ଫେରିଲା କରୋନା: ଆଠଗଡ଼ରେ କଣ୍ଟେନମେଣ୍ଟ ଜୋନ୍
ଆଠଗଡ଼: ପୁଣି ଫେରିଲା କରୋନା କାୟା। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଣ୍ଟେନମେଣ୍ଟ ଜୋନ୍ ଘୋଷଣା। ଆଠଗଡ଼ ବ୍ଲକ୍ ଖଣ୍ଡୁଆଳରେ ୧୬ ଜଣ ବ୍ୟକ୍ତି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଫଳରେ ୭ ଦିନ ପାଇଁ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ଆଠଗଡ଼ ଉପଜିଲ୍ଲାପାଳ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛନ୍ତି।
Comments are closed.