Odisha Link
Bridging the Missing Links in Odisha
Daily Archives

January 12, 2021

ସାଇନା ଓ ପ୍ରଣୟ କରୋନା ପଜିଟିଭ ଚିହ୍ନଟ,…

ନୂଆଦିଲ୍ଲୀ: ଇଣ୍ଡିଆର ଷ୍ଟାର ବ୍ୟାଡମିଣ୍ଟନ୍‌ ଖେଳାଳି ସାଇନା ନେହଓ୍ବାଲ କରୋନା ପଜିଟିଭ ଚିହ୍ନଟ। ଏଥିସହିତ ଏଚ୍‌ଏସ୍‌ ପ୍ରଣୟ ମଧ୍ୟ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହାଫଳରେ ଥାଇଲାଣ୍ଡ ଓପନ ୨୦୨୧ର ଦିନକ ପୂର୍ବରୁ ଭାରତୀୟ ବ୍ୟାଡ଼ମିଣ୍ଟନ୍‌ ଟିମ୍‌କୁ ଲାଗିଛି ଶକ୍ତ ଝଟକା। ଉଭୟ ଖେଳାଳି ଏବେ…

ରାଜ୍ୟରେ କରୋନା: ୨୨୫ ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୨୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୨୩୩୧ରେ ପହଞ୍ଚିଛି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୩୧ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୯୪ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି। ଏନେଇ…

ଭୁବନେଶ୍ବରରୁ ପୁନେକୁ ଉଡିବ ବିମାନ

ଭୁବନେଶ୍ବର: ଭୁବନେଶ୍ବରରୁ ପୁନେକୁ ଉଡିବ ବିମାନ। ଲୋକଙ୍କ ସୁବିଧା ପାଇଁ ଏୟାର ଏସିଆର ସ୍ବତନ୍ତ୍ର ବିମାନ ଚଳାଚଳ କରିବ । ଏଥିଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାଥମିକ ପର୍ଯ୍ୟାୟରେ ୩ ମାସ ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ । ଏହି ବିମାନ ଚଳାଚଳ ହେବା ଦ୍ବାରା ଓଡିଶାରେ ଉନ୍ନତ ଯୋଗାଯୋଗ ସହ…

ଟ୍ରକ ସହ ଦେଢ଼ କୋଟିର ଗଞ୍ଜେଇ ଜବତ

ରାୟଗଡ଼ା: ଦିନକୁ ଦିନ ରାଜ୍ୟରେ ଗଞ୍ଜେଇ ଚୋରା ଚାଲଣ ବଢ଼ିବାରେ ଲାଗିଛି। ଟ୍ରକ ଭିତରୁ ଦେଢ଼ କୋଟି ଟଙ୍କା ମୁଲ୍ୟର ଗଞ୍ଜେଇ ଜବତ।  ମୁକୁନ୍ଦପୁର ଘାଟିରେ ଗଞ୍ଜେଇ ଭର୍ତ୍ତି ଟ୍ରକ ଜବତ କଲା ଅବକାରୀ ସ୍ବତନ୍ତ୍ର ସ୍କ୍ବାଡ଼୍‌।  ଟ୍ରକ୍‌ ଭିତରୁ ୫୬ଟି ବସ୍ତାରେ ଥିବା ୧୬ କ୍ବିଣ୍ଟାଲ୍‌ ୨୨ କେଜି ଗଞ୍ଜେଇ ଜବତ। ଚଢ଼ଉ…

ବିଷାକ୍ତ ମଦ ପିଇ ୧୧ ମୃତ

ଭୋପାଳ: ମଧ୍ୟପ୍ରଦେଶ ମୋରେନା ଜିଲ୍ଲାର ସୁମଓ୍ୱାଲି ସେକ୍ଟରରେ ଏକ ଅଭାବନୀୟ ଘଟଣା ଘଟିଛି। ବିଷାକ୍ତ ମଦ ପିଇ ୧୧ ଜଣଙ୍କର ମୃତ୍ୟୁ, ଚିକିତ୍ସାଧୀନ ଅବସ୍ଥାରେ ୭ ଜଣ। ବିଷାକ୍ତ ମଦ ପଇ ଗୁରୁତର ହୋଇପଡ଼ିଥିବା ୭ ମୋରେନା ଏବଂ ଗ୍ୱାଲିଅର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିବା ଏସପି ଅନୁରାଗ ସୁଜଇନା…

ସ୍ତ୍ରୀର ଟାଙ୍ଗିଆ ଚୋଟରେ ସ୍ୱାମୀ ଗୁରୁତର

ନୂଆପଡା : ସ୍ତ୍ରୀର ଟାଙ୍ଗିଆ ଚୋଟରେ ସ୍ୱାମୀ ଗୁରୁତର। ଝିମିଟି ଖେଳରୁ ମହାଭାରତ। ସ୍ୱାମୀ ଡିଗଶନ ସୁନାନୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କ ଚିକିତ୍ସା ଜାରି ରହିଛି । ଏହି ଅଭାବନୀୟ ଘଟଣାଟି ନୂଆପଡ଼ା ଜିଲ୍ଲା କୋମନା ଥାନା ବାଗମୁଣ୍ଡା ଗାଁରେ…

କଟକରେ ବୃଦ୍ଧଙ୍କ ଆତ୍ମହତ୍ୟା, ବିଧବା…

କଟକ: ପାରିବାରିକ କଳହର କରୁଣ ପରିସ୍ଥିତି। ପାରିବାରିକ ବିବାଦ ଏତେ ମାତ୍ରାରେ ହୋଇଥିଲା ଯେ, ଜଣେ ବୃଦ୍ଧ ସହ୍ୟ କରି ନପାରି ଶେଷରେ ଆତ୍ମହତ୍ୟା କରି ଜୀବନ ହାରିଛନ୍ତି। ଏଭଳି ଏକ ଖବର ଆସିଛି କଟକ ଜିଲ୍ଲାରୁ। ଅପରପକ୍ଷେ, ବୃଦ୍ଧ ଜଣଙ୍କ ମୃତ୍ୟୁ ପରେ ୭ ଜଣ ମହିଳା ବିଧବା ହୋଇଥିବା ଖବର ଏବେ ଚର୍ଚ୍ଚାର…

ଭୁବନେଶ୍ୱରର ୫ଟି ହସ୍ପିଟାଲରେ ହେବ…

ଭୁବନେଶ୍ୱର: ଭୁବନେଶ୍ୱରରେ ୫ଟି ହସ୍ପିଟାଲରେ ଟିକା ବ୍ୟବସ୍ଥା କରାଯାଇଛି। ଆଜି ଅପରାହ୍ନ ୪ଟା ୨୦ ସୁଦ୍ଧା ଭୁବନେଶ୍ବରରେ ପହଞ୍ଚିବ ଟିକା। ପୁଣେରୁ ସ୍ୱତନ୍ତ୍ର ବିମାନ ଯୋଗେ ଏହି ଟିକା ଓଡ଼ିଶାକୁ ଅଣା ଯାଉଛି। ଏହି କରୋନା ଭାକସିନ୍‌ ଭୁବନେଶ୍ୱରରେ ମୋଟ ୨୧ ହଜାର ଲୋକଙ୍କୁ ଦିଆଯିବ। ସେ ନେଇ ସୂଚନା…

ଉତ୍କଳ ବିଶ୍ୱବିଦ୍ୟାଳୟରେ ନୂଆ ପରୀକ୍ଷା…

ଭୁବନେଶ୍ୱର: ଏକା ଥରକେ ଉତ୍କଳ ବିଶ୍ୱବିଦ୍ୟାଳୟରେ ୩୦୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇ ପାରିବେ। ଏ ନେଇ ନୂଆ ପରୀକ୍ଷା କେନ୍ଦ୍ର ନିର୍ମାଣ କରାଯାଉଛି। ପ୍ରାୟ ୨୬ ହଜାର ବର୍ଗଫୁଟରେ ପରୀକ୍ଷା କେନ୍ଦ୍ରକୁ ନିର୍ମାଣ କରାଯିବ। ଏହି ପରୀକ୍ଷା କେନ୍ଦ୍ର ପାଇଁ ମୋଟ୍ ୪ କୋଟି ୫୨ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ସୋମବାର…

ଭାଙ୍ଗିବ ଦୀର୍ଘବର୍ଷର ପରମ୍ପରା, ଛପା…

ନୂଆଦିଲ୍ଲୀ: ଆଉ କିଛିଟା ଦିନ ପରେ ଅନୁଷ୍ଠିତ ହେବ ବଜେଟ ଅଧିବେଶନ। ହେଲେ ଚଳିତ ଥର ପ୍ରଥମ ଥର ପାଇଁ ସଂସଦରେ ଆଗତ ହୋଇପାରେ ଇ-ବଜେଟ୍‌ । ଏଥିପାଇଁ ଚଳିତ ବର୍ଷ ବଜେଟ୍ ବହି ବା ଦଲିଲ ଛପା ହେବ ନାହିଁ। କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି। ଏଥିପାଇଁ ସଂସଦର ଉଭୟ ଗୃହରୁ ସରକାର…