Odisha Link
Bridging the Missing Links in Odisha
Daily Archives

January 9, 2021

ଘରୁ ଚୋରା ମଦ ଜବତ, ଦୁଇ ଅଟକ

ଭଦ୍ରକ : ଭଦ୍ରକ ଟାଉନ ଥାନା ଅନ୍ତର୍ଗତ ମୋଟେଲ ଛକ ନିକଟରେ ଏକ ଘରୁ ବିପୁଳ ମାତ୍ରାରେ ଚୋରା ମଦ ଜବତ କଲା ପୁଲିସ । ଏଥିରେ ସମ୍ପୃକ୍ତ ଥିବା ଦୁଇ ଜଣଙ୍କୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି ଭଦ୍ରକ ଟାଉନ ପୋଲିସ । ପ୍ରକାଶ ଯେ, ଭଦ୍ରକ ଟାଉନ ଥାନା ଅନ୍ତର୍ଗତ ମୋଟେଲ ଛକ ନିକଟରେ ଏକ ଘରେ ଚୋରାରେ ମଦ ବିକ୍ରି…

କମିବ ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ: କମିବ ପେଟ୍ରୋଲ ଓ ଡିଜେଲ ଦର। ତେଲ ଦର ବଢ଼ୁଥିବାରୁ ସାରା ଦେଶରେ ଖାଦ୍ୟ ସାମଗ୍ରୀ ସମେତ ବିଭିନ୍ନ ଜିନିଷର ଦରଦାମ ବଢ଼ୁଛି। ଯାହା ଖାଉଟି ସମେତ ସାଧାରଣ ଲୋକଙ୍କ ଚିନ୍ତାର କାରଣ ପାଲଟିଛି। କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରାଳୟ ୫୦ ପ୍ରତିଶତ ଶୁଳ୍କ କମାଇବାକୁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ…

ଦେଶରେ କରୋନା: ୧୮,୨୨୨ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ ଗତ ୨୪ଘଣ୍ଟାରେ ୧୮,୨୨୨ କରୋନା ସଂକ୍ରମିତ ଚିହ୍ନଟ। ଏହାକୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୦୪,୩୧,୬୩୯ ବୃଦ୍ଧି ପାଇଛି‌। ଗତ ୨୪ଘଣ୍ଟାରେ ୨୨୮ଜଣଙ୍କ ମୃତ୍ୟୁ ହୋଇଛି। ଏବେ ଯାଏଁ ଦେଶରେ ୧,୫୦,୭୮୯ ଜଣ କରୋନାରେ ମୃତ୍ୟୁ ହୋଇସାରିଛି। ଏହା କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ…

ଦେହରେ କିରାସିନି ଢାଳି ମହିଳା ମୃତ

ବିନିକା: ଦେହରେ କିରାସିନି ଢାଳି ମହିଳା ମୃତ। ଏହି ଅଭାବନୀୟ ଘଟଣାଟି ଡୁଙ୍ଗୁରିପାଲି ଥାନା ବେହେରାମାଲ ଗାଁରେ ଘଟିଛି। ପାରିବାରିକ କଳହରୁ ମହିଳା ଜଣଙ୍କ ନିଜ ଦେହରେ କିରାସିନି ଢାଳି ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ମହିଳା ଜଣଙ୍କୁ ବୁର୍ଲାରେ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ତାପରେ ଡାକ୍ତର…

ଶିକାରୀ ହେଲା ଶିକାର

ଦେବଗଡ଼: ଶିକାର ହେଲା ଶିକାରୀ। ନିଜେ ବିଛାଇଥିବା ବିଦ୍ୟୁତ ଆଘାତରେ ଶିକାରୀ ମୃତ। ବାରହା ଶିକାର ପାଇଁ ଶିକାରୀଟି ବିଦ୍ୟୁତ ତାର ବିଚ୍ଛେଇ ଥିଲା। ଏହି ଅଘଟଣଟି ଦେବଗଡ଼ର ରିଆମାଳ ବନାଞ୍ଚଳ ଶ୍ୟାମପାଲୀ ଝରାନାଳା ଗାଁରେ ଘଟିଛି। ମୃତ ଯୁବକ ଝରାନାଳୀ ଗାଁର ପ୍ରଦୀପ ପ୍ରଧାନ। ପୁଲିସ ଘଟଣା ସ୍ଥଳରେ ପହଁଞ୍ଚି…

ବି.କେ ଶର୍ମା ହେଲେ ସରକାରୀ ପ୍ରେସ୍‌…

ଭୁବନେଶ୍ବର: ପୂର୍ବତନ ପୁଲିସ ଡିଜି ଆଇପିଏସ୍‌ ବିଜୟ କୁମାର ଶର୍ମାଙ୍କୂୁ ରାଜ୍ୟସରକାର ନୂଆ ପଦବିରେ ନିଯୁକ୍ତି ପ୍ରଦାନ କରିଛନ୍ତି। ପାଖାପାଖୀ ୧୩ ମାସ ପରେ ନୂତନ ପଦବି ପ୍ରଦାନ କରିଛନ୍ତି ସରକାର। ଶ୍ରୀ ଶର୍ମା କଟକସ୍ଥିତ ସରକାରୀ ଛାପା, ମୁଦ୍ରଣ ଓ ପ୍ରକାଶନ ସଂସ୍ଥାର ନିର୍ଦ୍ଦେଶକ ଭାବେ ଅବସ୍ଥାପିତ…

ପୋଖରୀରେ ବୁଡି ତିନି ବର୍ଷର ଶିଶୁ ପୁତ୍ର…

ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ଓରିଆ ଗାଁ ରେଙ୍ଗାଳବଡା ମୁଣ୍ତା ସାହିରେ ଏକ ଅଭାବନୀୟ ଘଟଣା ଘଟିଛି । ପୋଖରୀରେ ବୁଡି ତିନି ବର୍ଷର ଶିଶୁ ପୁତ୍ର ମୃତ୍ୟୁ ବରଣ କରିଛି। କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ଓରିଆ ଗାଁ ରେଙ୍ଗାଳବଡା ମୁଣ୍ଡା ସାହିରେ ଏଭଳି ଅଭାବନୀୟ ଘଟଣା ଘଟିଛି…

ବିଦାହେବେ ପ୍ରତାପ ଜେନା!

ଭୁବନେଶ୍ବର: ମାହାଙ୍ଗା ମର୍ଡର ମାମଲାକୁ ନେଇ ରାଜ୍ୟ ରାଜନୀତି ସରଗରମ। ଯାହାଫଳରେ ଅଡ଼ୁଆରେ ପଡ଼ିଛନ୍ତି ରାଜ୍ୟ ସରକାର। ଉଭୟ ବିଜେପି ଓ କଂଗ୍ରେସ ରାଜ୍ୟ ସରକାରଙ୍କୁ କରୁଛନ୍ତି ଟାର୍ଗେଟ । ଯାହାଫଳରେ ଜନଅସନ୍ତୋଷ ବଢିବାରେ ଲାଗିଛି। କାରଣ ଏହି ହତ୍ୟା ମାମଲାର ଏତଲାରେ ରହିଛି ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁ।…

ନୟାପଲ୍ଲୀ ବୃଦ୍ଧା ହତ୍ୟା ଘଟଣା: ୨ ଗିରଫ

ଭୁବନେଶ୍ବର : ଭୁବନେଶ୍ବର ନୟାପଲ୍ଲୀରେ ବୃଦ୍ଧାଙ୍କୁ ହତ୍ୟା ଘଟଣାରେ ପୁଲିସ ୨ ହତ୍ୟାକାରୀକୁ ଗିରଫ କରିଛି। ଏହାର ପର୍ଦ୍ଦାଫାଶ କରିଛି କମିଶନରେଟ୍ ପୁଲିସ। ମୁଖ୍ୟ ଅଭିଯୁକ୍ତ ସାଗର ପ୍ରଧାନ ଓ ନାରାୟଣ ମହାନ୍ତିକୁ ଗିରଫ କଲା ସ୍ପେଶାଲ ସ୍କ୍ବାଡ୍ ଓ ନୟାପଲ୍ଲୀ ଥାନା ପୁଲିସ । ଏ ନେଇ ଡିସିପି ଉମାଶଙ୍କର ଦାସ…

ଜ୍ୟୋତିର୍ବିଦ୍‌ଙ୍କ ଭବିଷ୍ୟବାଣୀ,…

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଓ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ପ୍ରଥମ ସନ୍ତାନକୁ ସ୍ବାଗତ ଜଣାଇବା ପାଇଁ ବ୍ୟାକୁଳତାର ସହ ଅପେକ୍ଷା କରିଛନ୍ତି। ଜାନୁଆରିରେ ସେମାନଙ୍କ ପ୍ରଥମ ସନ୍ତାନ ଜନ୍ମ ନେବ ବୋଲି ଉଭୟ କୋହଲି ଓ ଅନୁଷ୍କା ଗତବର୍ଷ ଅଗଷ୍ଟ ୨୭ ତାରିଖରୁ ମଧ୍ୟ ସୂଚନା…