ରାଜ୍ୟରେ ଆଉ ୩୨୪ କରୋନା ଆକ୍ରାନ୍ତ ସୁସ୍ଥ
ଭୁବନେଶ୍ବର : ରାଜ୍ୟରେ ଆଉ ୩୨୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିସହିତ ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୨୪ ହଜାର ୩୯୨କୁ ବୃଦ୍ଧି ପାଇଛି ।ଏହା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
Another 324 Covid patients have recovered and are being discharged on 28.12.2020
34 from Khordha
31 from Sundargarh
26 from Baleswar
25 from Sambalpur
22 from Mayurbhanj
22 from Puri
20 from Anugul
17 from Bargarh
17 from Cuttack
11 from Nuapada
10 from Jajapur— H & FW Dept Odisha (@HFWOdisha) December 28, 2020
Comments are closed.