Odisha Link
Bridging the Missing Links in Odisha
Daily Archives

January 20, 2021

ଟ୍ରାକ୍ଟର ରାଲିରେ ରୋକ ପାଇଁ ମନା କଲେ…

ନୂଆଦିଲ୍ଲୀ: ଚାଷୀଙ୍କ ଟ୍ରାକ୍ଟର ରାଲି ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛିି। ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି ସର୍ବୋଚ୍ଚ ନ୍ୟାୟଳୟ। ଏହି ମାମଲାରେ ଏବେ ନିଷ୍ପତ୍ତି ଦିଲ୍ଲୀ ପୁଲିସ୍ ହାତରେ ଛାଡ଼ିଛନ୍ତି ସୁପ୍ରିମକୋର୍ଟ। ଟ୍ରାକ୍ଟର ରାଲି ପ୍ରସଙ୍ଗରେ ଦିଲ୍ଲୀ…

ସଞ୍ଜିବ ମିତ୍ତଲ ହେଲେ ସମ୍ବଲପୁର…

ଭୁବନେଶ୍ୱର: ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ଭାବେ ପ୍ରଫେସର ସଞ୍ଜୀବ ମିତ୍ତଲଙ୍କୁ ନିଯୁକ୍ତି ଦିଆଯାଇଛି। ରାଜ୍ୟପାଳ ଗଣେଶୀ ଲାଲ ଶ୍ରୀ ମିତ୍ତଲଙ୍କୁ କୁଳପତିଭାବେ ନିଯୁକ୍ତି ଦେଇଛନ୍ତି। ରାଜ୍ୟପାଳ ୪ ବର୍ଷ ପାଇଁ ତାଙ୍କୁ ନିଯୁକ୍ତି ଦେଇଛନ୍ତି। ଏବେ ଶ୍ରୀ ମିତ୍ତଲ ଜିଜିଏସଆଇ ବିଶ୍ୱବିଦ୍ୟାଳୟରେ…

କଲେଜ ନ ଯାଇ ବି ଦରମା ନେଇଛନ୍ତି…

ଢେଙ୍କାନାଳ: ମନ୍ତ୍ରୀଙ୍କୁ ଖୁସି କରିବା ପାଇଁ ପିଏଚଡି ନାଁରେ ମନ୍ତ୍ରୀଙ୍କ ବୋହୁଙ୍କୁ ଛୁଟି ଓ ଦରମା ଦିଆଯାଇଥିବା ଅଭିଯୋଗ ହୋଇଛି। ଏମିତି ଏକ ଖବର ଆସିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର କଲେଜରୁ। ସୂଚନା ଅଧିକାର ଆଇନ ବଳରେ କାମାକ୍ଷାନଗର କଲେଜରେ ଚାଲିଥିବା ଦୁର୍ନୀତି ପଦାରେ ପଡ଼ିଛି। ଏନେଇ ଓଡ଼ିଶା…

ରାଜଧାନୀରେ ନକଲି ସସ କାରଖାନା ଠାବ

ଭୁବନେଶ୍ୱର: ନକଲି କାରଖାନାର ହବ ପାଲଟିବାକୁ ବସିଛି ରାଜଧାନୀ ଭୁବନେଶ୍ୱର। ଗତ କିଛି ମାସ ହେଲା କଟକରେ ଅଧିକାଂଶ ସାମଗ୍ରୀର ନକଲି କାରଖାନା ଠାବ କରାଯାଉଥିବାବେଳେ ଭୁବବେନଶ୍ୱରରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି। ଆଜି ଭୁବନେଶ୍ୱରରେ ଏକ ନକଲି ସସ ଓ ଆଚାର କାରଖାନା ଉପରେ ଚଢଉ କରାଯାଇଛି। ଉକ୍ତ ନକଲି…

କରୋନା: ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୭…

ଭୁବନେଶ୍ବର: ଦୀର୍ଘ ନଅ ମାସ ପରେ ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୫୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୩୭୨୩ରେ ପହଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ…

ସୁଯୋଗ ମିଳିଲେ ଖୁସି ହେବି: ପ୍ରତିଭା…

ଭୁବନେଶ୍ବର: କିଛି ଦିନ ପରେ ପିପିଲିରେ ଅନୁଷ୍ଠିତ ହେବ ଉପନିର୍ବାଚନ। ଏଥିଲାଗି ସବୁ ରାଜନୈତିକ ଦଳ ନିଜ ନିଜର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଏହାକୁ ନେଇ ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପତ୍ନୀ ପ୍ରତିଭା ମହାରଥୀଙ୍କ ପ୍ରତିକ୍ରିୟା ପ୍ରକାଶ ପାଇଛି। ଏନେଇ ପ୍ରତିଭା ମହାରଥୀ କହିଛନ୍ତି ଯେ,…

ଶ୍ରୀମନ୍ଦିରରେ ନିର୍ବିଘ୍ନ ଦର୍ଶନ ଲାଗି…

ପୁରୀ: କାଲି ଠାରୁ ବିନା ନେଗେଟିଭ ରିପୋର୍ଟରେ ଭକ୍ତ ଦର୍ଶନ କରିବେ ଶ୍ରୀଜିଉଙ୍କୁ। ଏନେଇ ନିର୍ବିଘ୍ନ ଦର୍ଶନ ନେଇ ପୁରୀ ଜିଲ୍ଲାପାଳ ପରମର୍ଶ ଦେଇଛନ୍ତି। ଡିଆଇଜି ଆଶିଷ ସିଂହ ଓ ଏସ୍‌ପି ସମୀକ୍ଷା କରିଛନ୍ତି। ଦୈଦିକ ୩୦ ହଜାର ଶ୍ରଦ୍ଧାଳୁଙ୍କ ନିର୍ବିଘ୍ନ ଦର୍ଶନ ପାଇଁ ପ୍ରସ୍ତୁତି କରାଯାଇଛି। ସକାଳ ୬ରୁ ୭ଟା…

ପଥରଦ୍ୱାର ଗାଁରେ ଜଳିଗଲା ୮ ବଖରା ଘର

ନୟାଗଡ଼: ନୟାଗଡ଼ ଜିଲ୍ଲା ଖଣ୍ଡପଡା ବ୍ଲକ ପଥରଦ୍ୱାର ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ବିଳମ୍ବିତ ରାତିରେ ନିଆଁ ଲାଗି ୬ଟି ପରିବାରର ୮ ବଖରା ଘର ପୋଡି ପାଉଁଶ ହୋଇଛି। ଲକ୍ଷାଧିକ ଟଙ୍କାର ସଂପତି ନଷ୍ଟ ହୋଇଥିବା ଅଭିଯୋଗ ଆଣିଛନ୍ତି କ୍ଷତିଗ୍ରସ୍ତ ପରିବାର। ଗତକାଲି ରାତିରେ ନିଆଁ ଲାଗି ଚାହୁଁ ଚାହୁଁ…

ସେନା ବାହିନୀରେ ଶ୍ରେଷ୍ଠ ଦେଶସେବା…

ଭୁବନେଶ୍ବର: ଆଜି ଭୁବନେଶ୍ୱର ସ୍ଥିତ ସୈନିକ ସ୍କୁଲରେ ପହଞ୍ଚିଛନ୍ତି ଏଲଜି ଚଣ୍ଡୀ ପ୍ରସାଦ ମହାନ୍ତି । ଯୁବକ ଓ ଯୁବତୀଙ୍କୁ ସେନା ବାହିନୀରେ ଯୋଗଦେବାକୁ ଚଣ୍ଡୀପ୍ରସାଦ ଆହ୍ବାନ ଦେଇଛନ୍ତି। ଏନସିସି ଓ ଆର୍ମି ସ୍କୁଲ ସମ୍ପର୍କରେ ଆଗ୍ରହୀ ହେବାକୁ ପରାମର୍ଶ ଦେଇଛନ୍ତି ଚଣ୍ଡୀପ୍ରସାଦ। ଆର୍ମି ଭେଟେରାନଙ୍କୁ…

ଆଜିଠାରୁ ଖୋଲିବ ନେତାଜୀ ସଂଗ୍ରହାଳୟ

କଟକ: କରୋନା କଟକଣା ଭିତରେ ଆଜିଠାରୁ ଖୋଲିବ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ। ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ଏନେଇ ନିଷ୍ପତି ନିଆଯାଇଛି। ଚଳଚଞ୍ଚଳ ହୋଇଉଠିଛି ନେତାଜୀ ସଂଗ୍ରହାଳୟ। ନାନା ପ୍ରକାର ଫୁଲ ଗଛରେ ଝଲସି ଉଠୁଛି ପରିସର। କଟକ ଓଡ଼ିଆ ବଜାରସ୍ଥିତ ନେତାଜୀ ସଂଗ୍ରହାଳୟର ରଙ୍ଗ କାମ ଓ…