୪୨୬୭ଟି ଡିଏଲ ୩ ମାସ ପାଇଁ ବାତିଲ
ଭୁବନେଶ୍ବର: ଜାନୁଆରୀ ୧ରୁ ୨୧ ମଧ୍ୟରେ ରାଜ୍ୟରେ ୪୨୬୭ଟି ଡିଏଲ ୩ ମାସ ପାଇଁ ବାତିଲ କରାଯାଇଛି। ମଦ ପିଲ ଗାଡ଼ି ଚାଳନା, ଦ୍ରୁତଗତି, ସିଗନାଲ ଭାଙ୍ଗିବା ଅଭିଯୋଗରେ ଡିଏଲ ବାତିଲ ହୋଇଛି। ଏହା ସହିତ ଓଭରଲୋଡ଼, ଗାଡ଼ି ଚାଳନା ବେଳେ ମୋବାଇଲ ବ୍ୟବହାର ଯୋଗୁଁ ମଧ୍ୟ ଡିଏଲ୍ ବାତିଲ କରାଯାଇଛି। ଅଧିକ ଯାତ୍ରୀ…