ରାଜ୍ୟରେ ସୁସ୍ଥ ହେଲେ ୨୭୦ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ବର: ରାଜ୍ୟରେ ସୁସ୍ଥ ହେଲେ ୨୭୦ଜଣ କରୋନା ଆକ୍ରାନ୍ତ। ଏହାକୁ ମିଶାଇ ରାଜ୍ୟରେ ୩୩୦୩୨୧ଜଣ କରୋନା ଆକ୍ରାନ୍ତ ସୁସ୍ଥ ସଂଖ୍ୟାକୁ ବୃଦ୍ଧିି ପାଇଛି।ଏହା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ କରି ସୂଚନା ଦେଇଛନ୍ତି।
Another 270 Covid patients have recovered and are being discharged on 20.01.2021
37 from Sambalpur
28 from Anugul
23 from Bargarh
20 from Puri
17 from Jharsuguda
14 from Sundargarh
10 from Gajapati
10 from Jajapur
10 from Kandhamal
10 from Khordha
9 from Baleswar
9 from Koraput— H & FW Dept Odisha (@HFWOdisha) January 20, 2021
ସମ୍ବଲପୁରରୁ ୩୭ଜଣ ଅନୁଗୁଳରୁ ୨୮ଜଣ, ବରଗଡ଼ରୁ ୨୩ଜଣ, ପୁରୀରୁ ୨୦ଜଣ, ଝାରସୁଗୁଡ଼ାରୁ ୧୭ଜଣ, ସୁନ୍ଦରଗଡ଼ରୁ ୧୪ଜଣ, ଗଜପତିରୁ ୧୦ଜଣ, ଯାଜପୁରରୁ ୧୦ଜଣ, କନ୍ଧମାଳରୁ ୧୦ଜଣ, ଖୋର୍ଧାରୁ ୧୦ଜଣ, ବାଲେଶ୍ବରରୁ ୯ଜଣ, କୋରାପୁଟରୁ ୯ଜଣ ଲେଖାଏଁ ମୟୁରଭଞ୍ଜରୁ ୯ଜଣ, ରାୟଗଡ଼ାରୁ ୯ଜଣ, ବଲାଙ୍ଗୀରରୁ ୮ଜଣ, କଳାହାଣ୍ଡିରୁ ୮ଜଣ, କଟକରୁ ୫ଜଣ, କେନ୍ଦ୍ରାପଡ଼ାରୁ ୫ଜଣ, ନୂଆପଡ଼ାରୁ ୫ଜଣ, ମାଲକାନଗିରିରୁ ୪ଜଣ, ସୁବର୍ଣ୍ଣପୁରରୁ ୪ଜଣ, ଭଦ୍ରକରୁ ୩ଜଣ, ଦେବଗଡ଼ରୁ ୩ଜଣ, ଜଗତସିଂହପୁରରୁ ୩ଜଣ, ଗଞ୍ଜାମରୁ ୨ଜଣ ଓ ଷ୍ଟେଟପୁଲରୁ ୨ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
Comments are closed.