିମ୍ନ ୧୨ ଡିଗ୍ରୀ ରାତି ତାପମାତ୍ରା ରେକର୍ଡ ହୋଇଛି। ଆଗାମୀ ୨ ଦିନ ଯାଏ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ…

ଚର୍ଚ୍ଚାରେ ସିଦ୍ଧାର୍ଥ ଶୁକ୍ଲାଙ୍କ…

ମୁମ୍ବାଇ: ବିଗବସ୍ ନାଁ ଉଠିଲେ ସାଧାରଣତଃ ସିଦ୍ଧାର୍ଥ ଶୁକ୍ଲାଙ୍କ ନାଁ ସମସ୍ତଙ୍କର ମନେ ପଡ଼ିଥାଏ। ସେ ଅନେକ ସମୟରେ ସୋସିଆଲ ମିଡ଼ିଆରେ ଚର୍ଚ୍ଚାରେ ରହିଥାନ୍ତି। କେତେ ବେଳେ ମ୍ୟୁଜିକ ଭିଡିଓ ପାଇଁ ତ କେତେ ବେଳେ ସିନେମା ପାଇଁ। ସିଦ୍ଧାର୍ଥ ପୁଣି ଥରେ ନିଜର ବ୍ୟବହାର ପାଇଁ ଚର୍ଚ୍ଚାର ଅଛନ୍ତି । ତାଙ୍କର…

ଚାଷୀଙ୍କ ଆନ୍ଦୋଳନକୁ ସମର୍ଥନ କରି ଇସ୍ତଫା…

ଚଣ୍ଡୀଗଡ଼: ନୂଆ କୃଷି ଆଇନକୁ ନେଇ ଜାରି ରହିଛି ବିରୋଧ ପ୍ରଦର୍ଶନ। ଏହାରି ଭିତରେ ପଞ୍ଜାବର ଡିଆଇଜି (ଜେଲ୍) ଲଖବିନ୍ଦର ସିଂହ ଜାଖର ଚାଷୀଙ୍କ ଆନ୍ଦୋଳନକୁ ସମର୍ଥନ କରି ରାଜ୍ୟର ଗୃହ ସଚିବଙ୍କୁ ଇସ୍ତଫା ଦେଇଛନ୍ତି। ଜାଖରର ଗୃହ ସଚିବଙ୍କୁ ପତ୍ର ଲେଖି ଲଖବିନ୍ଦର ସମୟ ପୂର୍ବରୁ ରିଟାୟରମେଣ୍ଟ ନେବା କଥା…

ନୂଆ ବର୍ଷ ପରେ ଖୋଲିପାରେ ଲିଙ୍ଗରାଜ…

ଭୁବନେଶ୍ଵର: ଶ୍ରୀମନ୍ଦିର ପରେ ଏବେ ପ୍ରଭୁ ଲିଙ୍ଗରାଜ ମନ୍ଦିର ଖୋଲିବା ନେଇ ଆରମ୍ଭ ହୋଇଛି ପ୍ରସ୍ତୁତି। ନୂଆ ବର୍ଷ ପରେ ଖୋଲିପାରେ ଲିଙ୍ଗରାଜ ମନ୍ଦିର। ଜାନୁୟାରୀ ପ୍ରଥମ ସପ୍ତାହରେ ଲିଙ୍ଗରାଜ ମନ୍ଦିର ଖୋଲିବା ନେଇ ଚାଲିଛି ବିଚାରବିମର୍ଶ। ସମସ୍ତ ସେବାୟତଙ୍କ ସହ ଆଲୋଚନା କରି ସରକାରଙ୍କ ନିଷ୍ପତ୍ତି…

ଖୁବ ଶୀଘ୍ର ବଲିଉଡ଼ରେ ପାଦ ଥାପିବେ ସାଉଥ…

ମୁମ୍ବାଇ: ବଲିଉଡ଼ରେ ପ୍ରବେଶ କରିବାକୁ ଯାଉଛନ୍ତି ସାଉଥ ସୁନ୍ଦରୀ ରଶ୍ମୀକା ମନ୍ଦନା। ସେ ନିଜର ଭିନ୍ନ ଅଭିନେୟରେ ଅନେକ ଦର୍ଶକଙ୍କ ମନକୁ କିଣି ନେଇଛନ୍ତି।ରଶ୍ମୀକା ନିଜ ଅଭିନୟ ପାଇଁ ବେଶ ଜଣାଶୁଣା। ବଲିଉଡ଼ରେ ରଶ୍ମୀକାଙ୍କୁ ରାପର ବଦାଶାହାଙ୍କ ସହ ଦେଖିବାକୁ ମିଳିବ। ୟଶରାଜ ବ୍ୟାନରରେ ତିଆରି ହେବାକୁ…

ଜେପି ନଡ୍ଡାଙ୍କୁ କରୋନା

ନୂଆଦିଲ୍ଲୀ: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ କରୋନା। ଜେପି ନଡ୍ଡାଙ୍କ ନିକଟରେ କରୋନା ଲକ୍ଷଣ ପ୍ରକାଶ ପାଇବା ପରେ ତାଙ୍କର କରୋନା ପରୀକ୍ଷା କରାଯାଇଥିଲା। ଆଜି ତାଙ୍କର ରିପୋର୍ଟ ପଜେଟିଭ୍‌ ଆସିଥିବା ସୂଚନା ମିଳିଛି। କରୋନା ପଜିଟିଭ୍‌ ହୋଇଥିବା ନେଇ ଜେପି ନଡ୍ଡା ନିଜେ ଟ୍ବିଟ୍‌ କରି…

ଦେଶରେ ବୃଦ୍ଧି ପାଉଛି ପୁଷ୍ଟିହୀନତା ହାର

ନୂଆଦିଲ୍ଲୀ: ଦିନକୁ ଦିନ ଭାରତରେ ବଢିବାରେ ଲାଗିଛି ପୁଷ୍ଟିହୀନତା। ଅପପୃଷ୍ଟିର ଶିକାର ହେଉଛନ୍ତି ୫ ବର୍ଷରୁ କମ୍‌ ବୟସର ଶିଶୁ। ଶିଶୁମାନଙ୍କ ମଧ୍ୟରେ ପୁଷ୍ଟିହୀନତା ଚିନ୍ତାଜନକଭାବେ ବଢିଛି ବୋଲି ୫ମ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେରୁ ଜଣାପଡ଼ିଛି । ମାତ୍ର ନବଜାତ ଶିଶୁ ଓ ୫ ବର୍ଷରୁ କମ ଶିଶୁ ମୃତ୍ୟୁ…

୧୩ଲକ୍ଷ ଟଙ୍କାର ଗୁଟଖା ଜବତ କଲା ପୁଲିସ

ମାଲକାନଗିରି: ବିପୁଳ ପରିମାଣର ଗୁଟଖା ଚୋରା ଚାଲାଣ ବେଳେ ଜବତ କଲା ମାଲକାନଗିରି ମଡେଲ ଥାନା ପୁଲିସ। ଗୁଟୁଖାର ମୂଲ୍ୟ ଆନୁମାନିକ ପ୍ରାୟ ୮ ଲକ୍ଷ ଟଙ୍କା। ଏସବୁ ଗୁଟଖା କାଲିମେଳାକୁ ଚୋରା ଚାଲାଣ ହେଉଥିଲା। ପୁଲିସ ୬ଟି ମାମଲା ରୁଜୁ କରି ୮ ଜଣଙ୍କୁ ଗିରଫ କରିଛି। ଆଜି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ…