ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ଜେଲ୍ By ସୂଚୀସ୍ମିତା ସାହୁ On Dec 17, 2020 କଟକ: କଟକ ମର୍କତନଗର ନାବାଳିକା ଦୁଷ୍କର୍କ ମାମଲାର ଆଜି ଶୁଣାଣି ହୋଇଛି। ଦୋଷୀ ରାମ ମୁଣ୍ଡାକୁ ୨୦ ବର୍ଷ ଜେଲ୍ ଦଣ୍ଡାଦେଶ ଦିଆଯାଇଛି। ଏନେଇ ଦଣ୍ଡାଦେଶ ଘୋଷଣା କରିଛନ୍ତି କଟକ ପକ୍ସୋ କୋର୍ଟ। ୨୦୧୫ ମସିହା ମାର୍ଚ୍ଚ ୧୯ରେ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିଲା। Rape Share
Comments are closed.