Odisha Link
Bridging the Missing Links in Odisha
Daily Archives

January 16, 2021

୭୨ ବର୍ଷ ପରେ ଚମତ୍କାର, ଡେବ୍ୟୁ ମ୍ୟାଚରେ…

ନୂଆଦିଲ୍ଲୀ: ବର୍ଡର-ଗାଭାସ୍କର ଟ୍ରଫିର ଅନ୍ତିମ ମ୍ୟାଚ୍‌ ବ୍ରିସ୍‌ବେନ୍‌ରେ ଖେଳା ଯାଉଛି। ଟେଷ୍ଟ ମ୍ୟାଚର ଦ୍ବିତୀୟ ଦିନର ପ୍ରଥମ ସେସନରେ ଅଷ୍ଟ୍ରେଲିଆ ଦଳ ୩୬୯ ରନରେ ଅଲଆଉଟ୍‌ ହୋଇଛି। ଟିମ୍‌ ଇଣ୍ଡିଆ ପକ୍ଷରୁ ଟେଷ୍ଟ ଡେବ୍ୟୁ କରିଥିବା ଦୁଇ ଖେଳାଳି ଓ୍ବାଶିଂଟନ୍‌ ସୁନ୍ଦର ଓ ଟି-ନଟରାଜନ ଉଉୟେ ୩ଟି ଲେଖାଏଁ…

ରାଜ୍ୟରେ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ…

ଭୁବନେଶ୍ୱର: ରାଜ୍ୟରେ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଟିକାକରଣ ଆରମ୍ଭ ହୋଇଛି। ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଦିଆଗଲା ପ୍ରଥମ ଟିକା। ଏନେଇ ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି। ସ୍ୱାସ୍ଥ୍ୟ ସଚିବ କହିଛନ୍ତି, କୋଭିଡ ଯୁଦ୍ଧର ଅନ୍ତିମ ପର୍ଯ୍ୟାୟରେ ଆମେ ଉପନୀତ ହୋଇଛୁ। ଆଜି…

ମାରାଣାସ୍ତ୍ର ଦେଖାଇ ଲୁଟ୍

ଆନନ୍ଦପୁର: ପରିବାର ସଦସ୍ୟଙ୍କୁ ମାରାଣାସ୍ତ୍ର ଦେଖାଇ ଲୁଟ୍। ଏହା କେନ୍ଦୁଝର ଜିଲ୍ଲା ଘସିପୁରା ଥାନା କେଶଦୁରାପାଳ ଗାଁରେ ଘଟିଛି। ରଙ୍କନାଥ ମହାରଣାଙ୍କ ଘରେ ଗତ କାଲି ବିଳମ୍ବିତ ରାତିରେ ୪ ଜଣ ଦୁର୍ବୃତ୍ତ ପଶି ଲୁଟିଥିଲେ। ସେହି ସମୟରେ ଦୁର୍ବୃତ୍ତଙ୍କୁ ବିରୋଧ କରିବାକୁ ଯାଇ ମାରଣାସ୍ତ୍ରର ଆକ୍ରମଣର…

ବାଇକରୁ ପଡ଼ି ଯୁବକ ମୃତ

ରାଉରକେଲା: ବାଇକରୁ ପଡ଼ି ଜଣେ ଯୁବକ ମୃତ। ଏହି ଘଟଣାଟି ସୁନ୍ଦରଗଡ଼ ଜିଲ୍ଲାର ବଣାଇଁ ଥାନା ଅନ୍ତର୍ଗତ ନୂଆପାଲି ଗ୍ରାମରେ ଘଟିଛି । ମୃତକ ଯୁବକ ହେଲେ ଡମ୍ବରୁଧର ବଡ଼ନାୟକ। ସୂଚନା ଅନୁସାରେ, ଡମ୍ବରୁଧର ବଣାଇଁଗଡ଼ ସହର ପଟୁ ନୂଆପାଲି ଗ୍ରାମକୁ ଯିବା ସମୟରେ ରାସ୍ତାରେ ଏକ ସିମେଣ୍ଟ ମିକସ୍ଚର ମେସିନ୍ ଛିଡ଼ା…

ଡରାଉଛି ବେକାରୀ ସମସ୍ୟା, ଦେଶରେ ଯୁବପିଢ଼ି…

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ବଢ଼ି ଚାଲିଛି ବେକାରୀ ସମସ୍ୟା। ଯାହାକୁ ନେଇ ଚିନ୍ତାରେ ଯୁବପିଢ଼ି। ସବୁଠୁ ବଡ଼ କଥା ହେଲା ଦେଶରେ ଯେତିକି ବେକାରୀ ସଂଖ୍ୟା ଅଛି ସେ ମଧ୍ୟରୁ ଯୁବପିଢ଼ିଙ୍କ ସଂଖ୍ୟା ଅଧିକ। ୪୦ବର୍ଷରୁ କମ୍‌ ବୟସର ବେକାରୀ ସଂଖ୍ୟା ଅଧିକ। ମହାମାରୀ ପରେ ଅର୍ଥନୀତିରେ ହେଉଥିବା ସୁଧାର ପାଇଁ ଏହା…

୪ ଡିଗ୍ରୀ ତଳେ ୪ ସହର, ୧୮ ତାରିଖ…

ଭୁବନେଶ୍ୱର: ରାଜ୍ୟକୁ ପୁଣି ଫେରିଛି ଶୀତ। ତେବେ ଏହି ସ୍ଥିତି ୧୮ ତାରିଖ ପର୍ଯ୍ୟନ୍ତ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଫୁଲବାଣୀ ସହ ୪ ସହରର ତାପମାତ୍ରା ୪ ଡିଗ୍ରୀ ତଳେ ରହିଛି। ୨୪ ଘଣ୍ଟାରେ ଆଭ୍ୟନ୍ତରୀଣ ଓଡ଼ିଶାର ସର୍ବନିମ୍ନ ତାପମାତ୍ରା ୩ରୁ ୪…

ଆଜବେଷ୍ଟ ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା…

ପାଟଣା : ଆଜବେଷ୍ଟ ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଓ ଗହଣା ଲୁଟ୍। ଏହି ଦୁର୍ଘଟଣାଟି କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅଞ୍ଚଳରରେ ଘଟିଛି। ଗତ କାଲି ବିଳମ୍ବିତ ରାତିରେ ପାଟଣା ବଜାର ଉପରେ ଥିବା ପ୍ରମିଳା ଜୁଏଲାରୀର ପଛ ପଟ ଆଜବେଷ୍ଟ ଭାଙ୍ଗି ଲୁଟ୍‌ ହୋଇଛି। ଏନେଇ ଦୋକାନା ମାଲିକ ଥାନାରେ ଅଭିଯୋଗ…

ବିଶ୍ବର ସର୍ବବୃହତ ଟିକାକରଣ ଅଭିଯାନର…

ନୂଆଦିଲ୍ଲୀ: ସାରା ଦେଶରେ ଟିକାକରଣର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ। ଆଜି ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଏହି ଶୁଭ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। କୋଭିଡ୍ ଯୁଦ୍ଧରେ ପ୍ରୟୋଗ ହେବ ବ୍ରହ୍ମାସ୍ତ୍ର। ଆଜି ଦେଶବ୍ୟାପୀ ପ୍ରଥମ ପର୍ଯ୍ୟାୟ ଟିକାକରଣ। ସକାଳ…

ବ୍ରାଜିଲକୁ ପଠାଯିବ ୨୦ଲକ୍ଷ ଡୋଜ୍…

ନୂଆଦିଲ୍ଲୀ: ବ୍ରାଜିଲ ରାଷ୍ଟ୍ରପତି ବୋଲସନାରୋଙ୍କ ଅନୁରୋଧରେ ବ୍ରାଜିଲକୁ ପଠାଯିବ ୨୦ଲକ୍ଷ ଡୋଜ୍ କୋଭିସିଲ୍ଡ। ଏହା ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଦୁଇ ସପ୍ତାହ ମଧ୍ୟରେ ପ୍ରାୟ ୨୦ଲକ୍ଷ ଡୋଜ୍ କୋଭିସିଲ୍ଡ ପଠାଇବ। ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଦର ପୁନାୱାଲା…

ପରଲୋକରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବାପା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଓ କୃଣାଳ ପାଣ୍ଡ୍ୟାଙ୍କ ପିତାଙ୍କ ପରଲୋକ। ଶନିବାର ସକାଳେ ହୃଦଘାତ ହେବା ଫଳରେ ପାଣ୍ଡ୍ୟା ଭାଇଙ୍କ ପିତାଙ୍କ ଦେହାନ୍ତ ହୋଇଛି। ଏହି ଦୁଃଖଦ ଖବର ପାଇ ସୟଦ୍‌ ମୁସ୍ତାକ ଅଲୀ ଟି-୨୦ରେ ବରୋଦା ଦଳର ଅଧିନାୟକ କୃଣାଳ ପାଣ୍ଡ୍ୟା ବାୟୋ ବବଲ ଛାଡ଼ି ଘରକୁ…