Odisha Link
Bridging the Missing Links in Odisha
Daily Archives

January 22, 2021

କେଲୁଅ ଘାଇରେ ଭିଜିଲାନ୍ସ ଟିମ୍

ଯାଜପୁର: କେଲୁଅ ନଦୀ ରମାପୁରରେ ମନୁଷ୍ୟକୃତ ଘାଇ ଅଭିଯୋଗ ପ୍ରସଙ୍ଗ। ତଦନ୍ତ ପାଇଁ ଘଟଣା ସ୍ଥଳରେ ପହଞ୍ଚିଲା ଭିଜିଲାନ୍ସର ୫ ଜଣିଆ ଟିମ୍। ଭିଜିଲାନ୍ସ ଅତିରିକ୍ତ ଏସ୍‌ ପି ହର ନାରାୟଣ ପତିଙ୍କ ନେତୃତ୍ୟରେ ଏହି ତଦନ୍ତ ହୋଇଛି। ଘାଇ ମନୁଷ୍ୟକୃତ ବୋଲି ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଅଭିଯୋଗକୁ…

ଯାତ୍ରୀ ଉପରେ ଚଢ଼ିଗଲା ବସ୍

ବୌଦ୍ଧ: ଯାତ୍ରୀଙ୍କ ମୁଣ୍ଡ ଉପରେ ଚଢ଼ି ଗଲା ବସ୍। ଏହି ଦୁଃଖଦ ଘଟଣାଟି କଣ୍ଟାମାଳ ନିକଟରେ ଘଟିଛି। ଯାତ୍ରୀ ଜଣଙ୍କ ବସରେ ଚଢ଼ିବା ସମୟରେ ତାଙ୍କ ପାଦ ଖସି ଯାଇଥିଲା। ସେହି ସମୟରେ ବସଟି ତାଙ୍କମୁଣ୍ଡ ଉପରେ ଚଢ଼ିଯାଇଥିଲା । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି। ପ୍ରକାଶ ଅନୁଯାୟୀ,ଆଜି ସକାଳ ପ୍ରାୟ ସାଢ଼େ…

ପୁଣି ୧୧ ଲକ୍ଷ ଟଙ୍କାର ସୁନାଗହଣା ଲୁଟ୍

ନବରଙ୍ଗପୁର: ରାଜ୍ୟରେ ଦିନ କୁ ଦିନ ବଢ଼ୁଛି ଲୁଟ୍। ଲୁଟେରାଙ୍କ ନଜରରେ ରହିଛନ୍ତି ଗହଣା ବ୍ୟବସାୟୀ। ଆଜି ନବରଙ୍ଗପୁରରୁ ୧୧ ଲକ୍ଷ ଟଙ୍କାର ସୁନାଗହଣା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଭାର୍ଷୁଣ୍ଡିଠାରେ ଜଣେ ସୁନା ବ୍ୟବସାୟୀଙ୍କ ଠାରୁ ୧୧ ଲକ୍ଷ ଟଙ୍କାର ସୁନାଗହଣା ଲୁଟି ନେଲେ ଲୁଟେରା । ବ୍ୟବସାୟୀ ଆଶାରାମ…

ଦିନକ ପାଇଁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ…

ନୂଆଦିଲ୍ଲୀ: ଦିନକ ପାଇଁଁ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ହେବେ ହରିଦ୍ବାରର ସୃଷ୍ଟି ଗୋସ୍ବାମୀ। ମହିଳା ଦିବସ ଦିନ ସେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିବେ। ଏନେଇ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ରାଓ୍ବତ ମଞ୍ଜୁରୀ ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଭାବେ ସୃଷ୍ଟି ବିକାଶ କାର୍ଯ୍ୟର ସମୀକ୍ଷା…

ନୀଳଗିରିରେ ଅଜଣା ଜନ୍ତୁ ଆତଙ୍କ

ନୀଳଗିରି: ନୀଳଗିରିର ବଡ଼ବିଲ ଓ ବଲବଲିଆ ଗାଁରେ ଗୃହପାଳିତ ପଶୁଗୁଡିକୁ ଅଜଣା ଜନ୍ତୁ ଆକ୍ରମଣ। ଛେଳି, କୁକୁଡ଼ା, ଗୋରୁମାନକୁ ମରଣାନ୍ତକ ଆକ୍ରମଣ କରୁଛି । ଗୁରୁବାର ରାତିରେ ବଲବଲିଆ ଗ୍ରାମରେ ବାଛୁରୀ ଛୁଆକୁ ମରଣାନ୍ତକ ଆକ୍ରମଣ କରିଥିବା ବେଳେ କୁକୁଡ଼ାକୁ ମାରିଥିବା ଦେଖାଯାଇଛି। ଏହାର ଦେଖିବାକୁ…

ଘଣ୍ଟା ଅନୁସାରେ ଦେବାକୁ ପଡ଼ିବ ପାର୍କିଂ…

ଭୁବନେଶ୍ୱର: ଏବେ ଘଣ୍ଟା ଅନୁସାରେ ଦେବାକୁ ପଡ଼ିବ ପାର୍କିଂ ଫି'। ଭୁବନେଶ୍ବରରେ ଲାଗୁ ହେବ ନୂଆ ଦରରେ ପାର୍କିଂ ଫି’। ଏହା ଏପ୍ରିଲ ପହିଲାରୁ ଲାଗୁ ହେବ। ବିଏମ୍‌ସି କର୍ତ୍ତୃପକ୍ଷ ୩୨ ଟି ସ୍ଥାନରେ ଗାଡ଼ି ପାର୍କିଂ ବ୍ୟବସ୍ଥା ପାଇଁ ଟେଣ୍ଡର ଆହ୍ୱାନ କରିଛନ୍ତି। ଟେଣ୍ଡର ଦସ୍ତାବିଜ ଅନୁସାରେ, ଯେ କୌଣସି…

‘ମୋ ଜୀବନ ବରବାଦ ହୋଇଗଲା, ଅପା…

ଭୁବନେଶ୍ବର: ବର୍ଷେ ତଳେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ। ପରେ ଦିନ ଗଡ଼ିବା ସହ ପ୍ରେମ ସମ୍ପର୍କରେ ତିକ୍ତତା ବୃଦ୍ଧି ପାଇବାରେ ଲାଗିଲା। ଯାହାକୁ ସହ୍ୟ ନକରି ପାରି ପ୍ରେମିକକୁ ଦୋଷ ଦେଇ ଶେଷର ନିଜ ଜୀବନ ହାରିଲେ ଯୁବତୀ। ଏଥିସହିତ ୩ ପୃଷ୍ଠାର ଏକ ସୁସାଇଡ୍‌ ନୋଟ‌ ଲେଖି ଯୁବତୀ ଜଣକ ଆତ୍ମହତ୍ୟା କରିଛନ୍ତି।…

ସପ୍ତାହକୁ ୩ ଦିନ ହେବ ଟିକାକରଣ

ଭୁବନେଶ୍ବର : ରାଜ୍ୟରେ ସୋମ, ଗୁରୁ ଏବଂ ଶନିବାର ୩ ଦିନ ହେବ ଟିକାକରଣ। ଦୈନିକ ଟିକାକରଣରେ ବିଭିନ୍ନ କେନ୍ଦ୍ରରେ ଡାକ୍ତର, ସ୍ବାସ୍ଥ୍ୟକର୍ମୀ ନିୟୋଜିତ ହେବା ସହ ଟିକା ନେଉଥିବାରୁ ସ୍ବାସ୍ଥ୍ୟସେବା ପ୍ରଭାବତି ହେଉଛି । ତେଣୁ ଏଣିକୁ ସପ୍ତାହକୁ ୩ ଦିନି ଟିକାଦାନ କରିବାକୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରାଳୟ…

ବାଲେଶ୍ବର ଏସପି ନୀତି ଶେଖରଙ୍କୁ ୧ ଲକ୍ଷ…

ସୋର : ବାଲେଶ୍ବର ଏସପି ନୀତି ଶେଖରଙ୍କୁ ୧ ଲକ୍ଷ ଟଙ୍କା ଜରିମନା। ୨୦୧୬ ମସିହାରେ ସିମୁଳିଆ, ଖଇରା, ସୋର ଥାନାରେ ଏକ କାଳୀନ ୩ ଟି ମାମଲା ଘଟଣାରେ ଭୋଗରାଇ ଅଂଚଳର ସୁବ୍ରତ ବେହେରାଙ୍କୁ ଗିରଫ କରାଯାଇଥିଲା । ସେହି ଘଟଣାରେ ଆରଟିଆଇ କର୍ମୀ ବନଜା ମଞ୍ଜରୀ ମିଶ୍ର ବାଲେଶ୍ବର ଏସପି ନୀତି ଶେଖରଙ୍କୁ ଆରଟିଆଇ…

ରାଜଧାନୀରେ ବିକ୍ରି ହେଉଛି ନକଲି ମାଛ

ଭୁବନେଶ୍ବର : ନକଲି ମସଲା , ଘିଅ, ସସ୍, ଆଚାର ପରେ ଏବେ ରାଜଧାନୀରେ ବିକ୍ରି ହେଉଛି ନକଲି ମାଛ। ଅସଲି ମାଛ ନାଁରେ ଗ୍ରାହକଙ୍କୁ ବିକ୍ରି କରାଯାଉଛି ନକଲି ମାଛ । ଆମିଷପ୍ରିୟ ଲୋକେ ସହଜରେ ଏହାକୁ ଜାଣି ପାରୁନାହାନ୍ତି । ଏଥିଯୋଗୁଁ ସେମାନେ ଠକାମୀର ଶିକାର ହେଉଛନ୍ତି । ପୋହଳା, ମାଗୁର, ମିରିକାଳି,…