Odisha Link
Bridging the Missing Links in Odisha
Daily Archives

January 22, 2021

ଅନୁଭବ-ବର୍ଷା ବିବାଦ: ମଧ୍ୟସ୍ଥତାକୁ…

ଭୁବନେଶ୍ୱର: ଓଡ଼ିଶାର ଷ୍ଟାର ଦମ୍ପତି ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶନୀଙ୍କ ମଧ୍ୟରେ ପାରିବାରିକ ବିବାଦ ଲାଗି ରହିଛି। ବହୁ ଚେଷ୍ଟା ସତ୍ତ୍ବେ ମଧ୍ୟ ଏ ପର୍ଯ୍ୟନ୍ତ ବିବାଦର କୌଣସି ସମାଧାନ ହୋଇପାରି ନାହିଁ। ଅନ୍ୟପଟେ ଆଜି ଏସଡିଜେଏମ କୋଟଙ୍କ ମଧ୍ୟସ୍ଥତା କେନ୍ଦ୍ରକୁ ଅନୁଭବ ମହାନ୍ତି ଆସିନଥିବା…

ବିଧାନସଭାରେ ଅନଲାଇନରେ ହେବ ପ୍ରଶ୍ନୋତ୍ତର

ଭୁବନେଶ୍ବର: ବିଧାନସଭାରେ ଅନଲାଇନରେ ହେବ ପ୍ରଶ୍ନୋତ୍ତର।ପ୍ରଥମଥର ପାଇଁ ବିଧାନସଭାରେ ଅନଲାଇନରେ ଚାଲିବ ପ୍ରଶ୍ନକାଳ। ବିଧାନସଭା ବଜେଟ ଅଧିବେଶନରେ ପ୍ରଶ୍ନୋତ୍ତର କାଳକୁ ପେପରଲେସ କରିବା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି। ବିଧାନସଭାରେ ଅନଲାଇନରେ ପ୍ରଶ୍ନୋତ୍ତର ନେଇ ବାଚସ୍ପତି ଡକ୍ଟର ସୂର୍ଯ୍ୟ ନାରାୟଣ…

ବିଶ୍ବର ଲୋକ ପ୍ରିୟ ଅଭିନେତ୍ରୀଙ୍କ…

ମୁମ୍ବାଇ : ବିଶ୍ବର ଲୋକ ପ୍ରିୟ ଅଭିନେତ୍ରୀର ଶୀର୍ଷ ସ୍ଥାନ ପ୍ରାପ୍ତ କରିଛନ୍ତି ଦୀପିକା ପାଦୁକୋନ୍। ସେ ୨୦୨୦ର ସବୁଠୁ ଲୋକପ୍ରିୟ ମହିଳା ତାରକା ସୂଚୀରେ ପୁଣିଥରେ ଟପ୍ କରିଛନ୍ତି। ଦୀପିକା ତାଙ୍କର ନିଖୁଣ ଅଭିନୟରେ ସମସ୍ତଙ୍କ ମନକୁ କିଣି ନେଇଛନ୍ତି। ସେ ଅନେକ ସିନେମାରେ ଚମତ୍କାର ଅଭିନୟ ପ୍ରଦର୍ଶନ…

ଆସନ୍ତାକାଲି କଟକ ଯିବେ ମୁଖ୍ୟମନ୍ତ୍ରୀ

କଟକ: ଆସନ୍ତାକାଲି କଟକ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ। କଟକ ଓଡ଼ିଆ ବଜାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ୍‌ଙ୍କ ବାସଭବନରେ ପହଞ୍ଚି, ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ। ଏହା ପରେ ନେତାଜୀଙ୍କ ନାମରେ ଖାନନଗରରେ ହେବାକୁ ଯାଉଥିବା ଅନ୍ତଃରାଜ୍ୟ ବସ ଟର୍ମିନାଲର ଶିଳାନ୍ୟାସ…

ଡ୍ରାମା କରୁଛି ବିଜେପି: ବିଜେଡ଼ି

ଭୁବନେଶ୍ବର: ସମ୍ବଲପୁରରେ ବିଜେପିର ଚାଷୀ ଆନ୍ଦୋଳନ ନେଇ ବିଜେଡ଼ି ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଜେପି ଡ୍ରାମା କରୁଛି ବୋଲି କହିଛନ୍ତି ବିଜେଡ଼ି ମୁଖପାତ୍ର ଶ୍ରୀମୟୀ ମିଶ୍ର। ଏହା ସହିତ ଶ୍ରୀମୟୀ କହିଛନ୍ତି ଯେ, ରାଜ୍ୟରେ ଧାନ ସଂଗ୍ରହ ସୁରୁଖୁରୁରେ ଚାଲିଛି। ଚଳିତ ବର୍ଷ ଧାନ ସଂଗ୍ରହରେ ରେକର୍ଡ…

ପରୀକ୍ଷା ପଦ୍ଧତି ଓ ନମ୍ବର ଆବଣ୍ଟନ…

କଟକ: ପରୀକ୍ଷାର୍ଥୀଙ୍କ ପାଇଁ ପରୀକ୍ଷା ପଦ୍ଧତି ଓ ନମ୍ବର ଆବଣ୍ଟନ ସଂକ୍ରାନ୍ତରେ ମାଧ୍ୟମିକ ଶିକ୍ଷା ବୋର୍ଡ ବିଜ୍ଞପ୍ତି ଜାରି କରିଛି। ପୁରାତନ ଓ ନୂତନ ପାଠ୍ୟକ୍ରମର ପରୀକ୍ଷାର୍ଥୀଙ୍କୁ ଭିତ୍ତି କରି ସାଧାରଣ ବିଜ୍ଞାନ ଏବଂ ସାମାଜିକ ବିଜ୍ଞାନ ବିଷୟରେ ଦୁଇ ପ୍ରକାରର ପ୍ରଶ୍ନପତ୍ର ଆସିବ ବୋଲି ଏହି…

ଦେହରେ କିରାସିନି ଢାଳି ଆତ୍ମହତ୍ୟା ଉଦ୍ୟମ

ବିନିକା: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ସିନ୍ଦୁରପୁର ପଞ୍ଚାୟତ ଗଣେଶପୁର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଯୁବତୀ ନିଜ ଦେହରେ କିରାସିନି ଢାଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ୧୦୮ ଆମ୍ବୁଲାନ୍ସ ଯୋଗେ ବିନିକା ଡାକ୍ତରଖାନାରେ ଭର୍ତ୍ତି…

ରାଜ୍ୟରେ କରୋନା: ୧୫୪ ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୫୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୪୦୨୦ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୮୯ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୬୫ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।…

ପ୍ରଫେସର ସଂଜୟ ନାୟକ ହେଲେ ରେଭେନ୍ସା…

କଟକ: ରେଭେନ୍ସା ବିଶ୍ବ ବିଦ୍ୟାଳୟର ନୂତନ କୁଳପତି ନିଯୁକ୍ତ ହୋଇଛନ୍ତି। ପ୍ରଫେସର ସଂଜୟ କୁମାର ନାୟକ ହେଲେ ରେଭେନ୍ସା କୁଳପତି। ପ୍ରଫେସର ସଞ୍ଜୟ ନାୟକଙ୍କୁ ୪ ବର୍ଷ ପାଇଁ ନିଯୁକ୍ତି ଦିଆଯାଇଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ତାଙ୍କୁ ନିଯୁକ୍ତି ଦେଇଛନ୍ତି।  ପ୍ରଫେସର ନାୟକ ଏବେ ଚେନ୍ନାଇ ସିପେଟର…

IPL ଅକସନ୍‌ ୨୦୨୧: ୬ ଖେଳାଳିଙ୍କ ନାଁ…

କଟକ: ଆଉ କିଛି ମାସ ପରେ ବାଜିବ ଆଇପିଏଲ ୨୦୨୧ର ବିଗୁଲ। ଏଥିପାଇଁ ପ୍ରସ୍ତୁତି ଚଳାଇଛି ବିସିସିଆଇ। ଆଇପିଏଲ ମହାସମର ପୂର୍ବରୁ ଅନୁଷ୍ଠିତ ହେବ ଅକସନ୍। ଏଥିପାଇଁ ଶୁକ୍ରବାର ଦିନ ଆଇପିଏଲ ଅକସନରେ ସାମିଲ ହେବା ପାଇଁ ୬ ଓଡ଼ିଆ ଖେଳାଳିଙ୍କୁ ମନୋନୀତ କରିଛି ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍। ୬ଜଣ ଖେଳାଳିଙ୍କ…