Odisha Link
Bridging the Missing Links in Odisha
Daily Archives

December 15, 2020

ଗଣତନ୍ତ୍ର ଦିବସ ପରେଡରେ ମୁଖ୍ୟ ଅତିଥି…

ନୂଆଦିଲ୍ଲୀ: ଆସନ୍ତା ମାସରେ ଗଣତନ୍ତ୍ର ଦିବସ ପରେଡରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ମୁଖ୍ୟ ଅତିଥି ଭାବରେ ଯୋଗ ଦେବାକର କାର୍ଯ୍ୟକ୍ରମ ରହିଛି। ବ୍ରିଟେନର ବୈଦେଶିକ ସଚିବ ଡୋମିନିକ୍ ରାବ ଆଜି ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କରଙ୍କ ସହ ଆଲୋଚନା କରିବା ପରେ ଏହା ଘୋଷଣା କରିଛନ୍ତି।…

ମହିଳା କମିଶନରେ ଓଲିଉଡ୍ ଅଭିନେତ୍ରୀ…

ଭୁବନେଶ୍ୱର: ଦିନକୁ ଦିନ ନୂଆ ମୋଡ଼ ନେଉଛି ଓଲିଉଡ୍ ଅଭିନେତ୍ରୀ ବର୍ଷା ଓ ସାଂସଦ ତଥା ଓଲିଉଡ୍‌ ଅଭିନେତା ଅନୁଭବଙ୍କ ବିବାଦ। ବର୍ଷା ପ୍ରିୟଦର୍ଶିନୀ ଆଜି ମହିଳା କମିଶନରଙ୍କ ନିକଟରେ ଫେରାଦ ହେବା ପରେ ଏମିତି ସନ୍ଦେହ ସୃଷ୍ଟି ରହିଛି। ଗତ କିଛିମାସ ହେଲା ଲାଗି ରହିଥିବା ପାରିବାରିକ କଳହକୁ ନେଇ ବର୍ଷା…

ଗନ୍ତାୟତ ଶିବପ୍ରସାଦଙ୍କ ୫୧ ତମ ଜୟନ୍ତୀ…

ଭୁବନେଶ୍ବର: ଅମର ସ୍ରଷ୍ଟା ଗନ୍ତାୟତ ଶିବପ୍ରସାଦଙ୍କ ୫୧ ତମ ଜୟନ୍ତୀ ପାଳନ ଅବସରରେ ସ୍ରଷ୍ଟାଙ୍କ ଅଗ୍ରଜ କବି ଓ ସ୍ତମ୍ଭକାର ସତ୍ୟନାରାୟଣ ଗନ୍ତାୟତଙ୍କ ଆବାହନ କ୍ରମେ ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହୋଇ ଯାଇଛି ଶିବସ୍ମୃତି ସମାରୋହ। ବିଶିଷ୍ଟ ଶିକ୍ଷାବିତ ଓ ସାହିତ୍ୟିକ ଡକ୍ଟର ଦୁଷ୍ମନ୍ତ କୁମାର ମହାନ୍ତି…

ଜିରୋ ନାଇଟ୍‌ ସେଲିବ୍ରେସନ ମନା

ଭୁବନେଶ୍ୱର: କରୋନା ମହାମାରୀ ପାଇଁ ଏଥର ଜିରୋ ନାଇଟ୍‌ ସେଲିବ୍ରେସନକୁ ମନା କରାଯାଇଛି। ଏ ନେଇ ସୂଚନା ଦେଇଛନ୍ତି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ। ଏବର୍ଷ ଜିରୋ ନାଇଟ ସେଲିବ୍ରେସନ ହେବନି କମିଶନର କହିଛନ୍ତି। ବର୍ତ୍ତମାନର ଗାଇଡଲାଇନ ଅନୁସାରେ ୩୧ ରାତି ଉତ୍ସବ ମନା କରାଯାଇଛି। ନୂଆବର୍ଷ ପାଳନ…

ସୋଆ ଏସ୍‌ଏଚ୍‌ଏମ୍‌ର ୧୧ ଦିନିଆ…

ଭୁବନେଶ୍ୱର: ମଣିଷ ନିମନ୍ତେ ବିକାଶ ଓ ଉନ୍ନତି ଜରୁରୀ ଅଟେ। କିନ୍ତୁ ଏହା ସହିତ ଆଧ୍ୟାତ୍ମିକତା ଏବଂ ମାନବିକତାକୁ ଯୋଗ କଲେ ହିଁ ସଫଳତା ହାସଲ ହୋଇପାରିବ ବୋଲି କହିଛନ୍ତି ଜୟପୁର ସ୍ଥିତ ଜଗନ୍ନାଥ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର (ଡଃ) ନବୀନ୍ ମାଥୁର। ତୁମର ଲକ୍ଷ୍ୟ, ଉଦ୍ଦେଶ୍ୟ, କଥା କହିବା…

୨୭ରୁ ଖୋଲିବ ଲିଙ୍ଗରାଜ ମନ୍ଦିର

ଭୁବନେଶ୍ବର: ଆସନ୍ତା ୨୭ ତାରିଖରୁ ଏକ୍ରାମ କ୍ଷେତ୍ର ଅଧିପତି ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ଖୋଲିବ। ପ୍ରଥମ ପର୍ଯ୍ୟାୟରେ ୨୭ ତାରିଖରୁ ମନ୍ଦିରର ସେବାୟତ ଓ ତାଙ୍କ ପରିବାର ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ସୁବିଧା ପାଇବେ। ସେବାୟତ ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ ଡିସେମ୍ବର ୩୧ ଯାଏଁ ଦର୍ଶନ ସୁବିଧା…

ଆକାଉଣ୍ଟ ଖାଲି କରୁଛନ୍ତି ‘ଜମତରା’…

ଭୁବନେଶ୍ବର: ରାଜଧାନୀରେ ମାତିଛନ୍ତି ‘ଜମତରା’ ଗ୍ୟାଙ୍ଗ। ଭିଡ଼ିଓ ଜାରି କରି ସତର୍କ କରାଇଲା ପୁଲିସ। ଓଡ଼ିଶା ସାଇବର ଠକଙ୍କ ଟାର୍ଗେଟରେ ରହି ଆସୁଥିବା ବେଳେ ସାଇବର ଅପରାଧ ପାଠଶାଳା ପାଲଟିଥିବା ଝାଡ଼ଖଣ୍ଡର ଜମ୍ତାର ଶାଖା ରାଜଧାନୀରେ କାର୍ଯ୍ୟ କରୁଛି। ବେକାର ଇଂଜିନିୟରିଂ ଛାତ୍ରଛାତ୍ରୀଙ୍କୁ ଜମତରା ପକ୍ଷରୁ…

ମୁଖ୍ୟମନ୍ତ୍ରୀଙ୍କ ୨୮୯ କୋଟିର ପ୍ୟାକେଜ…

ଭୁବନେଶ୍ୱର: ଦୀର୍ଘ ନଅ ମାସ ହେଲା ମହାମାରୀ କରୋନା ରାଜ୍ୟବାସୀଙ୍କ ଆର୍ଥିକ ମେରୁ ଦଣ୍ଡକୁ ଭାଙ୍ଗି ଦେଇଥିବା ବେଳେ ଏଥିରୁ ନିସ୍ତାର ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ୟାକେଜ ଘୋଷଷଣା କରିଛନ୍ତି। ମଧ୍ୟମ, କ୍ଷୁଦ୍ର ଓ ଅଣୁ ଶିଳ୍ପ ପାଇଁ ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏମଏସଏମଇ…

ନୂଆବର୍ଷ ପୂର୍ବରୁ ନିୟମ: ହେଲମେଟ୍ ନାହିଁ…

ଭୁବନେଶ୍ୱର: ଆପଣ କୌଣସି ଲୋକଙ୍କୁ ଲିଫ୍ଟ ଦେଉଛନ୍ତି କି? ଯଦି ହଁ ତାହେଲେ ହେଇ ଯାଆନ୍ତୁ ସାବଧାନ କାରଣ ଏଇ ନୂଆ ବର୍ଷରୁ ନୂଆ ନିୟମ ଆଣିଛନ୍ତି ରାଜ୍ୟ ସରକାର। ଯେଉଁ ଲୋକ ମାନଙ୍କ ପାଖରେ ହେଲମେଟ ନଥିବ ସେମାନଙ୍କୁ ଲିଫ୍ଟ ଦେଲେ ଆପଣ ଗଣି ପାରିନ୍ତି ତଣ୍ଡ। ଏନେଇ ପରିବହନ ମନ୍ତ୍ରୀ କହିଛନ୍ତି ଯେ, ଲିଫ୍ଟ…

ରାଜ୍ୟର ୪ଟି ମନ୍ଦିର ପାଇଁ ସମାନ…

ଭୁବନେଶ୍ୱର: ରାଜ୍ୟ ସରକାର ଶ୍ରୀଜଗନ୍ନାଥ ଆଇନ,୧୯୫୫ ଅନୁଯାୟୀ ପ୍ରଭୁ ଲିଙ୍ଗରାଜ ମନ୍ଦିର ପାଇଁ ଏକ ଅଧ୍ୟାଦେଶ ଆଣିଛନ୍ତି। ଏହି ପରିପ୍ରେକ୍ଷୀରେ ସମ୍ବଲପୁରର ମା’ ସମଲେଶ୍ୱରୀ ମନ୍ଦିର, ଯାଜପୁରର ମା’ ବିରଜା ମନ୍ଦିର, ଗଞ୍ଜାମର ମା’ ତାରା ତାରିଣୀ ମନ୍ଦିର ଏବଂ ନୟାଗଡ଼ର କଂଟିଲୋ ଶ୍ରୀନୀଳମାଧବ ମନ୍ଦିର ପାଇଁ…