ଅବହେଳା ଯୋଗୁଁ ବନ୍ଦ ହେଲା ୫ ହାଇସ୍କୁଲର…
କେନ୍ଦୁଝର: କାର୍ଯ୍ୟରେ ଅବହେଳା ଯୋଗୁଁ ବନ୍ଦ ହେଲା ୫ ହାଇସ୍କୁଲର କର୍ମଚାରୀଙ୍କ ଦରମା। ଏମିତି ଏକ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକର। ବ୍ଲକର ୫ଟି ହାଇସ୍କୁଲର ସମସ୍ତ କର୍ମଚାରୀଙ୍କ ଦରମାକୁ ଜିଲ୍ଲା ଶିକ୍ଷାଧିକାରୀ ସଂଗ୍ରାମ ସାହୁ ବନ୍ଦ କରିଛନ୍ତି। ଉକ୍ତ ହାଇସ୍କୁଲ ଗୁଡିକ ହେଲା ଜମୁନାପଶିର…