Odisha Link
Bridging the Missing Links in Odisha
Daily Archives

December 17, 2020

ଆତ୍ମନିର୍ଭର ଭାରତ ପାଇଁ ଆତ୍ମନିର୍ଭର…

ଭୁବନେଶ୍ୱର: ଉର୍ଜା କ୍ଷେତ୍ରରେ ଆତ୍ମନିର୍ଭର ଭାରତ ପାଇଁ ଆତ୍ମନିର୍ଭର ଉର୍ଜାର ଏକ ସ୍ୱଚ୍ଛ ରୋଡମ୍ୟାପକୁ ବିକଶିତ କରାଯାଉଛି ବୋଲି ଗୁରୁବାର ଆସୋସିଏଟେଡ୍ ଚାମ୍ବରସ୍ ଅଫ୍ କମର୍ସ ଆଣ୍ଡ୍‌ ଇଣ୍ଡଷ୍ଟ୍ରି ଅଫ୍ ଇଣ୍ଡିଆ(ଆସୋଚାମ୍‌)ର ପ୍ରତିଷ୍ଠା ସପ୍ତାହ -୨୦୨୦ ଅବସରରେ ଆୟୋଜିତ “ଭାରତର ବିକାଶ ପଥରେ ଇନ୍ଧନକୁ…

ଓଡ଼ିଶାରେ ଡିଜିଟାଲ ଲାଇଫଲାଇନ ପାଲଟିଛି…

ଭୁବନେଶ୍ୱର: ଜୀବନଯାତ୍ରା କ୍ରମଶଃ ସ୍ୱାଭାବିକ ସ୍ଥିତିକୁ ଫେରୁଥିବାବେଳେ କ୍ଷୁଦ୍ର ବ୍ୟବସାୟ ସଂସ୍ଥା, ଶିକ୍ଷାନୂଷ୍ଠାନ, ବୃତ୍ତିଧାରୀଙ୍କୁ ନେଇ ଅନେକ କଥା ରହିଛି, ଯେଉଁମାନେ ଦେଶର ସବୁଠାରୁ ଲୋକପ୍ରିୟ ହାଇ-ସ୍ପିଡ୍‍ ବ୍ରଡବ୍ୟାଣ୍ଡ୍‍ ସେବା ପ୍ରଦାନକାରୀ ଜିଓଫାଇବର ଜରିଆରେ ଆଶାର କିରଣ ଦେଖିପାରିଛନ୍ତି।…

ରୂପ ବଦଳେଇବ ଅଶୋକଝର

ଯାଜପୁର: ନୂଆ ରୂପ ନେବ ଯାଜପୁରର ସୁକିନ୍ଦା ଅଶୋକଝର। ଏହାର ସୌନ୍ଦର୍ଯ୍ୟ କରଣ ପାଇଁ ମଞ୍ଜୁର୍ ହୋଇଛି ୧କୋଟି ଟଙ୍କା। ସମସ୍ତ ଉନ୍ନତି ମୂଳକ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇ। ଏହି ପ୍ରକଳ୍ପ ଦ୍ୱାରା ଚାଷୀ ମାନଙ୍କ ପାଣି ସମସ୍ୟା ଦୂର ହେବ। ଲେମ୍ବୋ,…

ଚଢ଼ିଗଲା ଦଶଚକିଆ ଟ୍ରକ, ଜଣେ ମୃତ

ବାଲେଶ୍ବର: ବାଲେଶ୍ବର ଖଇରା ନିକଟରେ ଦଶଚକିଆ ଟ୍ରକ ଚଢ଼ିଯାଇ ଵାଇକ ଆରୋହୀର ମୃତ୍ୟୁ ହୋଇଛି। ଖଇରା ଥାନା ସୋର-କୁପାରୀ ରାସ୍ତାର ରାମପୂର ନିକଟରେ ଘଟିଛି ଏହି ଦୁର୍ଘଟଣା ଘଟିଛି। ମୃତକ ଜଣଙ୍କ ହେଉଛନ୍ତି ଵଗଦିଆ ଗ୍ରାମର କୃଷ୍ଣ ଚନ୍ଦ୍ର ବେହେରା। ସେ ଭଦ୍ରକ ରାନ୍ଦିଆ ଫେକରର କର୍ମଚାରୀ ଥିବା ସୁଚନା ମିଳିଛି।…

ବେଦିକ୍‌ ପେଣ୍ଟ୍: ଗାଈ ଗୋବରରୁ ରଙ୍ଗ…

ନୂଆଦିଲ୍ଲୀ: ପ୍ରାଚୀନ କାଳରୁ ଗାଇ ଗୋବରକୁ ଭାରତୀୟମାନେ ପବିତ୍ର ବୋଲି ବିବେଚନା କରିଆସୁଛନ୍ତି। ଗୋବର ଘର କାନ୍ଥ ଓ ଚଟାଣ ଲିପିବାରେ ବ୍ୟବହାର ହୋଇଥାଏ। ତେବେ ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରି ଏଥିରୁ ରଙ୍ଗ ପ୍ରସ୍ତୁତି ପାଇଁ ଯୋଜନା କରୁଛନ୍ତି କେନ୍ଦ୍ର ସରକାର। ଖୁବ୍‌ ଶୀଘ୍ର ଗୋବରରୁ ପ୍ରସ୍ତୁତ…

କେନ୍ଦ୍ରକୁ ପୁଣି ଚିଠି ଲେଖିଲେ…

ଭୁବନେଶ୍ୱର: ରାଜ୍ୟର ୧.୬୨ ଲକ୍ଷ ପେନ୍‌ସନ ହିତାଧିକାରୀଙ୍କ ପାଇଁ କେନ୍ଦ୍ରକୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ସ୍ୱଳ୍ପ ପେନ୍‌ସନ୍‌ ସମସ୍ୟା ସମାଧାନ ପାଇଁ କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ୱାରଙ୍କୁ ସେ ଚିଠି…

ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ଜେଲ୍‌

କଟକ: କଟକ ମର୍କତନଗର ନାବାଳିକା ଦୁଷ୍କର୍କ ମାମଲାର ଆଜି ଶୁଣାଣି ହୋଇଛି। ଦୋଷୀ ରାମ ମୁଣ୍ଡାକୁ ୨୦ ବର୍ଷ ଜେଲ୍‌ ଦଣ୍ଡାଦେଶ ଦିଆଯାଇଛି। ଏନେଇ ଦଣ୍ଡାଦେଶ ଘୋଷଣା କରିଛନ୍ତି କଟକ ପକ୍ସୋ କୋର୍ଟ। ୨୦୧୫ ମସିହା ମାର୍ଚ୍ଚ ୧୯ରେ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିଲା।

୪ ଦିନିଆ ରିମାଣ୍ଡରେ ଗଲେ ଆକାଶ

ଭୁବନେଶ୍ୱର: ୪ଦିନିଆ ରିମାଣ୍ଡରେ ଗଲେ ଆକାଶ ପାଠକ। ସ୍କାଏକିଙ୍ଗ୍ ଠକେଇ ମାମଲାରେ ଆକାଶ ପାଠକଙ୍କୁ ୪ଦିନିଆ ରିମାଣ୍ଡରେ ନେଇ କମିଶନରେଟ୍ ପୋଲିସ। ଏଥିପାଇଁ ଭୁବନେଶ୍ୱର ଏସଡିଜେଏମ୍‌ କୋର୍ଟ ଅନୁମତି ଦେଇଛନ୍ତି। ସ୍କାଏକିଙ୍ଗ ପକ୍ଷରୁ ଠକେଇ ନେଇ ଖାରବେଳନଗର ଥାନା ପୋଲିସରେ ଅଭିଯୋଗ ହୋଇଥିଲା। ଟାଟା…

ଅଭୟକାନ୍ତଙ୍କ ଅବସର ପାଇଁ ସୁପାରିସ୍‌ କଲେ…

ଭୁବନେଶ୍ୱର: ଅଭୟକାନ୍ତ ପାଠକଙ୍କୁ ବାଧ୍ୟତାମୂଳକ ଅବସର ଦେବାକୁ ସୁପାରିସ୍ କରାଯାଇଛି। କେନ୍ଦ୍ର ସରକାରଙ୍କୁ ଏଭଳି ସୁପାରିଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଥମ ଥର ପାଇଁ ଜଣେ ସର୍ବଭାରତୀୟ ସେବା ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେବାକୁ ଏଭଳି ସୁପାରିଶ କରାଯାଇଛି। ଅଭୟଙ୍କୁ ପୂର୍ବରୁ…

ସନ୍ନି ଦେଓଲଙ୍କୁ ‘Y’ କ୍ୟାଟେଗୋରୀ…

ନୂଆଦିଲ୍ଲୀ: ବଲିଉଡ ଅଭିନେତା ତଥା ବିଜେପି ସାଂସଦ ସନ୍ନି ଦେଓଲଙ୍କୁ ମିଳିଲା ‘Y’ କ୍ୟାଟେଗୋରୀ ସୁରକ୍ଷା। ସନ୍ନିଙ୍କ ଜୀବନ ପ୍ରତି ବିପଦ ଥିବା ଦେଖି ତାଙ୍କୁ ଏହି ସୁରକ୍ଷା ପ୍ରଦାନ କରାଯାଇଛି। କୃଷକ ଆନ୍ଦୋଳନକୁ ନଜରରେ ରଖି କେନ୍ଦ୍ର ସରକାର ତାଙ୍କୁ ‘Y’ କ୍ୟାଟେଗୋରୀ ସୁରକ୍ଷା ଯୋଗାଇ ଦେଇଛନ୍ତି। ନୂଆ…