Odisha Link
Bridging the Missing Links in Odisha
Daily Archives

January 16, 2021

ସଡ଼କ ଦୁର୍ଘଟଣାରେ ମୋପେଡ୍‌ ଆରୋହୀ ମୃତ

ଝାରସୁଗୁଡ଼ା: ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତି ମୃତ। ଏହି ଦୁର୍ଘଟଣାଟି ଝାରସୁଗୁଡ଼ା ସହରର ପ୍ରସନ୍ନ ପଣ୍ଡା ଛକରେ ଘଟିଛି। ଏକ ୧୦ ଜଣେ ମୋପେଡ୍‌ ଆରୋହୀଙ୍କ ଉପରେ ଏକ ୧୦ ଚକିଆ ଟ୍ରକ୍‌ ଚଢିଯାଇଥିଲା । ଘଟଣାସ୍ଥଳରେ ହିଁ ମୋପେଡ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ଭୁର୍କାମୁଣ୍ଡା ଗ୍ରାମର ବିକ୍ରମ…

ଆଜିଠାରୁ ସାରା ଦେଶରେ ଟିକାକରଣ

ଭୁବନେଶ୍ବର : ଆଜିଠାରୁ ସାରା ଦେଶରେ ହେବ ଟିକା କରଣ। ଦେଶର ବିଭିନ୍ନ ସହର ସମେତ ଓଡ଼ିଶାର ୧୬୧ଟି କେନ୍ଦ୍ରରେ କରୋନା ଟିକା ପ୍ରଦାନ କରାଯିବ।  ଆଜି ସକାଳ ସାଢ଼େ ୧୦ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବା ପରେ ଟିକାଦାନ ଆରମ୍ଭ ହେବ। ଭୁବନେଶ୍ବର ଓ ସୁନ୍ଦରଗଡ଼ର ଦୁଇଟି…