Odisha Link
Bridging the Missing Links in Odisha
Daily Archives

December 14, 2020

ଆଜିଠୁ ଓଡ଼ିଶା ଅନ୍ତଃଜିଲ୍ଲା ପୁରୁଷ…

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି ଓଡ଼ିଶା ଅନ୍ତଃଜିଲ୍ଲା ପୁରୁଷ ଟି-୨୦ ଲିଗ୍। ଆସନ୍ତା ୨୨ ତାରିଖ ଯାଏଁ ହେବାକୁ ଥିବା ଏହି ଲିଗରେ ୩୭ଟି ଟିମକୁ ୬ଟି ଗ୍ରୁପରେ ଭାଗ କରାଯାଇଛି। କୋଭିଡ୍ ଗାଇଡ୍ ଲାଇନ୍ ଅନୁସାରେ ପୁରୁଷ ଟି-୨୦ ଲିଗ୍‌ର ସମସ୍ତ ମ୍ୟାଚ୍ କଟକ ଓ ଭୁବନେଶ୍ୱରରେ ଖେଳାଯିବ। ବିସିସିଆଇ ସୂଚୀ…

ସ୍କୁଲ୍ ବ୍ୟାଗ୍ ଓଜନ ନେଇ ଗାଇଡ୍‌ଲାଇନ୍

ଭୁବନେଶ୍ୱର: ଏଣିକି କମିବ ପିଲାଙ୍କର ସ୍କୁଲ୍‌ ବ୍ୟାଗ୍ ଓଜନ। ପିଲାଙ୍କ ଓଜନ ଠାରୁ ବହି ବ୍ୟାଗ୍‌ର ଓଜନ ୧୦ ପ୍ରତିଶତରୁ କମ୍‌ ରହିବ। ଯଦି ପିଲାର ଓଜନ ୨୦ କେଜି ହୋଇଥିବ ସେ ୨କେଜିି ଓଜନର ବହି ବସ୍ତାନୀ ନେଇ ସ୍କୁଲ ଯିବ। ଯଦି ଏହାଠାରୁ ଅଧିକ ଓଜନର ବସ୍ତାନୀ ଧରି ଛାତ୍ରଛାତ୍ରୀ ସ୍କୁଲକୁ ଯା’ନ୍ତି, ତା’ହେଲେ…

କୋଭିଡ୍ ନିୟମ ମାନିଲେ ଖୋଲିବ ମନ୍ଦିର:…

ଭୁବନେଶ୍ୱର: ବର୍ତ୍ତମାନ ରାଜ୍ୟରେ ମନ୍ଦିର ଖୋଲିବାକୁ ନେଇ ଆରମ୍ଭ ହେଉଛି ପ୍ରସ୍ତୁତି। ହାଇକୋର୍ଟଙ୍କ ନିର୍ଦ୍ଦେଶ ଆସିବା ପରେ ଦେବୋତ୍ତର ବିଭାଗ ଅଧିନରେ ଥିବା ୧୮ ହଜାର ମନ୍ଦିର ଖୋଲିବା ପାଇଁ ମୋଡାଲିଟି ଫିକ୍ସ କରି ରାଜ୍ୟ ସରକାରଙ୍କୁ ଦୋବତ୍ତର କମିଶନ ସୂଚନା ପ୍ରଦାନ କରିଛନ୍ତି। ଏଥିରେ ଦୋବତ୍ତର କମିଶନ…

ରାଜଧାନୀ ନାବାଳିକା ଗଣଦୁଷ୍କର୍ମ ମାମଲା,…

ଭୁବନେଶ୍ୱର: ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ମାମଲାରେ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଓଟିଭି କର୍ମଚାରୀ ଅନିରୁଦ୍ଧ ପଣ୍ଡା, କୃଷ୍ଣ ବେହେରାଙ୍କ ସମେତ ୨ ସିକ୍ୟୁରିଟି ଗାର୍ଡ ସାମଲ ଓ ବିଜୟ ରାଉତଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଗତକାଲି ରାତିରେ ପୁରୀ ଗୋପ ଅଞ୍ଚଳରୁ…

ଆମେରିକାରେ ଆଜିଠୁ ଟିକାକରଣ ଆରମ୍ଭ

ନୂଆଦିଲ୍ଲୀ: କରୋନା ମହାମାରୀ ଠାରୁ ବତ୍ରୀବା ପାଇଁ ବିଭିନ୍ନ ରାଷ୍ଟ୍ର ଯୁଦ୍ଧକାଳୀନ ଭିତ୍ତିରେ ଫଳପ୍ରଦ କରୋନା ଟିକା ବିକଶିତ କରିବାରେ ଲାଗିଛନ୍ତି। ଏଥିସହ ସବୁ ଦେଶ ନିଜ ନାଗରିକମାନଙ୍କୁ କିପରି ସୁରକ୍ଷିତ ରଖାଯାଇପାରିବ ସେ ଦିଗରେ ମଧ୍ୟ ଉଦ୍ୟମ ଜାରି ରଖିଛନ୍ତି। ଏହି କ୍ରମରେ ଆଜି ଆମେରିକୀୟମାନଙ୍କର…

କରୋନା ପାଇଁ ବିବାହ ଭୋଜିର ହୋମ୍‌…

ପାଟନା: କରୋନା ମହାମାରୀ ଯୋଗୁଁ ବିବାହରେ ଭଳିକି ଭଳି ପରିବର୍ତ୍ତନ ଦେଖିବାକୁ ମିଳୁଛି। ଅଳ୍ପ ସଂଖ୍ୟକ ବନ୍ଧୁବାନ୍ଧବଙ୍କୁ ନେଇ ବିବାହ ହେଉଥିବା ବେଳେ ଆଉ କେଉଁଠି ଭିଡିଓ କଲ ଜରିଆରେ ବରକନ୍ୟା ଅତିଥିଙ୍କ ଠାରୁ ଆଶୀର୍ବାଦ ଗ୍ରହଣ କରୁଛନ୍ତି। ଏହି କ୍ରମରେ ତାମିଲନାଡୁର ଜଣେ ଦମ୍ପତିଙ୍କ ବିବାହ ସୋସିଆଲ…

ବଢ଼ିଲା ସୁନା ଦର, ଜାଣନ୍ତୁ କେତେ…

ଭୁବନେଶ୍ବର: ପୁଣି ବଢ଼ିଲା ସୁନା ଦର। କିଛି ଦିନ ସୁନାଦରରେ ହ୍ରାସ ଘଟିବା ପରେ ପୁଣି ସୁନାର ଦାମ ଧୀରେ ଧୀରେ ବଢିବାକୁ ଲାଗିଛି। ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୪୮,୨୬୦ ଟଙ୍କାରେ ପହଞ୍ଚିଛି।ଥିବା ଏଥିସହ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୯,୨୬୦ ଟଙ୍କାରେ…

ସ୍ୱାଭିମାନ ଅଞ୍ଚଳ ଗସ୍ତରେ ପୋଲିସ ଡିଜି

ମାଲକାନଗିରି: ମାଲକାନଗିରି ସ୍ୱାଭିମାନ ଅଞ୍ଚଳକୁ ଗସ୍ତ କରିଛନ୍ତି ଓଡ଼ିଶା ପୋଲିସ ଡିଜି ଅଭୟ। ଏହି ଗସ୍ତ ଅବସରରେ ସେ ମାଓ ସମସ୍ୟା ଓ ସୁରକ୍ଷା ବ୍ୟବସ୍ଥା ଉପରେ ସମୀକ୍ଷା କରିଛନ୍ତି। ଓଡ଼ିଶା ପୋଲିସ ପକ୍ଷରୁ ଟ୍ୱିଟ୍ ଯୋଗେ ଏ ସମ୍ପର୍କରେ ସୂଚନା ଦିଆଯାଇଛି। ଗତକାଲି ସ୍ୱାଭିମାନ ଅଞ୍ଚଳରେ ସୁରକ୍ଷାବଳକୁ ମାଓ…

ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ…

ବାଲେଶ୍ୱର: ପୂର୍ବଶତ୍ରୁତାକୁ ନେଇ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଏଭଳି ଘଟଣାଟି ବାଲେଶ୍ୱର ସଦରର ରେଳଷ୍ଟେସନ ନିକଟ ଶିଶୁ ଉଦ୍ୟାନ ଆଗରେ ଏହି ଘଟଣା ଘଟିଥିଲା । ଆକ୍ରମଣର ଶିକାର ହୋଇଥିବା ଯୁବକଙ୍କ ନାମ କାଳିଆ । ପୁଲିସ ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିବା ଜଣାପଡ଼ିଛି ।

ରେମୋଙ୍କ ସ୍ବାସ୍ଥ୍ୟ ଅବସ୍ଥାର ସୂଚନା…

ମୁମ୍ବାଇ: ବଲିଉଡ୍‌ କୋରିଓଗ୍ରାଫର ତଥା ସିନେମା ନିର୍ମାତା ରେମୋ ଡିସୌଜାଙ୍କୁ ମୁମ୍ବାଇର କୋକିଳାବେନ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେ ହୃଦଘାତର ଶିକାର ହୋଇଥିଲେ। ସେଠାରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା। ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି। ଏ ନେଇ ତାଙ୍କ ସ୍ତ୍ରୀ…