Odisha Link
Bridging the Missing Links in Odisha
Daily Archives

January 9, 2021

ଘର ଭିତରେ ପଶିଗଲା ସ୍କର୍ପିଓ, ଜଣେ ମୃତ

ନୂଆପଡ଼ା: ଘର ଭିତରେ ଥିବା ବେଳେ ପଶିଗଲା ସ୍କର୍ପିଓ। ଫଳରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ଏମିତି ଦୁର୍ଘଟଣା ଘଟିଛି ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅଞ୍ଚଳରେ। ମିଳିଥିବା ସୂଚନା ଅନୁସାରେ, ଖଡିଆଳ-ବୋଡେନ ରାସ୍ତା ପାର୍ଶ୍ୱ ଗଡ଼ରାମୁଣ୍ଡା ଗାଁରେ ନରେଶ ସିଂହଙ୍କ…

ଝାଡ଼ଖଣ୍ଡରେ ନିର୍ଭୟା ପୁନରାବୃତ୍ତି,…

ଝାଡ଼ଖଣ୍ଡ: ଉତ୍ତରପ୍ରଦେଶ ପରେ ଏବେ ଝାଡ଼ଖଣ୍ଡରେ ନିର୍ଭୟା ଗଣଦୁଷ୍କର୍ମର ପୁନରାବୃତ୍ତି। ଗଣଦୁଷ୍କର୍ମ ପରେ ଦୁର୍ବୃତ୍ତମାନେ ମହିଳାଙ୍କ ଗୁପ୍ତାଙ୍ଗରେ ଭର୍ତ୍ତି କରିଛନ୍ତି ଷ୍ଟିଲ ଗ୍ଲାସ୍। ଏଭଳି ଏକ ଘୃଣ୍ୟ ଘଯଣା ଦେଖିବାକୁ ମିଳିଛି ଝାଡ଼ଖଣ୍ଡର ଚତରାରେ। ସୂଚନା ମୁତାବକ, ଗତ ଗୁରୁବାର ଶୌଚ ହେବାକୁ ଯାଇଥିବା…

ନକଲି ମୋବିଲ କାରଖାନାରେ ଉପରେ ଚଢ଼ାଉ

ଯାଜପୁର: କିଛି ଦିନ ହେବ ନକଲି ଖାଦ୍ୟ ସାମଗ୍ରୀ କାରଖାନା ଉପରେ ଚଢ଼ାଉ ଚାଲିଥିବା ବେଳେ ଆଜି ନକଲି ମୋବିଲ କାରଖାନା ଉପରେ ଚଢ଼ାଉ କରିଛି ପୋଲିସ। ଏମିତ ଏକ ଘଟଣା ଦୋଖିବାକୁ ମିଳିଛି ଯାଜପୁର ଜିଲ୍ଲାରେ। ଜିଲ୍ଲାର ବାଲିଚନ୍ଦ୍ରପୁରଠାରେ ଦୀର୍ଘଦିନ ଧରି ବେଆଇନ୍ ଭାବେ ଏହି ମୋବାଇଲ ଖାରଖାନା ଚାଲୁଥିଲା। ଏହି…

ଉଡ଼ାଣ ପରେ ନିଖୋଜ ହେଲା ବିମାନ

ଇଣ୍ଡୋନେସିଆ: ଇଣ୍ଡୋନେସିଆରେ ଏକ ବିମାନ ସହ ଯୋଗାଯୋଗ ବିଚ୍ଚିନ୍ନ। ଯାକର୍ତ୍ତାରୁ ଯାତ୍ରା କରିବାର ୪ ମିନିଟ୍‌ ପରେ ବିମାନ ସହ ଯୋଗାଯୋଗ ବିଚ୍ଚିନ୍ନ ହୋଇଛି। ବିମାନରେ ୫୬ ଜଣ ଯାତ୍ରୀ ଥିବା ସୂଚନା ମିଳିଛି। ଶନିବାର ଅପରାହ୍ନରେ ଇଣ୍ଡୋନେସିଆ ଶ୍ରୀଜୟ ଏୟାର ଫ୍ଲାଇଟ୍‌ ୧୮୨ ବିମାନ ସୋକାର୍ନୋ-ହାଟା…

୧୬ରୁ ଟିକାକରଣ ଆରମ୍ଭ

ନୂଆଦିଲ୍ଲୀ: ଆସନ୍ତା ୧୬ ତାରିଖରୁ ସାରା ଦେଶରେ ଟିକାକରଣ ଆରମ୍ଭ। ଟିକାକରଣ ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି। ଆଜି ଟିକାକରଣ ନେଇ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା ପରେ ନିଷ୍ପତ୍ତି ନିଆଯାଇଛି। ଏହି ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମକର ସଂକ୍ରାନ୍ତି,…

ତାସ୍‌ ଖେଳରେ ହାରିଯିବାରୁ ହତ୍ୟା

ନୀଳଗିରି: ତାସ୍‌ ଖେଳରେ ହାର ଜିତି ପାଇଁ ଜୀବନ ଯାଇଛି। ଆଉ ରକ୍ତାକ୍ତ ହୋଇଛି ଗାଁ ଦାଣ୍ଡ। ଆଜି ଏପରି ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲାରୁ। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁସାରେ, ମିତ୍ରପୁର ନିକଟ ଗୋଡ଼ିଖାଣିଆ ଗାଁର କୁନା ଭୋଳ, ଗଣେଶା ସିଂ…

ମୋଦିଙ୍କ ବିରୋଧରେ ଟ୍ୱିଟ୍ କରି ପାଇଲଟ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଆପତ୍ତିଜନକ ଟ୍ୱିଟ କରିବା ଜଣେ ପାଇଲଟଙ୍କୁ ମହଙ୍ଗା ପଡ଼ିଛି। ମୋଦିଙ୍କୁ ନେଇ ଟ୍ୱିଟ କରିଥିବାରୁ ତାଙ୍କୁ ଗୋ ଏୟାର ଚାକିରିରୁ ବହିଷ୍କୃତ କରିଛି। ଜାନୁଆରୀ ୭ରେ ପାଇଲଟ ଜଣଙ୍କ ମୋଦିଙ୍କ ବିଷୟରେ ଆପତ୍ତିଜନକ ଶବ୍ଦ ପ୍ରୟୋଗ କରି ଟ୍ୱିଟ୍ କରିଥିଲେ।…

ଚାନ୍ଦବାଲିରେ ଭୟାବହ ଅଗ୍ନିକାଣ୍ଡ,…

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ। ଏହି ଅଗ୍ନିକାଣ୍ଡରେ ୩୦ ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଜଣାପଡ଼ିଛି। ଅଗ୍ନିକାଣ୍ଡ ସମ୍ପର୍କରେ ଦମକଳ ବାହିନୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ସୂଚନା ମୁତାବକ, ଚାନ୍ଦବାଲିର ଶାସ୍ତ୍ରୀନଗର…

ଅନ୍‌ଲାଇନ୍‌ରେ ଦେହଜୀବୀ ବୁକିଂ: ଠକଙ୍କ…

ଭୁବନେଶ୍ବର: ସାଇବର ହେଲ୍ପ ଡ଼େସ୍କ ଖୋଲିବାର ପରେ ରାଜଧାନୀରୁ ଏକ ରୋମାଞ୍ଚକର୍‌ ଠକେଇ ସମ୍ନାକୁ ଆସିଛି। ଅନ୍‌ଲାଇନ୍‌ରେ ଦେହଜୀବୀ ‌ବୁକିଂ କରିବାକୁ ଯାଇ ଜଣେ ଯୁବ ଇଞ୍ଜିନିୟର ୯୫ ହଜାର ଟଙ୍କା ହରାଇଛନ୍ତି। ଆକାଉଣ୍ଟ ଖାଲି ହୋଇଯିବା ପରେ ସେ କାନମୁଣ୍ଡା ଆଉଁସି ଏବେ ପୁଲିସର ଦ୍ବାରସ୍ଥ ହୋଇଛନ୍ତି।…

୧୦୦ ଦିନ ପର୍ଯ୍ୟନ୍ତ ଗୋଟିଏ ଡ୍ରେସ୍…

ନୂଆଦିଲ୍ଲୀ: ସବୁ ମହିଳାଙ୍କର ପ୍ରାୟତଃ ସଉକ ଥାଏ ଭଳି କି ଭଳି ଡ୍ରେସ ପିନ୍ଧିବାର। ପ୍ରତିଦିନ ନୂଆ ନୂଆ ଗେଟ୍‌ ଅପ୍‌ରେ ନିଜକୁ ସଜାଇ ଥାନ୍ତି ମହିଳାମାନେ। କିନ୍ତୁ ନିକଟରେ ଏଭଳି ଜଣେ ମହିଳାଙ୍କୁ ଦେଖିବାକୁ ମିଳିଛି ଯିଏ ଶହେ ଦିନ ପର୍ଯ୍ୟନ୍ତ ଗୋଟିଏ ଡ୍ରେସ୍‌ ପିନ୍ଧି କରିଛନ୍ତି ରେକର୍ଡ। କଥାଟା ଆପଣଙ୍କୁ…