ବର୍ଡର-ଗାଭାସ୍କର ଟ୍ରଫି ଜିତିଲା ଭାରତ, ରୋମାଞ୍ଚକର ମ୍ୟାଚରେ କଙ୍ଗାରୁ ବାହିନୀକୁ ଦେଲା ମାତ୍

ନୂଆଦିଲ୍ଲୀ: ଲଗାତାର ଦ୍ବିତୀୟ ଥର ପାଇଁ ଅଷ୍ଟ୍ରେଲିଆ ମାଟିରେ ବର୍ଡର-ଗାଭାସ୍କର ଟ୍ରଫି ଜିତିଲା ଟିମ୍ ଇଣ୍ଡିଆ। ବ୍ରିସ୍ବେନ୍ ଟେଷ୍ଟରେ ଦମଦଦାର ବିଜୟ ସହ ସିରିଜ ହାତେଇଲା ଟିମ୍ ଇଣ୍ଡିଆ। ଶୁବମନ୍ ଗିଲ, ଚେତେଶ୍ବର ପୂଜାର ଓ ଋଷଭ ପନ୍ତଙ୍କ ଦମଦାର ପାରି ବଳରେ ଟିମ୍ ଇଣ୍ଡିଆ ଜିତିଲା ବର୍ଡର-ଗାଭାସ୍କର ଟ୍ରଫି।
ବ୍ରିସବେନ୍ ଟେଷ୍ଟରେ ଅଷ୍ଟ୍ରେଲିଆ ଟିମ୍ ଇଇଣ୍ଡିଆକୁ ୩୨୮ ରନରର ଟା୍ଗେଟ ଦେଇଥିଲା। ଟିମ୍ ଇଣ୍ଡିଆ ୫ମ ଦିନର ଖେଳ ଶେଷ ପୂର୍ବରୁ ୭ ଓ୍ବିକେଟ ହରାଇ ବିଜୟ ଲକ୍ଷ୍ୟ ପୂରଣ କରିଥିଲା। ଯାହାଫଳରେ ଟିମ୍ ଇଣ୍ଡିଆ ବର୍ଡର ଗାଭାସ୍କର ଟ୍ରଫିକୁ ୨-୧ରେ ଜିତି ୨୦୨୧ର ପ୍ରଥମ ସିରିଜ ନିଜ ନାମରେ କରିଛି।
Comments are closed.