ଓଡ଼ିଶା ଆଖି ବୁଜିଲେ ଆଉ ୪ କରୋନା ଆକ୍ରାନ୍ତ ଭୁବନେଶ୍ବର : ରାଜ୍ୟରେ ଆଖି ବୁଜିଲେ ଆଉ ୪ ଜଣଙ୍କର ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୮୫୭କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।…
ଓଡ଼ିଶା ରାଜ୍ୟରେ କରୋନା : ୩୩୪ କରୋନା ପଜିଟିଭ୍… ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୩୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୨୮୨୦୧ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ…
ଓଡ଼ିଶା ଶୀତରେ ଥରୁଛି ଓଡ଼ିଶା, ୧୦ ଡ଼ିଗ୍ରୀ ତଳେ… ଭୁବନେଶ୍ୱର: ରାଜ୍ୟରେ ଶୀତର ପ୍ରକୋପ ବଢ଼ିିବାରେ ଲାଗିଛି। ୧୦ ଡିଗ୍ରୀ ତଳେ ରହିଛି ୯ଟି ସହରର ତାପମାତ୍ରା। ଫୁଲବାଣୀ ରାଜ୍ୟର ସବୁଠାରୁ ଥଣ୍ଡା ସହର ହୋଇଥିବାରୁ ଏହାର ତାପମାତ୍ରା ୫.୫ ଡିଗ୍ରୀ ରହିଛି। ସେହିପରି ଦାରିଙ୍ଗବାଡିରେ ୬, କୋରାପୁଟରେ ୮.୨, ସୁନ୍ଦରଗଡ ଓ ଝାରସୁଗୁଡାରେ ୮.୫, ଭବାନୀପାଟଣାରେ ୯,…
କ୍ରୀଡ଼ା ବକ୍ସିଂ ଡେ ଟେଷ୍ଟ: ଟିମ୍ ଇଣ୍ଡିଆର… ମେଲବର୍ଣ୍ଣ: ବକ୍ସିଂ ଡେ ଟେଷ୍ଟର ପ୍ରଥମ ଦିନରେ ଦମଦାର ପ୍ରଦର୍ଶନ କରିଛନ୍ତି ଟିମ୍ ଇଣ୍ଡିଆର ଖେଳାଳି। ଟିମ୍ ଇଣ୍ଡିଆର ଶାଣିତ ବୋଲିଂ ଆଗରେ ହାର ମାନିଛି କଙ୍ଗାରୁ ବାହିନୀ। ବୁମରା , ଅଶ୍ବିନୀ ଓ ସିରାଜଙ୍କ ଦମଦାର ବୋଲିଂ ବଳରେ ଅଷ୍ଟ୍ରେଲିଆକୁ ୧୯୫ରନରେ ଅଲଆଉଟ୍ କରିଛନ୍ତି। ବକ୍ସିଂ ଡେ ଟେଷ୍ଟରେ…
PEN IN BOOKS ୬ ମାସରେ କବିତା ବହିର ଦ୍ବିତୀୟ ସଂସ୍କରଣ,… ଭୁବନେଶ୍ବର: ପେନ୍ ଇନ୍ ବୁକ୍ସ ପକ୍ଷରୁ ପ୍ରକାଶିତ କବି, ସମାଜସେବୀ ଓ ମଡେଲ କଳ୍ପାଶା ଅଙ୍କିତା ଶ'ଙ୍କ ଇଂରାଜୀ କବିତା ପୁସ୍ତକ "ଏ ଲଷ୍ଟ୍ ହେଭେନ୍" ବ୍ୟାପକ ପାଠକୀୟ ଶ୍ରଦ୍ଧା ଲାଭ କରିଛି। ମାତ୍ର ୬ ମାସ ମଧ୍ୟରେ ବହିର ପ୍ରଥମ ସଂସ୍କରଣ ବିକ୍ରି ଶେଷ ହୋଇଥିବା ବେଳେ ନିକଟରେ ଦ୍ବିତୀୟ ସଂସ୍କରଣ ପ୍ରକାଶ…
ଓଡ଼ିଶା ଆଜି ବିଜୁ ଜନତା ଦଳର ୨୪ତମ ପ୍ରତିଷ୍ଠା… ଭୁବନେଶ୍ୱର: ଆଜି ବିଜୁ ଜନତା ଦଳର ୨୪ତମ ପ୍ରତିଷ୍ଠା ଦିବସ। ୧୯୯୭ ମସିହା ଆଜିର ଦିନରେ ପ୍ରତିଷ୍ଠା ହୋଇଥିଲା ବିଜୁ ଜନତା ଦଳ। ରାଜ୍ୟର ସମସ୍ତ ବିଧାନସଭା ନିର୍ବାଚନମଣ୍ଡଳୀରେ ମଧ୍ୟ ପ୍ରତିଷ୍ଠା ଦିବସ ପାଳନ କରାଯାଉଛି। କୋଭିଡ କଟକଣା ଭିତରେ ବିଜେଡି ତାର ପ୍ରତିଷ୍ଠା ଦିବସ ପାଳନ କରୁଛି। ଦଳ ପକ୍ଷରୁ ସକାଳେ…
ଖବର କରୋନା ଟିକା ନେଲେ ସାଉଦି ପ୍ରିନ୍ସ ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍ ସାରା ବିଶ୍ବବାସୀଙ୍କୁ ହନ୍ତସନ୍ତ କରି ସାରିଲାଣି। ଏସବୁ ମଧ୍ୟରେ ବିଶ୍ବର କିଛି ଦେଶରେ କରୋନାର ନୂଆ ଷ୍ଟ୍ରେନ୍ ଦେଖିବାକୁ ମଧ୍ୟ ମିଳିଛି। ଯାହାକୁ ନେଇ ଚିନ୍ତିତ ବିଶ୍ବବାସୀ। ଅପରପକ୍ଷେ ସାଉଦି ଆରବର କ୍ରାଉନ୍ ପ୍ରିନ୍ସ ବିନ୍ ସଲମାନ୍ କରୋନା ଟିକାର ପ୍ରଥମ…
ଅପରାଧ ବନ୍ଧୁକ ମୁନରେ ଲୁଟିଲେ ୪୦ ଭରି ସୁନା କୋକସରା: ବନ୍ଧୁକ ମୁନରେ ଲୁଟିନେଲେ ୪୦ ଭରି ସୁନା । ଏହି ଘଟଣାଟି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମୋଟେର ଗାଁର ଯଯାତି ପଟ୍ଟଯୋଶୀ ଘରେ ଘଟିଛି। ଗତ କାଲି ରାତିରେ ଏହି ଘଟଣାଟି ଘଟିଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ଲୁଟେରାମାନେ ରାତି ପ୍ରାୟ ଗୋଟାଏ ବେଳେ ୫ରୁ ୭ ଜଣ ମୁଖା ପିନ୍ଧା ଲୁଟେରା…
ଖବର ଦେଶରେ ୨୨ ହଜାର ୨୭୨ କରୋନା ଆକ୍ରାନ୍ତ… ଭୁବନେଶ୍ୱର: ଦେଶରେ ୨୪ ଘଣ୍ଟାରେ ୨୨ ହଜାର ୨୭୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ୧ କୋଟି ୧ ଲକ୍ଷ ୬୯ ହଜାର ୧୧୮କୁ ବୃଦ୍ଧି ପାଇଛି। କରୋନା ଆକ୍ରାନ୍ତରେ ୨୫୧ ଜଣଙ୍କର ମୃତ୍ୟୁ ଘଟିଛି। ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୭ ହଜାର ୩୪୩କୁ ବୃଦ୍ଧି ପାଇଛି । ଦେଶରେ ମୋଟ ଆକ୍ଟିଭ କେସ ୨…
କ୍ରୀଡ଼ା ଟେଷ୍ଟ କ୍ରିକେଟରେ ଭାରତ-ଅଷ୍ଟ୍ରେଲିଆର… ମେଲବର୍ଣ୍ଣ: ଶନିବାରଠୁ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଉଛି ଐତିହାସିକ ବକ୍ସିଂ ଡେ ଟେଷ୍ଟ। ଟିମ୍ ଇଣ୍ଡିଆ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଛି ଏହି ଟେଷ୍ଟ। ବକ୍ସିଂ ଡେ ଟେଷ୍ଟରେ ଅଷ୍ଟ୍ରେଲିଆ ଦଳ ପ୍ରଥମେ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଖବର ଲେଖା ହେବା ସୁଦ୍ଧା…