Odisha Link
Bridging the Missing Links in Odisha
Daily Archives

January 19, 2021

ଉତ୍ତର ଦିଲ୍ଲୀର ବର୍ଜ୍ୟବସ୍ତରୁ ପ୍ରସ୍ତୁତ…

ଭୁବନେଶ୍ୱର: ଉର୍ଜାକୁ ଆତ୍ମନିର୍ଭର କରିବା ଓ ସ୍ୱଚ୍ଛ ଭାରତ ମିଶନ ଦିଗରେ ଯୁଗାନ୍ତକାରୀ ପଦକ୍ଷେପସ୍ୱରୂପ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ବର୍ଜ୍ୟବସ୍ତରୁ ଉର୍ଜା ଉତ୍ପାଦନ କରିବା ପାଇଁ ଇଣ୍ଡିଆନ ଅଏଲ କର୍ପୋରେସନ(ଆଇଓସିଏଲ) ଏବଂ ଉତ୍ତର ଦିଲ୍ଲୀ ମହାନଗର ନିଗମ(ଏନଡ଼ିଏମସି)…

ଆସନ୍ତାକାଲି ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ: ଆସନ୍ତା କାଲି ଶ୍ରୀମନ୍ଦିର ଭିତରେ ଅନୁଷ୍ଠିତ ହେବ ବନକଲାଗି ନୀତି ଏଥିପାଇ ବନ୍ଦ ରହିବ ଶ୍ରୀମନ୍ଦିର। ଦତ ମହାପାତ୍ର ସେବକ ଏହି ନୀତି ସମ୍ପାଦନ କରିବ। ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର ଦ୍ଵିତୀୟ ଭୋଗ ମଣ୍ଡପ ନୀତି ପରେ ଆରମ୍ଭ କରାଯିବ। ବନକଲାଗି ପାଇଁ ହିଙ୍ଗୁଳ, ହରିତାଳ, କେଶର, କର୍ପୁର, ଶଙ୍ଖ,…

ଭୁବନେଶ୍ବରରେ ପହଞ୍ଚିଲା ଦ୍ବିତୀୟ…

ଭୁବନେଶ୍ବର: ଓଡ଼ିଶାରେ ପହଞ୍ଚିଲା ଦ୍ବତୀୟ ପର୍ଯ୍ୟାୟ କରୋନା ଟିକା। ପୁନେ-ଭୁବନେଶ୍ବର ସ୍ପାଇସ୍‌ଜେଟ୍‌ ବିମାନରେ ଟିକା ଭୁବନେଶ୍ବରରେ ପହଞ୍ଚିଛି। ଏୟାରପୋର୍ଟରୁ ରାଜ୍ୟ ଭ୍ୟାକ୍‌ସିନ୍‌ ସେଣ୍ଟରକୁ ଟିକା ପଠା ଯାଇଛି। ୨ୟ ପର୍ଯ୍ୟାୟରେ ୩ ଲକ୍ଷ ୩୪ ହଜାର ୫୦୦ ଡୋଜ୍‌ ଟିକା ଆସିଛି। ପ୍ରକାଶ ଯେ, ପୂର୍ବରୁ…

ସମଲେଶ୍ବରୀ ମନ୍ଦିରର ବିକାଶ ଓ…

ସମ୍ବଲପୁର: ଓଡ଼ିଶାର ପ୍ରସିଦ୍ଧ ଶକ୍ତି ପୀଠ ସମଲେଶ୍ୱରୀଙ୍କ ମନ୍ଦିରର ସୌନ୍ଦର୍ଯ୍ୟ କରଣ ଓ ପାରିପାର୍ଶ୍ୱିକ ବିକାଶ କାର୍ଯ୍ୟ ଖୁବ ଶୀଘ୍ର ଆରମ୍ଭ କରାଯିବ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଆଜି ସମ୍ବଲପୁର ଯାଇ ମା ସମଲେଶ୍ୱରୀଙ୍କ ମନ୍ଦିର…

ବ୍ରିସବେନ୍ ବିଜୟ ପରେ ଟିମ୍ ଇଣ୍ଡିଆକୁ…

ନୂଆଦିଲ୍ଲୀ: ବ୍ରିସବେନ୍ ବିଜୟ ପରେ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଐତିହାସିକ ବିଜୟ ପାଇଁ ଭାରତୀୟ ଦଳକୁ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଅନ୍ୟପଟେ ଆଜିର ଐତିହାସିକ ବିଜୟ ପରେ ଭାରତୀୟ ଦଳ ପାଇଁ…

୪ ରାଜ୍ୟ ସହ ରହିଛି ସୀମା ବିବାଦ:…

ଭୁବନେଶ୍ୱର: ସୀମା ବିବାଦ ନେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ବିଧାନସଭା ଗୃହ କମିଟି ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକ ପରେ ବାଚସ୍ପତି ଶ୍ରୀ ପାତ୍ର କହିଛନ୍ତି ଯେ, ଆନ୍ଧ୍ର, ଛତିଶଗଡ଼, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ସହ ସୀମା ବିବାଦ ରହିଛି। କୁଟିଆ ଗ୍ରାମପୁଞ୍ଜର ବର୍ତ୍ତମାନ…

ଭିଜିଲାନ୍ସ ପଞ୍ଝାରେ ସ୍ବାସ୍ଥ୍ୟ…

ପାରାଦୀପ: ଲାଞ୍ଚ ନେବା ପଡ଼ିଲା ମହଙ୍ଗା। ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଲେ ରାଜପୁରର ସ୍ବାସ୍ଥ୍ୟ କର୍ମଚାରୀ। ସ୍ବାସ୍ଥ୍ୟ କର୍ମଚାରୀ ହେଲେ ଭରତ ଘାସି। ମୃତ୍ୟୁ ପ୍ରମାଣ ପତ୍ର ବାବଦରେ ୧୫୦୦ ଟଙ୍କା ଲାଞ୍ଚ ନେଉଥିଲେ। ମିଳିଥିବା ସୂଚନା ମୁତାବକ, ସରୋଜିନୀ କିଷାନଙ୍କ ବାପା-ମାଆଙ୍କ ମୃତ୍ୟୁ…

ରଥଯାତ୍ରା ପାଇଁ ତାମିଲନାଡୁରୁ ଆସିବ…

ପୁରୀ: ରଥଯାତ୍ରା ପାଇଁ ତାମିଲନାଡୁରୁ ଆସିବ ଚନ୍ଦନ କାଠ। ୧ କ୍ୱିଣ୍ଟାଲ ଚନ୍ଦନ କାଠ ତାମିଲନାଡୁରୁ ଆସିବ। ତାମିଲନାଡ଼ୁ ଫରେଷ୍ଟ କଞ୍ଜରଭେସନ ଡିପାର୍ଟମେଣ୍ଟ ପୁରୀ ରଥଯାତ୍ରା ପାଇଁ ଏହି ଚନ୍ଦନ କାଠ ପ୍ରଦାନ କରିବ। ରଥଯାତ୍ରା ପାଇଁ ୧୦ କ୍ୱିଣ୍ଟାଲ ଚନ୍ଦନ କାଠ ମଗାଯାଇଥିଲେ ବି ୧ କ୍ୱିଣ୍ଟାଲ ମିଳିବ ବୋଲି…

ପେଟ୍ ସିଟି ସ୍କାନ ଖର୍ଚ୍ଚ ବହନ କରିବେ…

କଟକ: ଏଣିକି କ୍ୟାନସର ରୋଗୀମାନଙ୍କର ପେଟ୍ ସିଟି ସ୍କାନର ସମସ୍ତ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର। ପୂର୍ବରୁ ପେଟ୍ ସିଟି ସ୍କାନ ବାବଦରେ ରୋଗୀଙ୍କୁ ବହୁତ ଖର୍ଚ୍ଚାନ୍ତ ହେବାକୁ ପଡ଼ୁଥିଲା। ଜଣେ କ୍ୟାନସର ରୋଗୀ ହାଇକୋର୍ଟରେ ଏହି ସମସ୍ୟା ନେଇ ଏକ ମାମଲା ଦାୟର କରିଥିଲେ। ମାମଲାର ଶୁଣାଣି କରି ଆଜି…

ବିସିସିଆଇ ପକ୍ଷରୁ ଟିମ୍ ଇଣ୍ଡିଆକୁ ୫…

ନୂଆଦିଲ୍ଲୀ: ବିଦେଶ ମାଟିରେ ଇତିହାସ ରଚିଛି ଭାରତ। ବ୍ରିସବେନ୍ ଟେଷ୍ଟରେ ଅଷ୍ଟ୍ରେଲିଆକୁ ୩ ୱିକେଟରେ ହରାଇ ଐତିହାସିକ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ। ୨-୧ରେ ସିରିଜ୍ ଜିତିଛି ଭାରତ। ବର୍ଡର ଭାଗାସ୍କର ଟ୍ରଫି ହାତେଇଛି ଟିମ୍ ଇଣ୍ଡିଆ। ବିଜୟ ପରେ ଟିମ୍ ଇଣ୍ଡିଆକୁ ୫ କୋଟିର ବୋନସ୍ ଘୋଷଣା ହୋଇଛି। ୫…