ମାସ ଶେଷ ସୁଦ୍ଧା ମିଳିବ ଟିକା
ଭୁବନେଶ୍ୱର : ଓଡ଼ିଶାକୁ ଜାନୁଆରୀ ଶେଷ ସୁଦ୍ଧା ଆସିପାରେ କରୋନା ଟିକା। ଏହା ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ କହିଛନ୍ତି । ସେ କହିଛନ୍ତି, ଜାନୁଆରୀ ମାସ ୩୦ ତାରିଖ ସୁଦ୍ଧା ଟିକା ଆସିଯିବ ବୋଲି ବିଶ୍ୱାସ କରାଯାଉଛି।
ପ୍ରଥମେ କରୋନା ଯୋଦ୍ଧାମାନଙ୍କୁ ଟିକା ଦିଆଯିବ। ତା’ପରେ ବୟସ୍କମାନଙ୍କୁ ଦେବା ପାଇଁ…