ଛାତ ଭୁଷୁଡ଼ି ୩ ମୃତ, ୬ ଆହାତ

ନୂଆଦିଲ୍ଲୀ: ଛାତ ଭୁଶୁଡ଼ି ତିନି ଜଣ ମୃତ୍ୟୁ ବରଣ କରିଛନ୍ତି। ଏହି ଅଭାବନୀୟ ଘଟଣାଟି ରାଜଧାନୀ ଦିଲ୍ଲୀର ବିଷ୍ଣୁ ଗାର୍ଡେନରେ ଘଟିଛି। ଏହି ଦୁର୍ଘଟଣାଟି ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହାତ ହୋଇଛନ୍ତି।
ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ୍ ପହଞ୍ଚିଛି। ସମସ୍ତ ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସଂପୃକ୍ତ ଘରେ ମୋଟର ବାଇଣ୍ଡିଂ କାମ ହୁଏ। ସେହି ଘରେ କାମ କରୁଥିଲେ ଆହତ ବ୍ୟକ୍ତି।
Comments are closed.