ଦୁଇ ଟନ ଗଞ୍ଜେଇ ଜବତ କଲା ଏସ୍ଟିଏଫ୍

ରାୟଗଡ଼ା: ଚାଲାଣ ବେଳେ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଜବତ ହୋଇଛି। ରାୟଗଡ଼ା ମୁନିଗୁଡ଼ାରୁ ୨ ଟନ ଗଞ୍ଜେଇ ଜବତ ହୋଇଛି। ଏକ ୧୨ ଚକିଆ ଟ୍ରକରେ ଗଞ୍ଜେଇ ଚାଲଣ ହେଉଥିଲା। ଏସ୍ଟିଏଫ୍କୁ ଦେଖି ଚମ୍ପଟ ମାରିଲେ ଡ୍ରାଇଭର ଓ ହେଲପର। କୌଣସି ସୂତ୍ରରୁ କ୍ରାଇମବ୍ରାଞ୍ଚ ଖବର ପାଇ ରେଡ କରିଥିଲା। ଗଞ୍ଜେଇ ଜବତ କଲା କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍। ରାୟଗଡ଼ାରୁ ବୌଦ୍ଧ କଣ୍ଟାମାଳକୁ ଚାଲଣ ହେଉଥିଲା।
Comments are closed.