Odisha Link
Bridging the Missing Links in Odisha
Daily Archives

December 19, 2020

ରାଜ୍ୟରେ କରୋନା: ୩୫୬ କରୋନା ପଜିଟିଭ୍…

ଭୁବନେଶ୍ବର : ରାଜ୍ୟରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୩୫୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୨୫୮୬୧ରେ ପହଞ୍ଚିଛି। ଏହା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା…

ରେଳଧାରଣାରୁ ୨ ମୃତ ଦେହ ଉଦ୍ଧାର

ରାଉରକେଲା: ଆଜି ରେଳଧାରଣାରୁ ୨ଜଣ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତକଙ୍କ ପରିଚୟ ମିଳି ପାରି ନାହିଁ। ପ୍ରକାଶ ଯେ, ଆଜି ସକାଳୁ ଜଣେ ଯୁବକଙ୍କ ମୃତଦେହ ରେଳ ଧାରଣା ମଝିରେ ପଡି ରହିଥିବା ବେଳ ଆଉ ଜଣଙ୍କ ମୃତେଦହ ରଳଧାରଣା କଡରେ…

୧୯୭୪ ମସିହା ପରେ ଟେଷ୍ଟ କ୍ରିକେଟରେ…

ଆଡିଲେଡେ: ପ୍ରଥମ ଦିବାରାତ୍ର ଟେଷ୍ଟର ଦ୍ବିତୀୟ ଇନିଂସରେ ନୈରାଶ୍ୟଜନକ ପ୍ରଦର୍ଶନ କରିଛି ଟିମ୍‌ ଇଣ୍ଡିଆ। ମାତ୍ର ୩୬ ରନରେ ଟିମ୍‌ ଇଣ୍ଡିଆ ପାରି ସମାପ୍ତ ହୋଇଥିଲା। ଟେଷ୍ଟ କ୍ରିକେଟ୍‌ ଇତିହାସରେ ଟିମ୍‌ ଇଣ୍ଡିଆର ଏହା ହେଉଛି ନ୍ୟୁନତମ ସ୍କୋର। ଏହା ପୂର୍ବରୁ ଟେଷ୍ଟ କ୍ରିକେଟରେ ଟିମ୍‌ ଇଣ୍ଡିଆର ନ୍ୟୁନତମ…

ଏନସିବି ନୋଟିସର ଜବାବ ଦେଲେ କରଣ

ମୁ୍ମ୍ବାଇ: ବଲିଉଡ଼ରେ ଡ୍ରଗ୍ସ କାରବାର ଗୁମର ଧିରେ ଧିରେ ଖୋଲିବା ଲାଗିଥିବା ବେଳେ ଦିନକୁ ଦିନ ଅନେକ ସେଲିବ୍ରେଟିଙ୍କ ନାଁ ବାହାରିବାରେ ଲାଗିଛି। ତେବେ ଗୁରୁବାର ଦିନ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ସିନେ ନିର୍ମାତା କରଣ ଜୋହର ନୋଟିସ ପଠାଇଥିଲା। ସେ ନୋଟିସର ଜବାବ ଦେଇ କହିଛନ୍ତି, ଯେଉଁ ପାର୍ଟିର…

ଦ୍ବିତୀୟ ଇନିଂସରେ ଟିମ୍‌ ଇଣ୍ଡିଆର…

ଆଡିଲେଡ: ଐତିହାସିକ ପିଙ୍କ ବଲ ଟେଷ୍ଟରେ ବୋଲରଙ୍କ ଆଧିପତ୍ୟ ଜାରି ରହିଛି। ଟିମ୍‌ ଇଣ୍ଡିଆର ବୋଲରଙ୍କ ପରେ ଅଷ୍ଟ୍ରେଲିଆ ବୋଲରଙ୍କ ଦମଦାର ପ୍ରଦର୍ଶନ। ପ୍ରଥମ ଇନିଂସରେ ଟିମ୍‌ ଇଣ୍ଡିଆର ପଲ୍ଲା ଭାରି ଥିବାବେଳେ ଦ୍ବିତୀୟ ଇନିଂସରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ଟିମ୍‌ ଇଣ୍ଡିଆ। ଏପରିକି ଜଣେ କେହି…

ଧାନ ଅମଳ ବେଳେ କଟିଲା ହାତ, ଚାଷି ଗୁରୁତର

ତେଲକୋଇ: ବିଲରେ ଧାନ ଅମଳ କରୁଥିବା ସମୟରେ ଏକ ଅଭାବନାୟ ଘଟଣା ଘଟିଛି। ଏହି ଦୁର୍ଘଟଣାଟି କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ରାଇସୁଆଁ ପଞ୍ଚାୟତ ସମାକୁଦ ଗାଁରେ ଘଟିଛି। ଜଣେ ଚାଷୀ ବିଲରେ ଧାନ ଅମଳ କରୁଥିବା ବେଳେ ମେସିନରେ ହାତ କଟିଯାଇ ଗୁରୁତର ହୋଇପଡିଛନ୍ତି। ଉକ୍ତ ବ୍ୟକ୍ତି ଜଣଙ୍କ ହେଲେ…

ଦେଶରେ କରୋନା: ୨୫ ହଜାର ୧୫୨ ଚିହ୍ନଟ

ନୂଆଦିଲ୍ଲୀ: ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୫ ହଜାର ୧୫୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୪ ହଜାର ୫୯୯କୁ ବୃଦ୍ଧି ପାଇଛି। ତେବେ ଦେଶରେ ୩୪୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ବରଣ କରିଛନ୍ତି। ଫଳରେ କରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୫ ହଜାର ୧୩୬କୁ ବୃଦ୍ଧି…

୨୩ରୁ ଖୋଲିବ ଶ୍ରୀମନ୍ଦିର, ପୁରୀ ଗସ୍ତ…

ପୁରୀ: ବହୁଦିନର ବ୍ୟବଧାନ ପରରେ ଭକ୍ତଙ୍କ ପାଇଁ ଖୋଲିବ ପୁରୀ ଶ୍ରୀମନ୍ଦିର। ଡିସେମ୍ବର ୨୩ ତାରିଖରେ ମନ୍ଦିର ଖୋଲିବାକୁ ଥିବାବେଳେ ଶନିବାର ଦିନ ସକାଳୁ ସକାଳୁ ପୁରୀ ଗସ୍ତ କରି ଦର୍ଶନ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ୫-ଟି ସଚିବ ଭିକେ ପାଣ୍ଡିଆନ୍। ଆଜି ସକାଳୁ ସକାଳୁ ବରିଷ୍ଠ ଅଧିକାରୀଙ୍କ ସହ ପୁରୀର…

ଅଷ୍ଟ୍ରେଲିଆ ବୋଲରଙ୍କ ଘାତକ ବୋଲିଂ, ୧୯…

ଆଡିଲେଡ: ଐତିହାସିକ ପିଙ୍କ ବଲ ଟେଷ୍ଟରେ ବୋଲରଙ୍କ ଆଧିପତ୍ୟ ଜାରି ରହିଛି। ଟିମ୍‌ ଇଣ୍ଡିଆର ବୋଲରଙ୍କ ପରେ ଅଷ୍ଟ୍ରେଲିଆ ବୋଲରଙ୍କ ଦମଦାର ପ୍ରଦର୍ଶନ। ପ୍ରଥମ ଇନିଂସରେ ଟିମ୍‌ ଇଣ୍ଡିଆର ପଲ୍ଲା ଭାରି ଥିବାବେଳେ ଦ୍ବିତୀୟ ଇନିଂସରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ଟିମ୍‌ ଇଣ୍ଡିଆ। ପ୍ରଥମ…

୬ଟି ଜେସିବି ଜାଳି ଦେଲେ ଦୁବୃର୍ତ୍ତ

ଢେଙ୍କାନାଳ: ଢେଙ୍କାନାଳ ତୁମୁସିଙ୍ଗା ଥାନା ଅଁଳାବେରେଣିଠାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଗତବିଳମ୍ବିତ ରାତିରେ ଓଟିପିସିଏଲରେ କାର୍ଯ୍ୟରତ ୬ ଜେସିବି ଜାଳି ଦେଲେ ଦୁର୍ବୃତ୍ତ।ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ପ୍ରକାଶ ଯେ, ଅଁଳାବେରେଣୀଠାରେ ଓଟିପିସିଏଲର ଟାଉନସିପ୍…