Odisha Link
Bridging the Missing Links in Odisha
Daily Archives

January 6, 2021

ମାହାଙ୍ଗା ଡବଲ ମର୍ଡ଼ର ଘଟଣା: ଆଉ ଜଣେ…

ନିଶ୍ଚିନ୍ତକୋଇଲି: ମାହାଙ୍ଗା ଡବଲ ମର୍ଡର ଘଟଣାରେ ଆଉ ଜଣେ ଅଭିଯୁକ୍ତ ଗିରଫ ହୋଇଛି। ଏନେଇ ଅଭିଯୁକ୍ତକୁ ଗିରଫ କଲା କଟକ ଗ୍ରାମଞ୍ଚଳ ପୋଲିସ। ଏହି ଘଟଣାରେ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୫କୁ ବୃଦ୍ଧି ପାଇଛି। ପ୍ରକାଶ ଯେ, ପୂର୍ବରୁ ଗ୍ରାମାଞ୍ଚଳ ପୋଲିସ ୪ ଜଣଙ୍କୁ ଗିରଫ କରିଥିଲା। ସୋମବାର ବିଳମ୍ବିତ…

ଭିତରକନିକା ଜାତୀୟ ଉଦ୍ୟାନରେ ପକ୍ଷୀ ଗଣନା…

କେନ୍ଦ୍ରାପଡ଼ା: ବିଶ୍ବପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ଦେଶୀୟ ଓ ବିଦାଶାଗତ ପକ୍ଷୀମାନଙ୍କର ଗଣନା ଆରମ୍ଭ ହୋଇଛି। ଏହି ଗଣନା ସକାଳ ୫.୩୦ ରୁ ଆରମ୍ଭ ହୋଇ ଦିନ ୧୨ ପର୍ଯ୍ୟନ୍ତ ଚାଲିବ । ଏନେଇ ପାଞ୍ଚଟି ରେଞ୍ଜରେ ୧୬ ଟିମ ନିୟୋଜିତ ହୋଇଛନ୍ତି। ପ୍ରତି ଟି ଟିମ୍‌ରେ ୫ ଜଣ ଲେଖାଏଁ ସଦସ୍ୟ ରହିବାକୁ…

କଟକରୁ ନକଲି ଚା’ ପତି ଜବତ

କଟକ: କିଛି ଦିନ ହେବ କଟକରୁ ନକଲି ଓ ଅପମିଶ୍ରିତ ଖାଦ୍ୟ ସାମଗ୍ରୀର କାରଖାନା ଜବତ କରାଯାଇଛି। ଆଜି ପୁଣି ସହରର ଏକ ଅପମିଶ୍ରିତ ଚା’ ଗୋଦାମ ଠାବ କରିଛି ପୋଲିସ। ସହରର ମୁକାମେଶ୍ୱର ଗାଁରୁ ଏକ ଚା’ ଗୋଦାମ ଠାବ ହୋଇଛି। ସଦର ପୋଲିସ ଏଠାରେ ଚଢାଉ କରି ବିପୁଳ ପରିମାଣର ଅପମିଶ୍ରିତ ସାମଗ୍ରୀ ଜବତ କରିଛି।…