Odisha Link
Bridging the Missing Links in Odisha
Daily Archives

December 25, 2020

ମହାପ୍ରଭୁଙ୍କ ଦର୍ଶନ କଲେ ନୂଆ ମୁଖ୍ୟ…

ପୁରୀ: ବରିଷ୍ଠ ଆଇଏଏସ୍‌ ଅଫିସର ସୁରେଶ ମହାପାତ୍ର ମୁଖ୍ୟ ଶାସନ ସଚିବ ପଦକୁ ପଦୋନ୍ନତି ପରେ ଆଜି ପୁରୀ ଯାଇ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବା ସହିତ ଆଶୀର୍ବାଦ ଭିକ୍ଷା କରିଛନ୍ତି। ତାଙ୍କୁ ପୁରୀ ଜିଲ୍ଲା ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବାଗତ କରାଯାଇଥିଲା। ଶ୍ରୀମନ୍ଦିର ପ୍ରଶାସନର ପ୍ରଥମ ମୁଖ୍ୟ…

ସବୁ ସମୟରେ ଲୋକଙ୍କୁ ସହଯୋଗର ହାତ…

ଭୁବନେଶ୍ବର: କୋଭିଡ ଭୟ ସାଙ୍ଗକୁ ଥଣ୍ଡାର ପ୍ରକୋପରେ ବିଚରା ସାଧାରଣ ଲୋକଙ୍କ ଜୀବନ ଦୁର୍ବିସହ ହୋଇପଡିଛି। ଏଭଳି କିଛି ସମାଜର ମୁଖ୍ୟ ସ୍ରୋତଠାରୁ ଢେର ଦୂରରେ ଥିବା ଲୋକଙ୍କ ନିକଟରେ ପହଞ୍ଚି ତାଙ୍କୁ ସହଯୋଗର ହାତ ବଢ଼ାଇଛି ସୁଯୋଗ ଫାଉଣ୍ଡେସନ। ଖ୍ରୀଷ୍ଟମାସ ଅବସରରେ ସ୍ୱତନ୍ତ୍ର ଭାବେ ଏଭଳି ଲୋକଙ୍କ ସହ…

ନୂଆବର୍ଷ‌‌ରେ ରାଜ୍ୟ ପ୍ରଶାସନର ନୂଆ…

ଭୁବନେଶ୍ବର: ବରିଷ୍ଠ ଆଇଏଏସ୍ ଅଫିସର ସୁରେଶ ମହାପାତ୍ର ନୂଆ ମୁଖ୍ୟ ଶାସନ ସଚିବ ହୋଇଛନ୍ତି। ୨୦୨୧ ପହିଲାରୁ ରାଜ୍ୟ ପ୍ରଶାସନର ନୂତନ ପୁରୋଧା ସାଜିବେ ବରିଷ୍ଠ ଆଇଏଏସ୍ ଅଧିକାରୀ ସୁରେଶ ଚନ୍ଦ୍ର ମହାପାତ୍ର। ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ ଭାବେ ନୂଆ ବର୍ଷରେ ଦାୟିତ୍ବ ଗ୍ରହଣ କରିବେ ସେ। ପ୍ରଶାସନିକ…

କରୋନା: ରାଜ୍ୟରୁ ସୁସ୍ଥ ହେଲେ ୪୦୬…

ଭୁବନେଶ୍ୱର: ଦୀର୍ଘ ନଅ ମାସ ପରେ ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି। ଆଜି ରାଜ୍ୟରେ କରୋନାରୁ ୪୦୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୩ ହଜାର ୩୭୮କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…

କେନ୍ଦ୍ରସରକାରଙ୍କ ଯୋଜନାକୁ ଲୋକଙ୍କ…

ଭୂବନେଶ୍ୱର: ରାଜ୍ୟ ସରକାର ପ୍ରଥମେ ପିଏମ କିଷାନ ନିଧି ସମ୍ମାନ ଯୋଜନାରେ ସାମିଲ ହେବା ପଇଁ ୩୮ ଲକ୍ଷ ଚାଷୀ ହିତାଧିକାରୀ ତାଲିକା କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିଥିଲେ। ବର୍ତମାନ ଏହା ହ୍ରାସ ପାଇ ୨୦ ଲକ୍ଷରେ କାହିଁକି ପହଞ୍ଚିଛି ବୋଲି ପ୍ରଶ୍ନ କରିବା ସହ ଏହାର ଜବାବ୍ ରାଜ୍ୟ ସରକାର ରଖିବାକୁ ରାଜ୍ୟ…

କାଲିଠୁ ଶ୍ରୀଜିଉଙ୍କୁ ଦର୍ଶନ କରିବେ ପୁରୀ…

ପୁରୀ: ସେବାୟତ ଓ ସେବାୟତଙ୍କ ପରିବାର ଦର୍ଶନ ପରେ ଆସନ୍ତାକାଲିଠୁ ଶ୍ରୀଜିଉଙ୍କୁ ଦର୍ଶନ କରିବେ ସମସ୍ତ ପୁରୀ ଜିଲ୍ଲା ବାସୀ। ଏସ୍‌ଓପି ଅନୁଯାୟୀ ଦର୍ଶନ ବ୍ୟବସ୍ଥା ନେଇ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଶୀମନ୍ଦିର ଓ ଭକ୍ତଙ୍କ ସୁରକ୍ଷା ବ୍ୟବସ୍ଥା ନେଇ କେନ୍ଦ୍ରାଞ୍ଚଳ ଡିଆଇଜି ସମୀକ୍ଷା…

ବ୍ରିଟେନ ଫେରାନ୍ତା ଶିଶୁ ପଜିଟିଭ ଚିହ୍ନଟ

ଭୁବନେଶ୍ବର: ବ୍ରିଟେନରୁ ଓଡ଼ିଶା ଫେରିଥିବା ୪୩ଜଣ ଯାତ୍ରୀଙ୍କ ବିବରଣୀ ଗତକାଲି ଦେଇଥିଲା ସ୍ବାସ୍ଥ୍ୟ ବିଭାଗ। ବିଭାଗ ପକ୍ଷରୁ ଦିଆଯାଇଥିବା ବିବରଣୀରେ ୪୩ଜଣଙ୍କ ମଧ୍ୟରୁ ଭୁବନେଶ୍ବରରୁ ୨୧ଜଣ ଯାତ୍ରୀ ରହିଥିଲେ। ଏ‌ବେ ୨୧ଜଣଙ୍କ ମଧ୍ୟରୁ ଜଣେ ୪ବର୍ଷୀୟ ଶିଶୁକନ୍ୟା କରୋନା ଆକ୍ରାନ୍ତ ହୋଇଛନ୍ତି।…

ଜାନୁଆରୀ ୧ରୁ ବାଧ୍ୟତାମୂଳକ ହେବ ଫାଷ୍…

ନୂଆଦିଲ୍ଲୀ: ନୂଆ ବର୍ଷରୁ ଦେଶର ସମସ୍ତ ଯାନବାହନ ପାଇଁ ଫାଷ୍ ଟାଗ ବାଧ୍ୟତାମୂଳକ ହେବ। ଏନେଇ ଆଜି ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀ କହିଛନ୍ତି। ଭର୍ଚୁଆଲ୍ ମିଡିଆ ମାଧ୍ୟମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶ୍ରୀ ଗଡକରୀ କହିଛନ୍ତି ଯେ ଫାଷ୍ ଟାଗ ଆସନ୍ତା ବର୍ଷ ଜାନୁୟାରୀ ୧ରୁ କାର୍ଯ୍ୟକାରୀ…

ବାପା ଓ ମାଆଙ୍କୁ ନୃଶଂସ ଭାବେ ହତ୍ୟା କଲା…

ଭୁବନେଶ୍ବର: ବାପା ଓ ମାଆଙ୍କୁ ଶିଳରେ ଛେଚି ମାରିଲା ପୁଅ। ଏମିତି ଏକ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ଥାନା ବିଶିପୁର ଗାଁରେ। ଏନେଇ ବିଶ୍ରା ଥାନାରେ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ ଅଭିଯୁକ୍ତ ପୁଅ ଜୟସିଂ ସିଂକୁ ଗିରଫ କରିଛି। ଏ ନେଇ ସୂଚନା ଦେଇଛନ୍ତି ଡିଏସ୍‌ପି ଅସୀମ ପଣ୍ଡା। ପ୍ରକାଶ…

ଓଡ଼ିଶାର ସମସ୍ତ ଯୋଗ୍ୟଚାଷୀଙ୍କୁ ମିଳିବ…

ଜଗତସିଂହପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡ଼ିଶା ସମେତ ଭାରତବର୍ଷର ୯ ଲକ୍ଷ ଚାଷୀଙ୍କ ବ୍ୟାଙ୍କ୍ ଖାତାକୁ ୧୮ ହଜାର କୋଟି ଟଙ୍କା ପଠାଇ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳବିହାରୀ ବାଜପେୟୀଙ୍କ ଭଳି ସୁଶାସନର ପରିଚୟ ଦେଇଛନ୍ତି। ଓଡ଼ିଶା ସରକାର ପଠାଉଥିବା ସମସ୍ତ ଯୋଗ୍ୟଚାଷୀଙ୍କୁ…