Odisha Link
Bridging the Missing Links in Odisha
Daily Archives

December 23, 2020

ଚିହ୍ନଟ ହେଲେଣି ୨୦ ବ୍ରିଟେନ ଫେରନ୍ତା,…

ନୂଆଦିଲ୍ଲୀ: ପୁଣି ଲୋକମାନଙ୍କ ମନରେ ଭୟ ସୃଷ୍ଟି କଲାଣି କରୋନାର ଦ୍ବିତୀୟ ଷ୍ଟ୍ରେନ୍। ବ୍ରିଟେନରେ କରୋନା ଭାଇରସ ନୂଆ ଷ୍ଟ୍ରେନକୁ ନେଇ ସାରା ବିଶ୍ୱରେ ଆତଙ୍କ ଖେଳିଯାଇଛି। ଭୂତାଣୁର ନୂଆ ପ୍ରକାରକୁ ନେଇ ସୂଚନା ମିଳିବା ପରଠାରୁ ଭାରତ ସମେତ ୨୦ରୁ ଅଧିକ ଦେଶ ବ୍ରିଟେନ ସହ ବିମାନ ଯୋଗାଯୋଗ ବିଛିନ୍ନ…

ଏଟିଏମ ଭାଙ୍ଗି ଟଙ୍କା ଲୁଟ

ବାଲେଶ୍ୱର: ବାଲେଶ୍ୱର ଜିଲା ଅନ୍ତର୍ଗତ ବସ୍ତା ଜାମଶୁଳି ଛକସ୍ଥିତ ଏଟିଏମରୁ ଦୁର୍ବୃତ୍ତମାନେ ଟଙ୍କା ଲୁଟ କରିଥିବା ନେଇ ଆଜି ଅଭିଯୋଗ ହୋଇଛି। ଜାମଶୁଳି ଛକସ୍ଥିତ ଟାଟା ଇଣ୍ଡିକ୍ୟାସ ଏଟିଏମ ଭାଙ୍ଗି ଦୁର୍ବୃତ୍ତମାନେ ଟଙ୍କା ଲୁଟ କରିଛନ୍ତି। କେତେ ଟଙ୍କା ଲୁଟ ହୋଇଛି ସେନେଇ କୌଣସି ସ୍ପଷ୍ଟ ସୂଚନା…

ଆଜି ଚାନ୍ଦିପୁରରେ ହେବ ମିଜାଇଲ ପରୀକ୍ଷଣ

ବାଲେଶ୍ୱର: ଆଜି ଚାନ୍ଦିପୁର ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନର ପରୀକ୍ଷଣ କେନ୍ଦ୍ରରୁ ଏକ ଉନ୍ନତ ମାନର ମିଜାଇଲ ପରୀକ୍ଷା କରାଯିବ। ଏଥିପାଇଁ ଡିଆରଡିଓର ପରୀକ୍ଷଣ କେନ୍ଦ୍ରଠାରୁ ଅଢେଇ କିଲୋମିଟର ଦୂରତା ମଧ୍ୟରେ ଥିବା ୪ଟି ପଞ୍ଚାୟତର ୬ଖଣ୍ଡ ଗାଁର ଲୋକଙ୍କୁ ଅସ୍ଥାୟୀ ଭାବେ ବିସ୍ଥାପିତ କରାଯାଉଛି । ୪ଟି…

ଖୋଲିଲା ଶ୍ରୀମନ୍ଦିର, ବେଳାଭୂମିରେ…

ପୁରୀ: ଆଜି ଖୋଲିଲା ଶ୍ରୀମନ୍ଦିର। ଦୀର୍ଘ ୯ ମାସ ପରେ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ଭକ୍ତ। ଏହି ପରିପ୍ରେକ୍ଷୀରେ ପୁରୀ ବେଳାଭୂମିରେ ବାଲୁକା କଳା ନିର୍ମାଣ କରିଛନ୍ତି ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ଶ୍ରଦ୍ଧାଳୁ ମାନେ କରୋନା କଟକଣାକୁ ପାଳନ କରି ଏହି ଖୁସିର ମୁହୂର୍ତ୍ତକୁ ଉପଭୋଗ…

୯ମାସ ପରେ ଖୋଲିଲା ଶ୍ରୀମନ୍ଦିର

ପୁରୀ: ସବୁ ଅପେକ୍ଷାରେ ଅନ୍ତ ଘଟିଛି ଦୀର୍ଘ ୯ ମାସ ପରେ ଖୋଲିଛି ଶ୍ରୀମନ୍ଦିର। ବହୁ ଦିନର ପ୍ରତୀକ୍ଷା ପରେ ଆଜିଠୁ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ପ୍ରଥମେ ସେବାୟତ ପରିବାର ଦର୍ଶନ କରିବାର ସୁଯୋଗ ପାଇବେ। ସୂଚନାଯୋଗ୍ୟ ଯେ, ସକାଳ ୭ଟା ୩୦ରୁ ପହୁଡ଼ ପର୍ଯ୍ୟନ୍ତ ମିଳିବ ମହାବାହୁଙ୍କ ଦର୍ଶନ।…