ଅବସର ନେବେ ଅସିତ୍ ତ୍ରିପାଠୀ

ଭୁବନେଶ୍ୱର: ଅବସର ନେବେ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ। ଡିସେମ୍ବର ୩୧ରେ ଅବସର ନେବେ ଅବସର ନେବେ। ଅବସର ନେବେ ଏବେ ମୁଖ୍ୟ ଶାସନ ସଚିବ ଓ ମୁଖ୍ୟ ଉନ୍ନୟନ କମିସନର ଭାବେ କାର୍ଯ୍ୟରତ ଅଛନ୍ତି। ୧୯୭୬ ବ୍ୟାଚର ଓଡିଶା କ୍ୟାଡର ଆଇଏଏସ ଅଫିସର ଅସିତ ତ୍ରିପାଠୀ ଅବସର ଗ୍ରହଣ କରିବା ନେଇ ଜିଏର ବିଜ୍ଞପ୍ତି ପ୍ରକାଶ ପାଇଛି।
Comments are closed.