Odisha Link
Bridging the Missing Links in Odisha
Daily Archives

January 9, 2021

ପୂର୍ବତନ ମୁଖ୍ୟମନ୍ତ୍ରୀ ମାଧବସିଂହ…

ଅହମଦାବାଦ: ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ମାଧବସିଂହ ସୋଲାଙ୍କିଙ୍କ ଆଜି ପରଲୋକ ହୋଇଯାଇଛି। ବିୟୋଗ ସମୟରେ ତାଙ୍କୁ ୯୪ ବର୍ଷ ବୟସ ହୋଇଥିଲା। ସେ ୧୯୮୦ରେ ଗୁଜରାଟରେ ମୁଖ୍ୟମନ୍ତ୍ରୀ ହୋଇଥିଲେ। କ୍ଷେତ୍ରୀୟ, ହରିଜନ, ଆଦିବାସୀ ଏବଂ ମୁସଲିମ ଫର୍ମୁଲାରେ ସେ କ୍ଷମତାକୁ ଆସିଥିଲେ। ସେ ରାଜନେତା ସହ ଜଣେ…

ଟ୍ରମ୍ପଙ୍କ ଟ୍ବିଟର ଆକାଉଣ୍ଟ ସ୍ଥାୟୀ…

ଓ୍ବାଶିଂଟନ୍: ଆମେରିକାର ସଂସଦ ଭବନରେ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କ ସମର୍ଥକଙ୍କ ଦ୍ବାରା ବୁଧବାର ବ୍ୟାପକ ହିଂସା ଘଟଣାକୁ ନେଇ ଦେଶବ୍ୟାପୀ ଉତ୍ତେଜନା ଲାଗି ରହିଛି। ଏସବୁ ମଧ୍ୟରେ ଡ୍ରୋନାଲ୍‌ଡ ଟ୍ରମ୍ପ୍‌ଙ୍କ ବିରୋଧରେ ସୋଶିଆଲ ମିଡିଆ ପ୍ଲାଟ୍‌ଫର୍ମର ମାଇକ୍ରୋବ୍ଲଗିଙ୍ଗ୍ ସାଇଟ୍ 'ଟ୍ୱିଟର' ନେଇଛି…

ଚାନ୍ଦବାଲିରେ ଭୟାବହ ଅଗ୍ନିକାଣ୍ଡ:…

ଚାନ୍ଦବାଲି: ଅଗ୍ନିକାଣ୍ଡରେ ୩ଟି ଗୋଦାମ ଜଳି ୩୦ଲକ୍ଷ ଟଙ୍କାରୁ ଅଧିକ ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି। ଏହି ଅଭାବନୀୟ ଘଟଣାଟି ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ଘଟିଛି। ମିଳିଥିବା ସୂଚନା ଅନୁସାରେ ଚାନ୍ଦବାଲି ଶାସ୍ତ୍ରୀଘାଟ ନିକଟରେ ଥିବା ଦୁଇଟି ଧାନ ଗୋଦାମ ଓ ଗୋଟିଏ ପାଇପ ଗୋଦାମରେ ନିଆଁ ଲାଗି ସେଥିରେ…

ଲଣ୍ଡନରେ ଅଣାୟତ୍ତ କରୋନା ସଂକ୍ରମଣ,…

ଲଣ୍ଡନ: ଲଣ୍ଡନରେ କରୋନା ସ୍ଥିତି ବିଗିଡ଼ିବାରେ ଲାଗିଛି। ମହାମାରୀ କରୋନା ସଂକ୍ରମଣକୁ ରୋକିବା ପାଇଁ କିଛି ଦେଶ ବିଭିନ୍ନ କରୋନା ଟିକାର ବ୍ୟବହାରକୁ ଅନୁମତି ଦେଇଛନ୍ତି। ଯାହାକୁ ନେଇ ବିଶ୍ବବାସୀ ସାମାନ୍ୟ ଆଶ‌୍ବସ୍ତି ହୋଇଥିବା ବେଳେ ଏବେ ଲଣ୍ଡନରୁ ଆସିଛି ସାଂଘାତିକ ଖବର। ଲଣ୍ଡନର ମେୟର ସାଦିକ୍‌ ଖାନ୍‌…

ଭାଙ୍ଗିଲା କୋଲାବ ମୁଖ୍ୟ କେନାଲ ବନ୍ଧ

ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ସହର ଉପକଣ୍ଠ ଏକତାଗୁଡ଼ା ଦେଇ ଯାଇଥିବା ଅପର୍ କୋଲାବ ମୁଖ୍ୟ କେନାଲ ବନ୍ଧ ଗତ ରାତିରେ ଭାଙ୍ଗି ଯାଇଛି। ଫଳରେ ଅତି ଦ୍ରୁତ ଗତିରେ ମାଡୁଛି କେନାଲ ପାଣି। ପାଣିର ସ୍ରୋତ ଜମି ପଟକୁ ଥିବାରୁ ଏକତାଗୁଡ଼ା ଗ୍ରାମବାସୀ ରକ୍ଷା ପାଇଯାଇଛନ୍ତି। ତଥାପି ପାଣି ପଶିଯିବା ଭୟରେ…

ବାଇଡେନ୍‌ଙ୍କ ଶପଥ ଗ୍ରହଣ ଉତ୍ସବରେ ସାମିଲ…

ନୂଆଦିଲ୍ଲୀ: ଆମେରିକା ରାଜନୀତିରେ ଟ୍ରମ୍ପ୍‌ ଶାସନ ଯୁଗ ଶେଷ। ଆସନ୍ତା ୨୦ ତାରିଖରେ ଆମେରିକା ପାଇବ ନୂଆ ରାଷ୍ଟ୍ରପତି। ଡ୍ରୋନାଲ୍ଡ ଟ୍ରମ୍ପଙ୍କ ସ୍ଥାନ ନେବେ ଡେମୋକ୍ରେଟିକ୍‌ ନେତାଜୋ ବାଇଡେନ୍। ବାଇଡେନ୍‌ ଜାନୁଆରୀ ୨୦ ତାରିଖରେ ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ। ଆସନ୍ତା ୨୦ରେ…

ଗୋଦାବରୀ ଇସ୍ପାତ ପ୍ଲାଣ୍ଟରେ ବିସ୍ଫୋରଣ

ଛତିଶଗଡ଼: ଛତିଶଗଡ଼ର ରାଇପୁର ଜିଲ୍ଲାରେ ଗୋଦାବରୀ ପାୱାର ଇସ୍ପାତରେ ଏକ ବଡ ଧରଣର ବିସ୍ଫୋରଣ ଘଟିଛି। ନିଆଁ ଏତେ ଜୋରରେ ଲାଗିଥିଲା ଯେ ଏକ ଅଗ୍ନିର ଏକ ବଳୟ ସୃଷ୍ଟି ହେବା ପରି ଦେଖାଯାଉଥିଲା। ଦମକଳ ଗାଡ଼ି ସେଠାରେ ପହଞ୍ଚି ନିଆଁକୁ ଆୟତ କରିବାକୁ ଚେଷ୍ଟା କରିଛନ୍ତି। ତେବେ ଏହି ଘଟଣାରେ କେହି ମୃତାହତର ଖବର…

ହସ୍ପିଟାଲରେ ଅଗ୍ନିକାଣ୍ଡ: ଜଳିଗଲେ ୧୦…

ମହାରାଷ୍ଟ୍ର: ମହାରାଷ୍ଟ୍ର ଭଣ୍ଡାରା ଜିଲ୍ଲାରେ ଏକ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୧୦ ଶିଶୁଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଗତକାଲି ବିଳମ୍ବିତ ରାତିରେ ହସ୍ପିଟାଲର ନ୍ୟୁ ବର୍ଣ୍ଣ ନେଟାଲ ଓ୍ବାର୍ଡରେ ଅଗ୍ନିକାଣ୍ଡ ଘଟିଛି। ଓ୍ବାର୍ଡରୁ ଧୂଆଁ ବାହାରୁଥିବା ଜଣେ ନର୍ସ ଦେଖିବା…