Odisha Link
Bridging the Missing Links in Odisha
Daily Archives

January 8, 2021

ନୂଆ ଷ୍ଟ୍ରେନ କରୋନା ଭୂତାଣୁ: ୮୨ ଜଣ…

ନୂଆଦିଲ୍ଲୀ: ଲୋକଙ୍କ ମନରେ କରୋନା ସଂକ୍ରମଣର ଭୟ ଲିଭିବା ଆଗରୁ ଦେଶରେ ବ୍ରିଟେନରୁ ଆସିଥିବା ନୂଆ ଷ୍ଟ୍ରେନ ତାର କାୟା ବିସ୍ଥାର କରିବା ଆରମ୍ଭ କଲାଣି। ନୂଆ ଷ୍ଟ୍ରେନ କରୋନା ଭୂତାଣୁରେ ୮୨ ଜଣ ଚିହ୍ନଟ ହୋଇସାରିଲେଣି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି। ଏହି ନୂଆ ଷ୍ଟ୍ରେନ…

ପ୍ରଥମ କରି ବଲିଉଡ଼ର ଏହି ଅଭିନେତ୍ରୀ…

ମୁମ୍ୱାଇ: ବଲିଉଡ଼ ଅଭିନେତ୍ରୀ ଶିଳ୍ପା ଶିରୋଦକର ପ୍ରଥମ ଅଭିନେତ୍ରୀ ଭାବେ କରୋନା ଟିକା ନେଇଛନ୍ତି। ସେ ଶେୟାର କରିଥିବା ଫଟୋରେ ତାଙ୍କ ବାମ କାନ୍ଧରେ ଟିକା ନେଇଥିବା ଦେଖିବାକୁ ମିଳିଛି। ଶିଳ୍ପା ଏହି ଟିକାକୁ ଦୁବାଇରେ ଥାଇ ନେଇଥିବା ଜଣାପଡ଼ିଛି। ଟିକା ନେବା ପରେ ସେ ୟୁଏଇ ସରକାରକୁ ଧନ୍ୟବାଦ…

ମାଓ ଓ ସୁରକ୍ଷାକର୍ମୀ ମୁହାଁ ମୁହିଁ,…

ଫୁଲବାଣୀ: ଚକାପାଦ ଥାନା ଲେଙ୍ଗେରିମୁଣ୍ଡା ଜଙ୍ଗଲରେ ମାଓ କ୍ୟାମ୍ପ ଧ୍ବସ୍ତ। ଏସ୍‌ ଓ ଜି ଓ ଡ଼ିଭିଏଫ୍‌ ର ମିଳିତ ଚଢ଼ାଉ ପରେ ମାଓ କ୍ୟାମ୍ପ ଧ୍ବସ୍ତ । ମାଓ କ୍ୟମ୍ପରୁ ସୁରକ୍ଷାକର୍ମୀଙ୍କ ଉପରକୁ ଗ୍ରେନେଡ଼ ମାଡ଼ ଓ ଗୁଳି ଚଳା ଯାଇଥିଲା । ସୁରକ୍ଷାକର୍ମୀଙ୍କ ପାଲଟା ଆକ୍ରମଣରେ ମାଓବାଦୀଙ୍କ ଛତ୍ରଭଙ୍ଗ।…

ଲଣ୍ଡନରେ ପ୍ରିୟଙ୍କା ଚୋପ୍ରାଙ୍କ ନାମରେ…

ମୁମ୍ବାଇ: ବଲିଉଡ୍‌ ଏବଂ ହଲିଉଡ୍‌ ର ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ନିଜ ଅଭିନୟର ଯାଦୁରେ ଅନେକ ଦର୍ଶକଙ୍କ ମନକୁ କିଣି ନେଇଛନ୍ତି । ସେ ଏବେ ସ୍ବାମୀ ନିକ୍ ଜୋନାସ୍‌ଙ୍କ ସହ ଲଣ୍ଡନରେ ରହୁଛନ୍ତି। ତେବେ ଲଣ୍ଡନରେ ପ୍ରିୟଙ୍କା ଚୋପ୍ରାଙ୍କ ନାମରେ ଆସିଛି ଅଭିଯୋଗ। ସେ ଲଣ୍ଡନରେ ଲକ୍‌ଡାଉନ୍‌ ନିୟମ ଭାଙ୍ଗି…

ରାଜ୍ୟର ୧୧୦ଟି ସ୍ଥାନରେ ଚାଲିଛି କୋଭିଡ…

ଭୁବନେଶ୍ବର: ରାଜ୍ୟର ୧୧୦ଟି ସ୍ଥାନାରେ କୋଭିଡ ଟିକାର ଡ୍ରାଏ ରନ୍ ଚାଲିଛି। ଏହା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ରାଜ୍ୟର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଓ ମେଡିକାଲ କଲେଜରେ ସମେତ…

ଛୁରୀ ଭୁସି ହତ୍ୟା ; ଜଣେ ମୃତ

ଜୟପୁର : କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଳକ ଶଶାହାଣ୍ଡି ୬୩ ନମ୍ବର ଜାତୀୟ ରାଜ ପଥରେ ଏକ ଅଭାବନୀୟ ଘଟଣା ଘଟିଛି। ଠୁରା ମାଡ଼ରେ ଜଣେ ବ୍ୟକ୍ତି ମୃତ୍ୟୁ ବରଣ କରିଛନ୍ତି। ମୃତକ ଜଣଙ୍କ ହେଲେ ଶଶାହାଣ୍ଡି ଗାଁର ଦଶରଥ ହରିଜନ। ସୂଚନା ଅନୁସାରେ, ବୋରିଗୁମ୍ମା ବ୍ଲକ ସସାହାଣ୍ଡି ୬୩ ନମ୍ବର ଜାତୀୟ ରାଜପଥରେ…

୩ଟି ସମିତିରେ ଅଧ୍ୟକ୍ଷତା କରିବ ଭାରତ

ନୂଆଦିଲ୍ଲୀ: ମିଳିତ ଜାତିସଂଘର ଗୁରୁତ୍ୱପୂର୍ଣ୍ଣ ୩ଟି ସମିତିରେ ଅଧ୍ୟକ୍ଷତା କରିବ ଭାରତ। ଭାରତ ଅଧ୍ୟକ୍ଷତା କରିବାକୁ ଥିବା ଏହି ତିନି ସମିତି ହେଲା ତାଲିବାନ ପ୍ରତିବନ୍ଧ ସମିତି, ଆତଙ୍କବାଦ ନିରୋଧି ସମିତି ଏବଂ ଲିବ୍ୟା ପ୍ରତିବନ୍ଧ ସମିତି। ଭାରତ ପାଇଁ ସମସ୍ତ କ୍ଷେତ୍ର ବେଶ୍ ଗୁରୁତ୍ୱପୂର୍ଣ୍ଣ ଥିବା…

ଭାଇ ଭଉଣୀ କଳିରେ ବାପା ଗୁରୁତର

ବାଲିପାଟଣା : ଭାଇ ଭଉଣୀ କଳିରେ ବାପା ଗୁରୁତର। ଏହି ଅଭାବନୀୟ ଘଟଣାଟି ବାଲିପାଟଣା ଥାନା ବାଘବରାହୀ ପାଟଣା ଗ୍ରାମରେ ଘଟିଛି। ଗୁରୁତର ବ୍ୟକ୍ତି ଜଣଙ୍କ ହେଲେ ପ୍ରକାଶ ଚନ୍ଦ୍ର ସାହୁ। ତାଙ୍କୁ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ କ୍ୟାପିଟାଲ ହସ୍ପିଟାଲକୁ…

ଆଖି ବୁଜିଲେ ଆଉ ୨ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ଆଖି ବୁଜିଲେ ଆଉ ୨ କରୋନା ଆକ୍ରାନ୍ତ। ଏହାକୁ ମିଶାଇ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୮୯୦କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩୩୧୩୯୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୨୧୬୩ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ…

ରାଜ୍ୟରେ କରୋନା: ୨୪୫ ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୪୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୧୩୯୬ରେ ପହଞ୍ଚିଛି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୪୧ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୧୦୪ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି।…