Odisha Link
Bridging the Missing Links in Odisha
Daily Archives

January 8, 2021

୨୬/ ୧୧ ମୁମ୍ବାଇ ଆକ୍ରମଣର…

ନୂଆଦିଲ୍ଲୀ: ୨୬/ ୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡକୁ ୧୫ ବର୍ଷ ଜେଲଦଣ୍ଡ। ଆତଙ୍କବାଦୀ ଜକିଉର ରେହମାନ ଲଖଭିକୁ ମିଳିଛି ଏହି ଦଣ୍ଡାଦେଶ। ଟେରର ଫଣ୍ଡିଂ ମାମଲାରେ ଜକିଉରକୁ ଆଜି ପାକିସ୍ତାନ ଲାହୋରର ଆତଙ୍କବାଦୀ ନିରୋଧୀ କୋର୍ଟ ୧୫ ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଆତଙ୍କବାଦୀ ଜକିଉର ରେହମାନ…

ବ୍ରାହ୍ମଣ ଝିଅକୁ ବିବାହ କଲେ ମିଳିବ…

କର୍ଣ୍ଣାଟକ: ବ୍ରାହ୍ମଣ ଝିଅକୁ ବିବାହ କଲେ ମିଳିବ ଟଙ୍କା। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଜଣେ ବ୍ରାହ୍ମଣ ପୁଅ ଅନ୍ୟ ଜଣେ ବ୍ରାହ୍ମଣ ଝିଅକୁ ବିବାହ କଲେ ମଳିବ ୩ ଲକ୍ଷ ଟଙ୍କା। ଏଭଳି ଏକ ଯୋଜନା ଆଣିଛନ୍ତି କର୍ଣ୍ଣାଟକ ସରକାର। କର୍ଣ୍ଣାଟକ ସରକାରଙ୍କର ବ୍ରାହ୍ମଣ ବିକାଶ ବୋର୍ଡ ତରଫରୁ ଏପରି ନିୟମ…

ରାଜଧାନୀରେ ମୋ ଖତ ବିକ୍ରୟର ଶୁଭାରମ୍ଭ

ଭୁବନେଶ୍ୱର: ଆଉ ଖତ ପାଇଁ ରାଜଧାନୀ ବାସିଙ୍କୁ ଯିବାକୁ ପଡ଼ିବନାହିଁ ଗ୍ରାମାଞ୍ଚଳକୁ। କାଣର ଏଣିକି ରାଜଧାନୀ ଭୁବନେଶ୍ୱରରେ ମିଳିବ ମୋ ଖତ। ଜୈବିକ ସାର ମୋ ଖତ ବିକ୍ରୟର ଶୁଭାରମ୍ଭ ହୋଇଛି। ଏନେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏହାର ଶୁଭରମ୍ଭ କରିଛନ୍ତି। ଭୁବନେଶ୍ବର ମହାମଗର ନିଗମ ଅଞ୍ଚଳର…

ଓଡ଼ିଶାରେ ଫେବୃଆରୀ ପ୍ରଥମ ସପ୍ତାହରେ…

ଭୁବନେଶ୍ବର: ଫେବୃଆରୀ ପ୍ରଥମ ସପ୍ତାହରେ ଟିକାକରଣ। ଟିକାକରଣ ନେଇ ଆଶା ବ୍ୟକ୍ତ କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ। ଏନେଇ ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି, ଜାନୁଆରୀ ୨ରେ ଓଡ଼ିଶା ଡ୍ରାଏରନ୍‌ କରିସାରିଥିଲା। କେନ୍ଦ୍ର ସରକାରଙ୍କର ନିର୍ଦ୍ଦେଶରେ ଆଜି ଦ୍ବିତୀୟଥର ଡ୍ରାଏରନ୍‌ କରାଯାଇଛି। ଏଥିପାଇଁ ପ୍ରତି…

ଆଜି ପୁଣି ବସିବ ସରକାର ଓ କୃଷକ ସଙ୍ଗଠନ…

ନୂଆଦିଲ୍ଲୀ: କୃଷି ବିଲ୍‌କୁ ନେଇ ଦୀର୍ଘ ଦିନ ହେବ ଆନ୍ଦୋଳନ ଲାଗିରହିଛି। ଏହାରି ମଧ୍ୟରେ ଆଜି ସରକାର ଓ କୃଷକ ସଙ୍ଗଠନ ମଧ୍ୟରେ ଅଷ୍ଟମ ପର୍ଯ୍ୟାୟ ବୈଠକ ବସିବ। ଚାଷୀ ନେତା ଓ ସରକାରଙ୍କ ମଧ୍ୟରେ ୭ଟି ପର୍ଯ୍ୟାୟରେ ଆଲୋଚନା ହୋଇଥିଲେ ମଧ୍ୟ ଏଯାଏଁ ସମାଧାନର ବାଟ ବାହାରି ନାହିଁ। ନୂଆ କୃଷି ଆଇନକୁ ପ୍ରତ୍ୟାହର…

ପ୍ରତାପ ଜେନାଙ୍କ ଗିରଫ ଦାବିରେ ଡିଜିପି…

କଟକ: ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ବିଜେପି ନେତା କୁଳମଣି ବରାଳ ଓ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା ମାମଲାରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ବିଜେପି ଜୋରଦାର ଦାବି କରିଛି। ବିଭିନ୍ନ ଥାନା ଓ ଏସ୍‌ପି ଅଫିସ୍ ଆଗରେ ବିକ୍ଷୋଭ କରିବା ପରେ ଆଜି ଡିଜିପି…

ଗୋଟିଏ ବେଦିରେ ଦୁଇ ପ୍ରେମିକାଙ୍କୁ ବାହା…

ଛତିଶଗଡ଼: ଗୋଟିଏ ବରକୁ ଦୁଇ କନିଆ। ବିବାହ ମଣ୍ଡପରେ ଜଣେ ବର ଦୁଇଜଣ ଯୁବତୀଙ୍କ ବେକରେ ବରଣମାଳା ପକେଇଛନ୍ତି। ଏହା ଆଇନ ବିରୋଧୀ ହେଲେ ବି ଯୁବକ ଜଣକ ଦୁଇ ଜଣ ଯୁବତୀଙ୍କୁ ବିବାହ କରିଛନ୍ତି। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଛତିଶଗଡ ବସ୍ତରରେ। ଚନ୍ଦୁ ନାମକ ଯୁବକ ଗୋଟିଏ ହିଁ ମଣ୍ଡପରେ ନିଜର ଦୁଇ ଜଣ…

ମୁଁ ଟିକା ନେବି, ଟିକା ନେବାରେ ସଙ୍କୋଚ…

ଭୁବନେଶ୍ୱର: ଆଜି ସାରା ଦେଶରେ ଟିକାକରଣକୁ ନେଇ ଚାଲିଛି ଡ୍ରାଏ ରନ୍। ଡ୍ରାଏ ରନକୁ ନେଇ ଡିଏମଇଟି ଡାକ୍ତର ସିବିକେ ମହାନ୍ତି ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ‘ଟିକାକରଣ ବେଳେ ଅସୁବିଧା ନହେବା ପାଇଁ ୨ୟ ଥର ଡ୍ରାଏ ରନ୍ କରୁଛୁ। ପର୍ଯ୍ୟାୟକ୍ରମେ ସମସ୍ତଙ୍କୁ ଟିକା ଦିଆଯିବ। ପ୍ରଥମ ପର୍ଯ୍ୟାୟରେ ୨୧…

ପୁଣି ସାଇବର ଠକେଇ ଆଭିଯୋଗ

ଭୁବନେଶ୍ବର: ଗତକାଲି ସାଇବର ହେଲ୍ପ ଲାଇନ୍ ନମ୍ବର ଜାରି ହୋଇଥିବା ବେଳେ ଆଜି ଭିତରେ ୨ ହଜାରରୁ ୩ ହଜାର ଫୋନ କଲ ଆସିଛି। ସେଥି ମଧ୍ୟରୁ ଭୁବନେଶ୍ୱରରୁ ଠେକଇ ହୋଇଥିବା ସଂଖ୍ୟା ୨୦। ଯେଉଁ ବ୍ୟକ୍ତିମାନେ ଠକେଇର ଶିକାର ହେଉଛନ୍ତି ସେମାନେ ସିଧାସଳଖ ଏହି ହେଲ୍ପ ଡେସ୍କକୁ ଫୋନ କରିପାରିବେ। କିନ୍ତୁ ଏହି…

ହିଂସା ତୁଳନାରେ ଦଣ୍ଡ କମ୍ ହେଉଛି:…

ଭୁବନେଶ୍ୱର: ରାଜ୍ୟରେ କ୍ରମାଗତ ଭାବେ ବଢିଚାଲିଛି ହିଂସାକାଣ୍ଡ। ଏଭଳି ଏକ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ। ସେ କହିଛନ୍ତି, ଯେଉଁ ସଂଖ୍ୟାରେ ହିଂସା ବଢୁଛି, ତାହା ତୁଳନାରେ ଦଣ୍ଡ କମ୍ ହେଉଛି। ଏଥିସହ ରାଜ୍ୟର କେଉଁଠି କେଉଁଠି ରାଜନୈତିକ ହିଂସାକାଣ୍ଡ ଘଟିଛି ତାହାର…