Odisha Link
Bridging the Missing Links in Odisha
Daily Archives

December 23, 2020

ବଦଳିଲା ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ…

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ବଦଳିଲା ଉତ୍ତର ଓଡ଼ିଶା ବିଶ୍ୱାବିଦ୍ୟାଳୟ ନାଁ। ବାରିପଦାରେ ଅବସ୍ଥିତ ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟକୁ ଏବେ ମୟୁରଭଞ୍ଜର ପୂର୍ବତନ ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓଙ୍କ ନାଁରେ ନାମିତ କରାଯାଇଛି। ଏନେଇ ଆଜି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ…

ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟକାରିଣୀ…

ଭୁବନେଶ୍ବର: ଆଜି ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟକାରିଣୀ ବୈଠକ ବସିଛି। ବୈଠକରେ ଛାତ୍ର ଜନତା ଦଳର ଜିଲ୍ଲା ସଭାପତି, ଜୋନ ସଭାପତି ଓ ରାଜ୍ୟ ଛାତ୍ର କାର୍ଯ୍ୟକାରିଣୀ ନେତୃମଣ୍ଡଳୀ ଉପସ୍ଥିତ ରହିଛନ୍ତି। ଏହି ସମାବେଶରେ ବିଭିନ୍ନ ରାଜନୈତିକ ପ୍ରସ୍ତାବ ଉପରେ ଆଲୋଚନା ପାଇଁ ପ୍ରସ୍ତାବ ରଖାଯାଇଛି। ଓଡିଶା…

ଭୁବନେଶ୍ୱର ବିମାନ ବନ୍ଦରରେ ଏସଓପି

ଭୁବନେଶ୍ବର: କରୋନାର ଦ୍ବିତୀୟ ସଂକ୍ରମଣକୁ ଦୃଷ‌୍ଟିରେ ରଖି ରାଜ୍ୟସରକାରଙ୍କ ପକ୍ଷରୁ ସତର୍କତା ଜାରି କରାଯାଇଛି। ବିଦେଶ ଫେରନ୍ତାଙ୍କ ପାଇଁ ଭୁବନେଶ୍ୱର ବିମାନବନ୍ଦରରେ ନୂଆ ଏସଓପି ଜାରି କରାଯାଇଛି। ବିଦେଶ ଫେରନ୍ତାଙ୍କ ଯାତ୍ରୀଙ୍କ ସଂପର୍କରେ ସୂଚନା ପାଇଁ ସମସ୍ତ ବିମାନ ସେବା ପ୍ରଦାନ କାରୀ ସଂସ୍ଥାକୁ…

କରୋନା: ରାଜ୍ୟରେ ୩ ସଂକ୍ରମିତଙ୍କ ମୃତ୍ୟୁ

ଭୁବନେଶ୍ବର: ଦୀର୍ଘ ନଅ ମାସ ପରେ ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି। ୨୪ ଘଣ୍ଟା ମଧ୍ୟରେ ୩୬୪ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩ ଜଣଙ୍କର ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୮୪୬କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର…

ବଜ୍ରକାପ୍ତା ରାର୍କେଟର ପର୍ଦ୍ଦାଫାଶ: ୧…

କଟକ: ଆଜି ବଜ୍ରକାପ୍ତା ଚୋରା ଚାଲାଣ ରାର୍କେଟର ପର୍ଦ୍ଦାଫାଶ ହୋଇଥିବା ଜଣାପଡିଛି। ବଜ୍ରକାପ୍ତା ବିକ୍ରି କରିବାକୁ ଡିଲ୍‍ ଚାଲିଥିବା ବେଳେ ସମ୍ପୃକ୍ତ ଘଟଣାରେ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି। କଟକ ବିରିବାଟୀ ଅଞ୍ଚଳର ଏହି ଘଟଣା। ଉକ୍ତ ଅଞ୍ଚଳରୁ ଏକ ଜୀବନ୍ତ ବଜ୍ରକାପ୍ତା ଜବତ ହୋଇଛି। ବଜ୍ରକାପ୍ତା ଜବତ…

କରୋନ: ରାଜ୍ୟରେ ଚିହ୍ନଟ ହେଲେ ୩୬୪…

ଭୁବନେଶ୍ବର: ଦୀର୍ଘ ନଅ ମାସ ପରେ ରାଜ୍ୟରେ ହ୍ରାସ ପାଉଛି କରୋନା ସଂକ୍ରମଣ। ଗତ ୨୪ ଘଣ୍ଟା ମଧ୍ୟରେ ୩୬୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୨୭୨୭୯ରେ ପହଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା…

କାନ୍ଥରେ ଝଟକୁଛି ଓଡ଼ିଶାର କଳା ଓ…

ଯାଜପୁର: ନୂଆ ବୋହୁ ପରି ସଜେଇ ହୋଇଛି ଯାଜପୁର ଜିଲ୍ଲା ବ୍ୟାସନଗର ସହର। କାନ୍ଥରେ ଅଙ୍କାଯାଇଛି ଅନେକ ସୁନ୍ଦର ଚିତ୍ର। କେଉଁଠି ମହାପୁରୁଷଙ୍କ ଛବି ତ ଆଉ କଉଁଠି ଓଡ଼ିଶାର କଳା ସଂସ୍କୃତି, ସ୍ଥାପତ୍ୟ ଓ ଐତିହ୍ୟର ଗାଥା କହୁଛି କାନ୍ଥର ଚିତ୍ର। ସବୁଠାରୁ ବଡ଼ କଥା ହେଉଛି ଏହି ଚିତ୍ରକଳାରେ ସ୍ୱଚ୍ଛତା ଓ…

ଶ୍ରୀମନ୍ଦିର ଖୋଲୁ ଖୋଲୁ ଦୌଡ଼ିଲେ ବିହ୍ୱଳ…

ପୁରୀ: ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଶେଷରେ ଖୋଲିଛି ଶ୍ରୀମନ୍ଦିର। ଆଜିଠାରୁ ପୁରୀରେ ଆରମ୍ଭ ହୋଇଛି କାଳିଆ ଦର୍ଶନ। ପୁରୀ ନିବାସୀଙ୍କ ପାଇଁ ମନ୍ଦିର ଖୋଲାଯାଇଛି। ପ୍ରଥମ ସେବାୟତଙ୍କ ପରିବାର ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି। ହେଲେ ଏହାରି ଭିତରେ ଆସିଛି ଆଉ ଏକ ଖବର। ଯେତେବେଳେ ଆଜି ଭୋର୍ ରୁ…

ଶୀତରେ ଥରୁଛି ଓଡ଼ିଶା

ଭୁବନେଶ୍ବର: ଶୀତରେ ଥରହର ସାରା ଓଡ଼ିଶା। ଶୀତର ପ୍ରକୋପ ଏମିତି ଯେ ଚଳିତବର୍ଷ ପ୍ରଥମ ତୁଷାରପାତ ହୋଇଛି ଓଡ଼ିଶାରରେ। ଏହା ସହିତ କନ୍ଧମାଳ ଜିଲ୍ଲାରେ ପ୍ରବଳ ଥଣ୍ଡା ସାଙ୍ଗକୁ ତୁଷାରପାତ ହେଉଛି। ଲଗାତର ଦ୍ୱିତୀୟ ଦିନ ପାଇଁ ଆଜି ପୁଣି ତୁଷାରପାତ ହୋଇଛି। ତାପମାତ୍ରା ଦିନକୁ ଦିନ ହ୍ରାସ ପାଉଥିବା ବେଳେ କିଛି…

ସ୍ବାମୀକୁ ମାରି ଘର ପଛ ପଟେ ପୋଡ଼ି…

ବାଲିପାଟଣା: ସାମାନ୍ୟ ଝଗଡ଼ାରୁ ସ୍ୱାମୀଙ୍କ ଜୀବନ ନେଇଗଲା ସ୍ତ୍ରୀ। ସ୍ବାମୀଙ୍କୁ ହତ୍ୟା କରି ପୋଡ଼ିଦେଇଛି ସ୍ତ୍ରୀ। ତିନିମାସ ପରେ ଅଧାପୋଡା ଖପୁରି ଏବଂ ହାଡ଼ ମିଳିଛି ଘର ବାରି ପଟୁ। ଏଭଳି ଏକ ଲୋମଟାଙ୍କୁର ଘଟଣା ଘଟିଛି ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ବନମାଳିପୁର ଗ୍ରାମରେ। ପ୍ରକାଶ ଯେ, ବନମାଳିପୁର…