କାଲିଠୁ ଖୋଲିବ ଘଟଗାଁ ମା ତାରିଣୀ ମନ୍ଦିର
କେନ୍ଦୁଝର: କାଲିଠାରୁ ଖୋଲିବ ଘଟଗାଁର ମା ତାରିଣୀ ମନ୍ଦିର ଏଥିପାଇଁ ପ୍ରଶାସନ ତରଫରୁ ଏସ୍ପିଓ ଜାରି କରାଯାଇଛି। ସକାଳ ୮ଟାରୁ ଦିନ ୧୨ଟା ୩୦ ଓ ଅପରାହ୍ନ ୪ଟାରୁ ସନ୍ଧ୍ୟା ୬ଟା ୩୦ ପର୍ଯ୍ୟନ୍ତ ଦର୍ଶନ କରିବେ ଭକ୍ତ। ଥରକେ ୨୫ରୁ ୩୦ଭକ୍ତଙ୍କୁ ମନ୍ଦିର ବେଢ଼ା ଭିତରକୁ ପ୍ରବେଶ ଅନୁମତି ମିଳିଛି।
୧୦ ବର୍ଷରୁ…