Odisha Link
Bridging the Missing Links in Odisha

ଜାନୁଆରୀ ୨୬ ରୁ ଆଦିବାସୀ ମେଳା

ଭୁବନେଶ୍ବର: ଭୁବନେଶ୍ବରରେ ଜାନୁଆରୀ ୨୬ରୁ ଆରମ୍ଭ ହେବ ଆଦିବାସୀ ମେଳା। ଏହି ମେଳା ଜାନୁଆରୀ ୨୬ରୁ ଫେବୃୟାରୀ ୯ ତାରିଖ ଯାଏଁ ଅନୁଷ୍ଠିତ ହେବ।

ଭୁବନେଶ୍ବର ୟୁନିଟ୍‌-୧ ଆଦିବାସୀ ପଡ଼ିଆରେ ହେବ ଆଦିବାସୀ ମେଳା। ଦୈନିକ ପୁବାହ୍ନ ୧୧ଟା ରୁ ସଂଧ୍ୟା ୭ ଟା ଯାଏ ଚାଲିବ ମେଳା। କୋଭିଡ଼ ନିୟମ ମାନି ମେଳା ଆୟୋଜନ କରାଯିବାକୁ ନିଷ୍ପତ୍ତି।

Comments are closed.