Odisha Link
Bridging the Missing Links in Odisha
Daily Archives

January 19, 2021

ପୁଣି ପଦାରେ ପଡ଼ିଲା ଚୀନର ମନମାନି,…

ନୂଆଦିଲ୍ଲୀ: ଭାରତ-ଚୀନ ସୀମାରେ ଲାଗି ରହୁଥିବା ଉତ୍ତେଜନାକୁ ହ୍ରାସ କରିବା ପାଇଁ ଉଭୟ ଦେଶ ମଧ୍ୟରେ ବସୁଛୁ ଗୋଟାଏ ପରେ ଗୋଟାଏ ବୈଠକ। କିନ୍ତୁ ଏସବୁ ମଧ୍ୟରେ ବଦଳୁ ନାହିଁ ଚୀନର ଭାରତ ବିରୋଧୀ ମନୋଭାବ।ଗୋଟାଏ ପଟେ ଆଲୋଚନା ଚାଲୁଥିବା ବେଳେ ଅନ୍ୟପଟେ ଭାରତକୁ ଅଡ଼ୁଆରେ ପକାଇବା ପାଇଁ ଉଦ୍ୟମ କରୁଛି ଚୀନ।…

୨୦ କୋଟିରୁ ଉର୍ଦ୍ଧ୍ବ ଗଞ୍ଜେଇ ଚାଷ ନଷ୍ଟ

ଲମତାପୁଟ : ଜୟନ୍ତୀଗିରି ଜଙ୍ଗଲରେ ବିପୁଳ ପରିମାଣର ଗଞ୍ଜେଇ ଚାଷ ନଷ୍ଟ କରିଛି ପୁଲିସ। ପୁଲିସ ପ୍ରାୟ ୨୦ ଏକର ଚାଷ ଜମି ନଷ୍ଟ କରିଛି। ଏହାର ମୂଲ୍ୟ ପ୍ରାୟ ୨୦ କୋଟିରୁ ଉର୍ଦ୍ଧ୍ବ ହେବ। ଲମତାପୁଟ, ନନ୍ଦପୁର କୋରାପୁଟ ପୋଲିସ, ଡିଭିଏଫ ଏବଂ ଅବକାରୀ ବିଭାଗ ସ୍ଥାନୀୟ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗଞ୍ଜେଇ…

ରକ୍ତ ରଞ୍ଜିତ ହେଲା ଶୁଲିଆ ପୀଠ

ବଲାଙ୍ଗିର: ରକ୍ତ ରଞ୍ଜିତ ହେଲା ଶୁଲିଆ ପୀଠ। ବଲାଙ୍ଗିରର ପ୍ରସିଦ୍ଧ ଶୁଲିଆ ଯାତ୍ରାରେ ପୁଣି ପଡ଼ିଲା ବଳି। ବଡ଼ଖଳା ଓ ସାନଖଳାରେ ମାନସିକଧାରୀ ବଳି ପକାଇଛନ୍ତି। ବିଳମ୍ବିତ ରାତିରେ ନୀତିପୂଜା ଶେଷ ପରେ ସକାଳୁ ବଳି ପଡ଼ିଛି। ପ୍ରଶାସନ ପକ୍ଷରୁ ସୁରକ୍ଷା କଡ଼ାକଡ଼ି କରାଯାଇଥିବା ବେଳେ ଦୋକାନ ବଜାର ବନ୍ଦ…

ରାଜଧାନୀରେ ନିର୍ମାଣ ହେବ ଦ୍ୱିତୀୟ ଫୁଟ୍…

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ନିର୍ମାଣ ହେବ ଦ୍ୱିତୀୟ ଫୁଟ୍ ଓଭର ବ୍ରିଜ୍। ୧୬ନମ୍ବର ଜାତୀୟ ରାଜପଥର ସହିଦନଗର-ସତସଙ୍ଗ ବିହାର ମଧ୍ୟରେ ହେବ ଏହି ଫୁଟ ଓଭର ବ୍ରିଜ୍। ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଭୁବନେଶ୍ୱର ସ୍ଥିତ ଜାତୀୟ ରାଜପଥ ପ୍ରାଧିକରଣର ପ୍ରକଳ୍ପ ନିର୍ଦ୍ଦେଶକଙ୍କ…

୧୮ ଜଣ ଶ୍ରମିକଙ୍କ ଉପରେ ଚଢ଼ିଗଲା ଟ୍ରକ

ସୁରାଟ: ଗୁଜୁରାଟର ସୁରାଟରେ ଏକ ଅଭାବନୀୟ ଘଟଣା ଘଟିଛି। ସୁରଟର କିମ୍‌ ଚାର୍‌ ରାସ୍ତାର ଫୁଟ୍‌ପାଥରେ ୧୮ ଜଣଙ୍କ ଉପରେ ଚଢ଼ି ଗଲା ଏକ ଟ୍ରକ୍‌‌ । ଫଳରେ ଘଟଣାସ୍ଥଳରେ ହିଁ ୧୫ ଜଣଙ୍କର ମୃତ୍ୟୁ ହୋଇଛି। ସମସ୍ତ ମୃତକ ଶ୍ରମିକ ରାଜସ୍ଥାନର ବୋଲି ପୁଲିସ ସୂଚନା ଦେଇଛି। ତେବେ ମୃତକଙ୍କ ମଧ୍ୟରେ ଗୋଟିଏ ଶିଶୁ…

ଆଜି ପହଞ୍ଚିବ ଦ୍ୱିତୀୟ ପର୍ଯ୍ୟାୟ ଟିକା

ଭୁବନେଶ୍ୱର : ଆଜି ଭୁବନେଶ୍ବରରେ ପହଞ୍ଚିବ ଦ୍ୱିତୀୟ ପର୍ଯ୍ୟାୟ କରୋନା ଟିକା । ୧୦ ଡୋଜ୍ ବିଶିଷ୍ଟ ୩ଲକ୍ଷ ୩୪ହଜାର ୫୦୦ ଡୋଜ୍ ଆସିବାର ଅଛି ବୋଲି ସୂଚନା ମିଳୁଛି। ଆଜି ଅପରାହ୍ନ ପ୍ରାୟ ୪ଟା ୨୫ ମିନିଟରେ ଏହି ଟିକା ଧରି ଆସୁଥିବା ବିମାନ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିବ। ଯେଉଁ ହିତାଧିକାରୀମାନେ…