Odisha Link
Bridging the Missing Links in Odisha
Daily Archives

December 17, 2020

କରୋନା ଯୋଦ୍ଧାଙ୍କୁ ମାଗଣାରେ ମିଳିବ…

ଭୁବନେଶ୍ୱର: କରୋନା ଟିକାକରଣ ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଟିକାକରଣ ନେଇ ଆଜି ଏକ ବଡ଼ ଘୋଷଣା କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ। ରାଜ୍ୟର କରୋନା ଯୋଦ୍ଧାଙ୍କୁ ମାଗଣାରେ ଟିକା ପ୍ରଦାନ କରାଯିବ। ମାଗଣା ଟିକା ମିଳିବା ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ସୂଚନା ଦେଇଛନ୍ତି ।…

ଠିକାଦାରଙ୍କୁ ମାରି ଗାଡ଼ି ପୋଡ଼ିଦେଲେ…

ମାଲକାନଗିରି: ମାଥିଲି ଗୋଲିଆଗୁଡ଼ାରେ ପୁଣି ମାଓବାଦୀଙ୍କ ଲଙ୍କାକାଣ୍ଡ। ରାସ୍ତା କାମରେ ନିୟୋଜିତ ୩ଟି ଗାଡ଼ିକୁ ମାଓବାଦୀମାନେ ପୋଡ଼ି ଦେଇଛନ୍ତି। ଗୋଟିଏ ବୋଲେରୋ, ଗୋଟିଏ ପ୍ରୋକଲିନ ମେସିନ ସହ ୩ଟି ଗାଡ଼ିକୁ ମାଓବାଦୀମାନେ ପୋଡ଼ି ଦେଇଛନ୍ତି। ଉନ୍ନୟନମୂଳକ କାର୍ୟ୍ୟ ଜାରି ରହିଥିବା ବେଳେ ଏହାକୁ ବିରୋଧ…

ଭଉଣୀ ହତ୍ୟାକଲା ଭାଇ, ପରିବାରର ୧୨ ଜଣ…

କଳାହାଣ୍ଡି: ଭାଇ ଭଉଣୀ ସମ୍ପର୍କରେ କଳଙ୍କ। ଭଉଣୀକୁ ହତ୍ୟା କଲା ଭାଇ। ଘଟଣାକୁ ଚପାଇବାକୁ ପରିବାର ଲୋକ ଶବଦାହରେ ସହଯୋଗ କରିଥିବା ଅଭିଯୋଗରେ ୧୨ଜଣ ଗିରଫ। ଏଭଳି ଅଭାବନୀୟ ଘଟଣା ଘଟିଛି ବିଶ୍ବନାଥପୁର ଥାନା ଦାରପଟା ଗାଁରେ। ଗତ ୭ ତାରିଖରେ ମୃତକ ଅନୀତା ବେହେରାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିଲା।…

ହାତଗୋଡ଼ ବାନ୍ଧି ଗାଡ଼ି ମଡ଼େଇ ହତ୍ୟା

ଝାରସୁଗୁଡ଼ା: ହାତଗୋଡ଼ ବାନ୍ଧି ଗାଡି ମଡ଼େଇ ହତ୍ୟା। ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ଥାନା ଅନ୍ତର୍ଗତ ବେଲପାହାଡ଼ରେ ଏକଳି ଅଭାବନୀୟ ଘଟଣା ଘଟିଛି। ଜଣେ ବ୍ୟକ୍ତିଙ୍କୁ ହାତଗୋଡ଼ ବାନ୍ଧି ତାଙ୍କ ଉପରେ ଗାଡ଼ି ଚଳାଇ ହତ୍ୟା କରାଯାଇଥିବାର ଖବର ମିଳିଛି। ସୂଚନା ଅନୁଯାୟୀ, ସୁନ୍ଦରଗଡ଼ -କନିକା ରାସ୍ତା ଉପରେ…

କ୍ରାଇମବ୍ରାଞ୍ଚର ଡିପ୍ ସ୍କାନରରେ…

ଭୁବନେଶ୍ୱର: ପ୍ରଦୀପ ପାଣିଗ୍ରାହୀଙ୍କ ପାଖଲୋକ ସର୍ବେଶ୍ୱର ରାଓଙ୍କୁ ଜେରା। ଆକାଶ ପାଠକଙ୍କ ସହ ଚାକିରି ନାଁରେ ଠକେଇ ପ୍ରସଙ୍ଗରେ କ୍ରାଇମବ୍ରାଞ୍ଚ ସର୍ବେଶ୍ୱର ରାଓଙ୍କୁ ମାରାଥନ ଜେରା କରୁଛି। ନିଯୁକ୍ତି ଜାଲିଆତିରେ ମଧ୍ୟସ୍ଥି ହୋଇଥିଲେ ସର୍ବେଶ୍ୱର। ଗିରଫ ଭୟରେ ଆତ୍ମଗୋପନ କରିଥିଲେ ସର୍ବେଶ୍ୱର। ଗିରଫ…

ଭାରସାମ୍ୟ ହରାଇ ନାଳକୁ ଖସିଲା ବସ୍, ୧୪…

ବିଶ୍ରା: ଭାରସାମ୍ୟ ହରାଇ ତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ। ରାଉରକେଲାରୁ ବମ୍ବୁଆ ଆସୁଥିବା ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସଟି ଭାରସାମ୍ୟ ହରାଇ ଏକ ନାଳକୁ ଖସି ପଡ଼ିଥିବା ସୂଚନା ମିଳିଛି। ଏହି ଦୁର୍ଘଟଣାରେ ବସ୍‌ରେ ଥିବା ଯାତ୍ରୀମାନେ ଏକ ବଡ ଦୁର୍ଘଟଣାରୁ ବର୍ତ୍ତିଯାଇଛନ୍ତି।…

ହୃଦଘାତରେ ବିଡିଓଙ୍କ ପରଲୋକ

ଭଦ୍ରକ: ଭଦ୍ରକ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କର ହୃଦଘାତରେ ପରଲୋକ। ଗୋଷ୍ଠୀ ଉନ୍ନୟନ ଅଧିକାରୀ ହେଉଛନ୍ତି ଦାମୋଦର ଖୁଣ୍ଟିଆ। ଆଜି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ସୂଚନା ମୁତାବକ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦାମୋଦର ଖୁଣ୍ଟିଆ ଭଦ୍ରକ ବ୍ଲକରେ…

ଜହ୍ନରୁ ନମୁନା ଆଣିଲା ‘ଚାଙ୍ଗ୍‌…

ବେଜିଂ: ଜହ୍ନରୁ ନମୁନା ଆଣିଲା 'ଚାଙ୍ଗ୍‌ ଇ-୫'। ଆମେରିକା, ସୋଭିଏତ ସଂଘ ପରେ ଚାଇନାକୁ ଏହି ବଡ଼ ସଫଳତା ମିଳିଛି। ଚନ୍ଦ୍ରରୁ ନମୁନା ଧରି ପୃଥିବୀକୁ ଫେରିଛି ଚାଇନାର 'ଚାଙ୍ଗ୍‌ ଇ-୫' ଯାନ। ପଥର ଏବଂ ଆବର୍ଜନା ନମୁନା ଧରି ଏହି ଯାନ ପୃଥିବୀକୁ ଫେରିଛି। ଗୁରୁବାର ମୋଙ୍ଗୋଲିଆ ଅଞ୍ଚଳର ସିଜିୱାଙ୍ଗ…

ଆଜି ପ୍ରକାଶ ପାଇବ ଏକକ ପିଜି ନାମଲେଖା…

ଭୁବନେଶ୍ୱର: ଆଜି ପ୍ରକାଶ ପାଇବ ପିଜି ନାମ ଲେଖା ପାଇଁ ଦ୍ୱିତୀୟ ମେରିଟ୍ ଲିଷ୍ଟ୍। ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଅଧୀନ ବିଶ୍ୱବିଦ୍ୟାଳୟ ଓ ସ୍ୱୟଂଶାସିତ ମହାବିଦ୍ୟାଳୟରେ ସ୍ନାତ୍ତକୋତ୍ତର (ପିଜି)ରେ ନାମଲେଖା ପାଇଁ ଦ୍ୱିତୀୟ ଚୟନ ତାଲିକା ପ୍ରକାଶ ପାଇବ। ମେରିଟ୍ ଲିଷ୍ଟରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀ…

ଶୀତ ଦିନେ ରାଶି ଖାଇବାର ଫାଇଦା…

ସାଧାରଣତଃ ରାଶିକୁ କୌଣସି ସ୍ନାକ୍ସର ସ୍ବାଦ ବଢ଼ାଇବା ପାଇଁ ବ୍ୟବହାର କରାଯାଏ। ଅନେକ ଲୋକେ ରାଶିରେ ଲଡୁ ତିଆରି କରି ମଧ୍ୟ ଖାଇଥାନ୍ତି। ରାଶିରେ ଥିବା ଲିସାଟୁରେଟେଡ୍ ଫ୍ୟାଟି ଏସିଡ୍, ଓମେଗା-6, ଫାଇବର, ଆଇରନ୍, କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍ ଏବଂ ଫସଫରସ୍ ଶରୀର ପାଇଁ ଅନେକ ଲାଭଦାୟକ। ତେବେ ଶୀତ ଦିନେ…