ଏସସିବି ମେଡ଼ିସିନ ବିଭାଗରେ ଅଗ୍ନିକାଣ୍ଡ

କଟକ: ଏସସିବି ମେଡ଼ିକାଲର ଟେଲି ମେଡିସିନ୍ ବିଭାଗରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ସର୍ଭର ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ବିଭାଗୀୟ ଅଗ୍ନିଶମ ବାହିନୀ ଦ୍ୱାରା ନିଆଁକୁ ଆୟତ୍ତ କରାଯାଇଛି। କିନ୍ତୁ ଏହି ଅଗ୍ନିକାଣ୍ଡରେ କେତେ ପରିମାଣର କ୍ଷୟକ୍ଷତି ହୋଇଛି ତାହା ଜଣା ପଡ଼ିନାହିଁ।
Comments are closed.