Odisha Link
Bridging the Missing Links in Odisha
Daily Archives

December 19, 2020

ଶହେ ଟଙ୍କାରେ ପୁରୀରେ ହେବ ରହଣି…

ପୁରୀ: ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ଲାଗି ଆସୁଥିବା ଭକ୍ତମାନଙ୍କ ଲାଗି ଖୁସି ଖବର। ଏଥର ଶହେରୁ ଦେଢ଼ ଶହ ଟଙ୍କା ମଧ୍ୟରେ ପୁରୀରେ ରାତ୍ରିଯାପନ କରିହେବ ଭକ୍ତ। ସାଧାରଣ ଲୋକଙ୍କୁ ସ୍ୱଳ୍ପ ମୂଲ୍ୟରେ ପୁରୀରେ ରହଣି ପାଇଁ ଭକ୍ତ ନିବାସ ନିର୍ମିତ ହେବ ବୋଲି ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିରର…

୩ରେ ଖୋଲିବ ସମଲେଶ୍ୱରୀ ମନ୍ଦିର

ସମ୍ବଲପୁର: ଦୀର୍ଘ ନଅ ମାସ ପରେ ରାଜ୍ୟରେ ଥିବା ସମସ୍ତ ମନ୍ଦିର ଖୋଲିବାକୁ ଯାଉଛି। ଏହା ସହିତ ଜାନୁଆରୀ ୩ରେ ବି ଖୋଲିବାକୁ ଯାଉଛି ସମ୍ବଲପୁରର ଇଷ୍ଟଦେବୀ ମା’ ସମଲେଇଙ୍କ ମନ୍ଦିର। ଏନେଇ ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ସୂଚନା ମିଳିଛି । ପ୍ରକାଶ ଯେ, ମନ୍ଦିର ଖୋଲିବା ନେଇ ସମଲେଶ୍ୱରୀ…

ଶାହାଙ୍କ ମିଶନ ବେଙ୍ଗଲ

ପଶ୍ଚିମବଙ୍ଗ: ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ଉପରେ ହୋଇଥିବା ଆକ୍ରମଣର ପ୍ରତିଶୋଧ ନେଇଛନ୍ତି ଗୃହମନ୍ତ୍ରୀ ଅମିତ୍ ଶାହା। ନଡ୍ଡାଙ୍କ ଉପରେ ଆକ୍ରମଣ ହେବାର କିଛି ଦିନ ମଧ୍ୟରେ ଦିଦିଙ୍କ ଗଡରେ ପଶିଛନ୍ତି ଗୃହମନ୍ତ୍ରୀ ତଥା ବିଜେପିର ଚାଣକ୍ୟ କୁହାଯାଉଥିବା ଅମିତ୍ ଶାହା। ସେ ଆଜି…

ବଣ୍ଡା ଘାଟିରେ ଓଲଟିଲା କମାଣ୍ଡର : ୪…

ମାଲକାନଗିରି: ମାଲକାନଗିରି ଜିଲ୍ଲା ବଣ୍ଡା ଘାଟିରେ ଏକ କମାଣ୍ଡରଟି ସଡ଼କ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ୪ଜଣ ଗୁରୁତର ହୋଇଛନ୍ତି। ସମସ୍ତଙ୍କୁ ଉଦ୍ଧା କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ପ୍ରକାଶ ଯେ, ଭାରସାମ୍ୟ ହରାଇ କମାଣ୍ଡରଟି ମାଲକାନଗିରି ଜିଲ୍ଲା ବଣ୍ଡା ଘାଟିରେ…

୧୨ ଜୁଆ ଖେଳିଳା ଗିରଫ

ରାଉରକେଲା: ରାଉରକେଲା ପୁଲିସକୁ ଏକ ବଡ଼ ସଫଳତା ମିଳିଛି। ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ସମସ୍ତ ଜୁଆଡ୍ଡିଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୧୨ ଲକ୍ଷରୁ ଅଧିକ ଟଙ୍କା, କାର୍‌, ୧୫ ମୋବାଇଲ୍‌ ଜବତ ହୋଇଛି। ପ୍ରକାଶ ଯେ, ଷ୍ଟେସନ ନିକଟର ବିଭିନ୍ନ ସ୍ଥାନରେ ଜୁଆ ଆଡ୍ଡ ଚାଲିଥିବା ନେଇ ପୋଲିସକୁ…

ସୁସ୍ଥ ହୋଇ ଘରକୁ ଫେରିଲେ ରେମୋ

ମୁମ୍ବାଇ: ସୁସ୍ଥ ହୋଇ ଘରକୁ ଫେରିଲେ ବଲିଉଡର କୋରିଓଗ୍ରାଫର ରେମୋ ଡିସୁଜା। ସେ ହୃଦଘାତର ଶିକାର ହୋଇ କୋକିଲାବେନ ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଥିଲେ।ସେ ସୁସ୍ଥ ଅଛନ୍ତି ବୋଲି ନିଜେ ସୋଶାଲ ମିଡିଆରେ ଏକ ଭିଡିଓ ଶେଆର କରି ସୂଚନା ଦେଇଛନ୍ତି । ସୋଶାଲ ମିଡିଆରେ ରେମୋ ଏକ ସ୍ଲୋ ମୋଶନ ଭିଡିଓ ଶେଆର…

ଛାତ ଭୁଷୁଡ଼ି ୩ ମୃତ, ୬ ଆହାତ

ନୂଆଦିଲ୍ଲୀ:  ଛାତ ଭୁଶୁଡ଼ି ତିନି ଜଣ ମୃତ୍ୟୁ ବରଣ କରିଛନ୍ତି। ଏହି ଅଭାବନୀୟ ଘଟଣାଟି ରାଜଧାନୀ ଦିଲ୍ଲୀର ବିଷ୍ଣୁ ଗାର୍ଡେନରେ ଘଟିଛି। ଏହି ଦୁର୍ଘଟଣାଟି ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହାତ ହୋଇଛନ୍ତି। ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ୍ ପହଞ୍ଚିଛି। ସମସ୍ତ ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ…

ଭିଜିଲାନ୍ସ ଜାଲରେ ଉତ୍କଳ…

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ଜଣେ ଡିଡିସିଇ କର୍ମଚାରୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଅଧିକାରୀଙ୍କ ନାମ ଅଶୋକ ମିଶ୍ର ବୋଲି ଜଣାପଡିଛି। ଭିଜିଲାନ୍ସ ଟିମ୍ ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ କରିଛି। ଏହି ତଲାସୀ ପାଇଁ ଭିଜିଲାନ୍ସ ସ୍ୱତନ୍ତ୍ର ଜଜ୍ ଅନୁମତି ଦେଇଛନ୍ତି। ଅଶୋକଙ୍କ ରସୁଲଗଡ଼…

ଆଖି ବୁଜିଲେ ଆଉ ୩ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୩ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୮୩୨କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୃତକଙ୍କ ମଧ୍ୟରେ ଜଗତସିଂହପୁର, ପୁରୀ, ନୂଆପଡା…

କୈଳାଶ: ସ୍ବାମୀ ନିତ୍ୟାନନ୍ଦଙ୍କ ନୂଆ ଦେଶ…

ନୂଆଦିଲ୍ଲୀ: ବିବାଦୀୟ ଧର୍ମଗୁରୁ ସ୍ବାମୀ ନିତ୍ୟାନନ୍ଦ ପୁଣି ଥରେ ଚର୍ଚ୍ଚାରେ। ଦୁଷ୍କର୍ମ ମାମଲାରେ ଗିରଫଦାରିରୁ ବର୍ତ୍ତିବା ପାଇଁ ୨୦୧୯ରେ ଭାରତରୁ ପଳାୟନ କରିଥିବା ବିବାଦୀୟ ଧର୍ମଗୁରୁ ସ୍ୱାମୀ ନିତ୍ୟାନନ୍ଦଙ୍କୁ ନେଇ ଏବେ ପୁଣି ଚର୍ଚ୍ଚା। ୨୦୧୯ରୁ ଭାରତ ଛାଡ଼ି ପଳାଇଥିବା ନିତ୍ୟାନନ୍ଦ 'କୈଳାଶ' ନାମକ…