Odisha Link
Bridging the Missing Links in Odisha
Daily Archives

January 11, 2021

ଭୁବନେଶ୍ୱରକୁ ଓଡିଏଫ୍ ପ୍ଲସ୍ ପ୍ଲସ୍…

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମକୁ ମିଳିଛି ଓଡିଏଫ୍ ପ୍ଲସ୍ ପ୍ଲସ୍ ମାନ୍ୟତା। କ୍ୟୁସିଆଇ ଦ୍ୱାରା ଭୁବନେଶ୍ୱରର ବିଭିନ୍ନ ସ୍ଥାନ ଓ ପାରିପାଶ୍ୱିର୍କ ସ୍ଥିତିକୁ ନେଇ ଭାରତ ସରକାରଙ୍କ ପକ୍ଷରୁ ଏହି ମୂଲ୍ୟାୟନ କରାଯାଇଛି। ଓଡିଏଫ୍ ପ୍ଲସ୍ ପ୍ଲସ୍ ମାନ୍ୟତା ହେଉଛି ସ୍ୱଚ୍ଛ ଭାରତ ମିଶନର ଏକ ସୂଚକାଙ୍କ।…

କୃଷି ଆଇନ ନେଇ କେନ୍ଦ୍ରକୁ କଡ଼ା ଭତ୍ସନା…

ନୂଆଦିଲ୍ଲୀ: କୃଷି ଆଇନ ନେଇ କେନ୍ଦ୍ର ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ସୁପ୍ରମିକୋର୍ଟ। କୃଷି ଆଇନକୁ ନେଇ ସାରା ଭାରତରେ ଚାଷୀ ଆନ୍ଦୋଳନ ଚାଲିଥିବାବେଳେ ସୁପ୍ରିମକୋର୍ଟ ଉଭୟ କୃଷି ଆଇନ ଓ ଚାଷୀ ଆନ୍ଦୋଳନ ନେଇ ଅସନ୍ତୋଷ ଜାହିର କରିଛନ୍ତି। ଆପୋଷ ବୁଝାମଣା ନେଇ କେନ୍ଦ୍ରର ଭୂମିକା ଉପରେ ମଧ୍ୟ…

ଏହି ସ୍ଥାନରେ ପାଣି ଠୁ ବି ଶସ୍ତା…

ନୂଆଦିଲ୍ଲୀ: ଦିନକୁ ଦିନ ଆକାଶ ଛୁଆଁ ହେବାରେ ଲାଗିଛି ପେଟ୍ରୋଲ ଦର। ଲଗାତାର ତୈଳ‌ ଦର ବୃଦ୍ଧି ସାଧାରଣ ଖାଉଟିଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଦେଶରେ ପେଟ୍ରୋଲ ଓ ଡିଜେଲ୍‌ ଦର ୮୦ରୁ ୯୦ ଟଙ୍କା ରହିଛି। କାତ୍ର ଏପରି ଏକ ଦେଶ ରହିଛି ଯେଉଁଠି ପାଣି ଠୁ ବି ଶସ୍ତାରେ ମିଳେ ପେଟ୍ରୋଲ। ସାରା ବିଶ୍ୱରେ…

ଟ୍ରକକୁ ଧକ୍କା ଦେଲା ଶୋଏବଙ୍କ କାର୍,…

ନୂଆଦିଲ୍ଲୀ: ଭାରତୀୟ ଟେନିସ୍ ଷ୍ଟାର୍ ସାନିଆ ମିର୍ଜାଙ୍କ ସ୍ୱାମୀ ତଥା ପାକିସ୍ତାନର ଷ୍ଟାର୍ କ୍ରିକେଟର ଶୋଏବ ମଲିକଙ୍କ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗତକାଲି ରାତିରେ ଶୋଏବଙ୍କ କାର୍ ଲାହୋର ନିକଟ ରାସ୍ତା କଡ଼ରେ ପାର୍କିଂ ହୋଇଥିବା ଟ୍ରକକୁ ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ…

ସେନସେକ୍ସ ନିଫ୍ଟିରେ ନୂଆ ରେକର୍ଡ

ନୂଆନିଲ୍ଲୀ: ସେନସେକ୍ସ ନିଫ୍ଟିରେ ନୂଆ ରେକର୍ଡ। ଆଜି କାରବାର ଆରମ୍ଭରୁ ରେକର୍ଡସ୍ତରରେ ପହଞ୍ଚିଛି ସେନସେକ୍ସ ଓ ନିଫ୍ଟି। ପ୍ରଥମଥର ପାଇଁ ସେନସେକ୍ସ ୪୯ ହଜାର ପଏଣ୍ଟ ଅତିକ୍ରମ କରିଛି। ଆଜି କାରବାର ଆରମ୍ଭ ହେବା ମାତ୍ରେ ସେନସେକ୍ସ ୨୩୩ ଦଶମିକ ୮୯ ପଏଣ୍ଟ ବୃଦ୍ଧି ପାଇ ୪୯ ହଜାର ଅତିକ୍ରମ କରିଥିଲା।…

କରୋନା ଟିକାକରଣ ପାଇଁ ପୋଲିଓ…

ଭୁବନେଶ୍ବର: କରୋନା ଟିକାକରଣ ପାଇଁ ପୋଲିଓ କାର୍ଯ୍ୟକ୍ରମ ସ୍ଥଗିତ। ଆସନ୍ତା ୧୬ ତାରିଖରୁ ଦେଶରେ ଆରମ୍ଭ ହେବ କରୋନା ଟିକାକରଣ। ଟିକାକରଣର ୨ରୁ ୩ ଦିନ ପୂର୍ବରୁ ରାଜ୍ୟକୁ ଆସିପାରେ ଟିକା। ଟିକାକରଣ ପାଇଁ ୧୭ ରୁ ୧୯ ପଲସ୍‌ ପୋଲିଓ କାର୍ଯ୍ୟକ୍ରମ ସ୍ଥଗିତ। ଏନେଇ ସୂଚନା ଦେଲେ ପରିବାର କଲ୍ୟାଣ ନିର୍ଦ୍ଦେଶକ…

ସ୍କୁଲ ଫି’ ଛାଡ଼ ପ୍ରସଙ୍ଗ, ହାଇକୋର୍ଟଙ୍କ…

ଭୁବନେଶ୍ୱର: ସ୍କୁଲ ଫି ଛାଡ଼ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ମନ୍ତ୍ରୀ କହିଛନ୍ତି, ହାଇକୋର୍ଟଙ୍କ ନିର୍ଦ୍ଦେଶ ଏଯାଏଁ ବିଭାଗ ନିକଟକୁ ପହଞ୍ଚି ନାହିଁ। ଗଣମାଧ୍ୟମରୁ ହିଁ ସମସ୍ତ କଥା ଜାଣିବା ପାଇଁ ମିଳିଛି। ତେଣୁ ଆଗାମୀ ସମୟରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ମିଳିଲା ପରେ…

ଆଜି ଟ୍ରମ୍ପ୍‌ଙ୍କ ବିରୋଧରେ ମହାଭିଯୋଗ…

ଓ୍ୱାଶିଂଟନ: ଆଜି ଟ୍ରମ୍ପ୍‌ଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଗତ ହୋଇପାରେ। ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କ ସମର୍ଥକମାନେ ଗତ ବୁଧବାର ଆମେରିକା ସଂସଦ ଭବନରେ ଭିଆଇଥିବା ଦଙ୍ଗା ପାଇଁ ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌ (ପ୍ରତିନିଧି ସଭା)ରେ ଡେମୋକ୍ରାଟ୍‌ ଦଳ ପକ୍ଷରୁ ମହାଭିଯୋଗ ପ୍ରସ୍ତାବ ଆଗତ କରାଯିବ ବୋଲି…

ସୁରିନାମେର ରାଷ୍ଟ୍ରପତି ଗଣତନ୍ତ୍ର ଦିବସର…

ନୂଆଦିଲ୍ଲୀ: ଚଳିତବର୍ଷ ଗଣତନ୍ତ୍ର ଦିବସ ପାଇଁ ଅତିଥି ହେବେ ରିପବ୍ଲିକ୍ ଅଫ୍ ସୁରିନାମେର ରାଷ୍ଟ୍ରପତି ଚନ୍ଦ୍ରିକାପେରସାଦ ସାନ୍ତୋଖି। ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ଭାରତ ଗସ୍ତ ବାତିଲ ହେବା ପରେ ଭାରତ ସରକାର ଚନ୍ଦ୍ରିକାପ୍ରସାଦଙ୍କୁ ନିମନ୍ତ୍ରଣ କରିଥିଲେ। ନିମନ୍ତ୍ରଣ ରକ୍ଷା କରି…

କରୋନା: ଜାପାନରେ ଆଉ ଏକ ନୂଆ ଷ୍ଟ୍ରେନ୍…

ଟୋକିଓ: ବ୍ରିଟେନରେ ଚିହ୍ନଟ ହେଇଥିବା କରୋନାର ନୂଆ ଷ୍ଟ୍ରେନ୍ ସାରା ଦେଶରେ ଆତଙ୍କ ଖେଳାଇଥିବା ବେଳେ ଏବେ ଜାପାନରେ କରୋନାର ଆଉ ଏକ ନୂଆ ଷ୍ଟ୍ରେନ୍ ଚିହ୍ନଟ ହୋଇଛି। ଏହି ଷ୍ଟ୍ରେନ୍ ବ୍ରିଟେନ୍ ଓ ସାଉଥ୍‌ ଆଫ୍ରିକାରୁ ଷ୍ଟ୍ରେନ୍‌ଠାରୁ ଭିନ୍ନ ଅଟେ। ବ୍ରାଜିଲରୁ ଜାପାନ ପହଁଚିଥିବା ଯାତ୍ରୀଙ୍କଠାରେ ଏହି…