Odisha Link
Bridging the Missing Links in Odisha
Daily Archives

December 14, 2020

ନଦୀରେ ବୁଡି ଯୁବକ ନିଖୋଜ

ଢେଙ୍କାନାଳ: ନଦୀରେ ବୁଡି ଜଣେ ଯୁବକ ନିଖୋଜ ହୋଇଛନ୍ତି। ଏହି ଅଭାବନୀୟ ଘଟଣାଟି ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ବ୍ଲକର ମନ୍ଦାର ନିକଟସ୍ଥ ଦଲାର ବ୍ରାହ୍ମଣୀ ନଦୀ ଘାଟରେ ଘଟିଛି। ନିଖୋଜ ଯୁବକ ହେଲେ ଦଲାର ଗ୍ରାମର ଆମ୍ବୁଜ ମଲ୍ଲିକ ବୋଲି ଜଣାପଡିଛି। ସୂଚନାଯୋଗ୍ୟ ଯେ, ଆମ୍ବୁଜ ନଦୀରେ ଗାଧୋଉ ଥିବାବେଳେ…

ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି…

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ ଜୁହି ଚାଓ୍ବଲାଙ୍କ ଡାଇମଣ୍ଡ ଇୟରରିଙ୍ଗ୍ ମୁମ୍ବାଇ ଏୟାରପୋର୍ଟରେ କେଉଁଠି ଖସି ପଡ଼ିଛି। ଏହାକୁ କୌଣସି ବ୍ୟକ୍ତି ଖୋଜି ଆଣିଲେ ତାଙ୍କୁ ପୁରସ୍କାର ଦେବା କଥା ସେ ସୋସିଆଲ୍ ମିଡିଆରେ ଏକ ପୋଷ୍ଟ ଲେଖିଛନ୍ତି। ଜୁହି ଲେଖିଛନ୍ତି, ରବିବାର ସକାଳେ ମୁମ୍ବାଇ ଏୟାରପୋର୍ଟର ଗେଟ୍…

ପ୍ରେମରେ ଅନ୍ଧ ହୋଇ ପବିତ୍ର ସଂପର୍କକୁ…

ଭୁବନେଶ୍ବର: ପ୍ରେମ କାହାକୁ କେତେବେଳେ ହୋଇଯାଏ ତାହା ସମସ୍ତଙ୍କୁ ଅଜଣା। ପ୍ରେମ କାହା ଜୀବନରେ ବଞ୍ଚିବାର ରାହା ଦେଖାଇ ଥିବା ବେଳେ ଆଉ କିଏ ପ୍ରେମର ମାୟା ଜାଲରେ ଅନ୍ଧ ହୋଇ ଜୀବନ ହାରିଥାଏ। ଏପରିକି ପ୍ରେମରେ ଏଭଳି ମତୁଆଲା ହୋଇ ଯାଇଥିଲେ ଯେ ଦିଅର-ଭାଉଜ ପରି ପବିତ୍ର ସଂପର୍କକୁ ଭୁଲି ଯାଇଥିଲେ। ପରିବାର…

ଖୁବ ଶୀଘ୍ର ଖୋଲିବ ସମସ୍ତ ଧର୍ମାନୁଷ୍ଠାନ

ଭୁବନେଶ୍ବର: କରୋନା କଟଣା କାରଣରୁ ରାଜ୍ୟର ସମସ୍ତ ଧର୍ମାନୁଷ୍ଠାନ ବନ୍ଦ କରାଯାଇଥିଲା। ତେବେ ରାଜ୍ୟରେ ଖୁବ୍ ଶୀଘ୍ର ସମସ୍ତ ଧର୍ମାନୁଷ୍ଠାନ ଖୋଲାଯିବ ବୋଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଟ୍ବିଟ୍ ଯୋଗେ ସୂଚନା ଦେଇଛନ୍ତି। ଧର୍ମାନୁଷ୍ଠାନ ଖୋଲିବା ପ୍ରକ୍ରିୟା ଆରମ୍ଭ ହୋଇଛି । ବିଭିନ୍ନ ଜିଲ୍ଲାରେ…

ରିଜର୍ଭ ବ୍ୟାଙ୍କର ଗୁରୁତ୍ବପୂର୍ଣ୍ଣ…

ଭୁବନେଶ୍ବର: ଭାରତୀୟ ରିଜର୍ଭ ବ୍ୟାଙ୍କର ନୂଆ ଇଡି ଭାବେ ଓଡ଼ିଆ ଅର୍ଥନୀତିଜ୍ଞ ରାଧା ଶ୍ୟାମ ରଥ ନିଯୁକ୍ତି ପାଇଛନ୍ତି। ଏହା ପୂର୍ବରୁ ସେ ମୁଖ୍ୟ ମହାପ୍ରବନ୍ଧକ ପଦରେ କାର୍ଯ୍ୟ କରୁଥିଲେ। ଯାହାଫଳରେ ଭାରତୀୟ ରିଜର୍ଭ ବ୍ୟାଙ୍କର ବରିଷ୍ଠ ପଦପଦବୀରେ ଦକ୍ଷ ଓଡ଼ିଆଙ୍କ ତାଲିକା ଲମ୍ବା ହେବାରେ ଲାଗିଛି। ମହାମାରୀ…

ମହିଳାଙ୍କଠୁ ଝାମ୍ପି ନେଲେ ସୁନା ଚେନ

ଖଲ୍ଲିକୋଟ : ଦିନ ଦ୍ୱିପହରରେ ଜଣେ ମହିଳାଙ୍କ ଠାରୁ ସୁନା ଚେନ ଝାମ୍ପି ନେଲେ ଲୁଟେରା। ଏହି ଘଟଣାଟି ଗଞ୍ଜାମ ଜିଲ୍ଲା ଛତ୍ରପୁର କୋର୍ଟ ଷ୍ଟେସନ ଗଳି ନିକଟରେ ଘଟିଛି। ଲୁଟ୍‌ର ଶିକାର ହୋଇଥିବା ମହିଳାଙ୍କ ନାମ ଆଶା ଦେବି ବୋଲି ଜଣାପଡିଛି । ଖବର ଅନୁଯାୟୀ, ଆଶା ଦେବୀ ନିଜ ସମ୍ପର୍କୀୟଙ୍କ ଘରକୁ ଏକ ବିବାହ…

ପୁଲିସ ସୂଚନା ଦାତା ସନ୍ଦେହରେ ହତ୍ୟା

ମାଲକାନଗିରି: ପୁଲିସ ସୂଚନା ଦାତା ସନ୍ଦେହ କରି ଜଣେ ବ୍ୟକ୍ତିଙ୍କୁ ନକ୍ସଲମାନେ ହତ୍ୟା କରିଛନ୍ତି। ଏହି ହତ୍ୟା କାଣ୍ଡଟି ମାଲକାନଗିରି ସୀମାନ୍ତ ଆନ୍ଧ୍ରପ୍ରଦେଶରେ ରବିବାର ରାତିରେ ଘଟିଛି। ନିହତ ବ୍ୟକ୍ତିଜଣକ ହେଉଛନ୍ତି ବିଶାଖାପାଟଣା ଜିଲ୍ଲା ମୁଦୁଗୁଲା ମଣ୍ଡଳର ଭାକାପାଲି ଗ୍ରାମର ଯେମିଲି କୃଷ୍ଣ…

ଆଖି ବୁଜିଲେ ଆଉ ୪ କରୋନା ଆକ୍ରାନ୍ତ

ଭୁବନେଶ୍ବର: ରାଜ୍ୟରେ କରୋନା ମୃତ୍ୟୁହାର କମିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୪ ଜଣଙ୍କର କରୋନା ଆକ୍ରାନ୍ତ ମୃତ୍ୟୁ ବରଣ କରିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୮୧୧କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…

ରାଜ୍ୟରେ କରୋନା: ୩୩୨ କରୋନା ପଜିଟିଭ୍…

ଭୁବନେଶ୍ବର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୩୩୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୨୪୦୮୯ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ…

କରୋନାରେ ଚାଲିଗଲା ଏହି ଦେଶର…

ଜୋହାନ୍ସବର୍ଗ: କରୋନାରେ ଚାଲିଗଲା ଦକ୍ଷିଣ ଆଫ୍ରିକୀୟ ଦେଶ ଏସଭାଟିନିର ପ୍ରଧାନମନ୍ତ୍ରୀଙ୍କ ଜୀବନ। ଏସଭାଟିନିର ପ୍ରଧାନମନ୍ତ୍ରୀ ଏମ୍ବରୋସେ ଡଲାମିନି ଗତ ୧ ମାସ ହେବ ମହମାରୀ କରୋନାରେ ସଂକ୍ରମିତ ଥିଲେ। ୫୨ ବର୍ଷୀୟ ଡଲାମିନିର ଦକ୍ଷିଣ ଆଫ୍ରିକାର ଏକ ହସ୍ପିଟାଲରେ ଚିକିତ୍ସତ ହେଉଥିଲେ। ସେଠାର ସରକାର…