ଫେବ୍ରୁଆରି ୧୮ରେ ହେବ ପ୍ରଦୀପଙ୍କ ଆବେଦନର ଶୁଣାଣି

କଟକ: ଜେଲରେ ଓକିଲ ଓ ସମ୍ପର୍କୀୟଙ୍କୁ ଭେଟିବା ଅନୁମତି ପ୍ରସଙ୍ଗକୁ ନେଇ ବିଧାୟକ ପ୍ରଦୀପ ପାଣୀଗ୍ରାହୀ ଦାଖଲ କରିଥିବା ଆବେଦନର ପୂର୍ଣ୍ଣାଙ୍ଗ ଶୁଣାଣି ଆସନ୍ତା ଫେବ୍ରୁଆରି ୧୮ ତାରିଖରେ ହେବ। ଆଜି ଏ ସମ୍ପର୍କୀତ ମାମଲାର ହାଇକୋର୍ଟରେ ଶୁଣାଣି ଅଧା ରହିଛି।
ମାମଲାର ଶୁଣାଣି ସମୟରେ ଆବେଦନକାରୀଙ୍କୁ ତାଙ୍କ ଆଇନଜୀବୀଙ୍କ ସହିତ ପରାମର୍ଶ ପାଇଁ ଅନୁମତି ସମ୍ପର୍କିତ ପୂର୍ବ ଅନ୍ତରୀଣ ନିଦ୍ଦେଶ କାର୍ଯ୍ୟକାରୀ କରାଯାଇଥିବା ନେଇ ସରକାରଙ୍କ ପକ୍ଷରୁ ଦର୍ଶାଯାଇଥିଲା।
Comments are closed.