Odisha Link
Bridging the Missing Links in Odisha
Daily Archives

January 23, 2021

ପୁଣି ବ୍ରହ୍ମପୁରରେ ନକଲି କାରଖାନା ଠାବ

ବ୍ରହ୍ମପୁର: ବ୍ରହ୍ମପୁରରେ ପୁଣି ଥରେ ନକଲି ଗୁଟଖା କାରଖାନା ଠାବ ହୋଇଛି। ଆସ୍କା ରୋଡ୍ ଅଞ୍ଚଳରେ ରେଡ୍ କରି ବଡ଼ବଜାର ଥାନା ପୋଲିସ ଠାବ କରିଛି ନକଲି ଗୁଟଖା କାରଖାନା। ସେଠାରୁ ଲକ୍ଷାଧିକ ଟଙ୍କାର ପ୍ୟାକେଟ୍ ଗୁଟଖା ସହ ୧୦ରୁ ଅଧିକ ମେସିନ୍ ଜବତ କରିଛି ପୋଲିସ। ମାମଲାରେ ପୋଲିସ ହାଉସିଂ ବୋର୍ଡ କଲୋନୀର…

ରାଗିଲେ ଦିଦି, ଦେଲେନି ଭାଷଣ

କୋଲକାତା: ନେତାଜୀ ଜୟନ୍ତୀ ଉତ୍ସବରେ ଭାଷଣ ଦେବାକୁ ମନା କଲେ ମମତା। ଆଜି କୋଲକାତାର ଭିକ୍ଟୋରିଆ ମେମୋରିଆଲରେ ନେତାଜୀ ଜୟନ୍ତୀ ଅବସରରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଲୋକମାନଙ୍କୁ ଉଦବୋଧନ ଦେବାକୁ ସିଧା ସିଧା ମନା କରିଦେଇଛନ୍ତି। ଏହି ଉତ୍ସବରେ…

ଏଣିକି ‘୧୩୯’ ନମ୍ବରରୁ ମିଳିବ ରେଳ…

ଭୁବନେଶ୍ବର: ଭାରତୀୟ ରେଳବାଇର ସମସ୍ତ ହେଲ୍ପଲାଇନ ନମ୍ବରକୁ ମିଶ୍ରଣ କରାଯାଇ ଗୋଟିଏ ହେଲ୍ପଲାଇନ୍ ନମ୍ବର କରାଯାଇଛି। ଏଣିକି ଯାତ୍ରୀମାନେ ୧୩୯ ନମ୍ବର ଡାଏଲ୍ କରି ରେଳ ସଂପର୍କିତ ସବୁ ସୂଚନା ପାଇ ପାରିବେ। ଯାତ୍ରୀଙ୍କ ସୁବିଧା ଲାଗି ଭିନ୍ନ ଭିନ୍ନ ନମ୍ବରକୁ ଏକୀକୃତ କରାଯାଇ ଗୋଟିଏ ହେଲ୍ପଲାଇନ୍ ନମ୍ବର…

ସ୍କୁଲ୍‌କୁ ୬ କୋଟି ଟଙ୍କାର ବିଜୁଳି…

ନିଆଳି: ୟୁପି ସ୍କୁଲକୁ ୬ କୋଟି ଟଙ୍କାର ବିଜୁଳି ବିଲ୍‌। ବିଜୁଳି ବିଲ୍‌କୁ ନେଇ ଚିନ୍ତାରେ ବିଦ୍ୟାଳୟ କର୍ତ୍ତୃପକ୍ଷ। ଏପରି ଅଭିଯୋଗ ଆସିଛି କଟକ ଜିଲ୍ଲା ଶିଶୁଆ ଉଚ୍ଚପ୍ରାଥମିକ ବିଦ୍ୟାଳୟରୁ। ୨୦୨୦ ଫେବୃଆରୀ ୧୨ ତାରିଖରେ ଅଡ଼ଶପୁର ବିଦ୍ୟୁତ କାର୍ଯ୍ୟାଳୟ ପକ୍ଷରୁ ଶିଶୁଆ ଉଚ୍ଚପ୍ରାଥମିକ ବିଦ୍ୟାଳୟକୁ ୫…

ରାଜ୍ୟର ସବୁ ଜିଲ୍ଲାରେ କ୍ରିକେଟ୍‌ ଓ…

ଭୁବନେଶ୍ବର: ରାଜ୍ୟର ସବୁ ଜିଲ୍ଲାରେ କ୍ରିକେଟ ଓ ଫୁଟବଲ ଟୁର୍ଣ୍ଣାମେଣ‌୍ଟ କରିବ ବିଜୁ ଜନତା ଦଳ। ଜିଲ୍ଲା ସ୍ତରୀୟ ଏହି କ୍ରୀଡ଼ା ପ୍ରତିଯୋଗିତାର ଆୟୋଜନ ଶାସକ ଦଳ କରିବ। ମିଳିଥିବା ସୂଚନା ଅନୁସାରେ ବିଜେଡ଼ିର ସାଂଗଠାନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ମୟୁରଭଞ୍ଜ ଜିଲ୍ଲାର ପ୍ରଭାରୀ ଅଛନ୍ତି। ତେଣୁ ମୟୁରଭଞ୍ଜ…

ଝାରସୁଗୁଡା ବିମାନବନ୍ଦରରେ ବୀର…

ଝାରସୁଗୁଡା: ଝାରସୁଗୁଡ଼ା ବିମାନବନ୍ଦରରେ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଅବସରରେ ଉଦ୍‌ବୋଧନ ଦେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଝାରସୁଗୁଡ଼ା ବିମାନବନ୍ଦର ଆଗକୁ ସଫଳତମ ବିମାନବନ୍ଦର ହେବା ସହ ଅଧିକରୁ ଅଧିକ ସ୍ଥାନକୁ ବିମାନସେବା…

ବସ ଟର୍ମିନାଲ ଏକ ଭେଳିକି: ପ୍ରକାଶ

ଭୁବନେଶ୍ୱର: ନିର୍ବାଚନ ଆସିଲେ ମୁଖ୍ୟମନ୍ତ୍ରୀଙ୍କ ଫଳକ ଲଗା ରାଜନୀତି ଆରମ୍ଭ ହୁଏ । ବିଗତ ଅନେକ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଅନେକ ଫଳକ ଲଗାଇ ଭୁଲିଯାଇଛନ୍ତି। ଆଜି ପବିତ୍ର ନେତାଜୀ ଜୟନ୍ତୀ ତଥା ପରାକ୍ରମ ଦିବସରେ ମୁଖ୍ୟମନ୍ତ୍ରୀ ପୁଣି ଏକ ଫଳକ ଲଗାଇ କଟକବାସୀଙ୍କୁ ଭ୍ରମିତ କରିଛନ୍ତି। ନେତାଜୀ ବସ…

ଲାଲୁଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ,…

ରାଞ୍ଚି: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ବର୍ତ୍ତମାନ ଲାଲୁ ରାଞ୍ଚିର ରିମ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ହେଉଥିବାରୁ ତାଙ୍କୁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର କରାଯିବାକୁ…

ଜିଓ ଲିମିଟେଡ୍‌ର ନିଟ୍ ଲାଭ ପ୍ରକାଶ

ଭୁବନେଶ୍ୱର: ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସିକ (ଅକ୍ଟୋବର-ଡିସେମ୍ବର)ରେ ଜିଓ ପ୍ଲାଟଫର୍ମସ୍‌ର ନିଟ୍ ଲାଭ ତାହାର ପୂର୍ବ ତିନିମାସ ତୁଳନାରେ ୧୫.୫% ବୃଦ୍ଧିପାଇ ୩୪୮୯ କୋଟି ଟଙ୍କାରେ ପହଞ୍ଚିଥିବା କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି। ଗତକାଲି ସନ୍ଧ୍ୟାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ ଓ ଜିଓ…

ଟିକାକରଣରେ ଓଡ଼ିଶା ତୃତୀୟ

ଭୁବନେଶ୍ବର: ଟିକାକରଣରେ ସର୍ବଭାରତୀୟ ସ୍ତରରେ ଓଡ଼ିଶା ତୃତୀୟ ସ୍ଥାନରେ ରହିଛି। ଏନେଇ ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ବିଜୟ ପାଣିଗ୍ରାହୀ କହିଛନ୍ତି, ଲକ୍ଷ୍ୟଠାରୁ ଗତକାଲି ଅଧିକ ଟିକାକରଣ ହୋଇଛି। ସମସ୍ତଙ୍କୁ ଟିକାକରଣ କରିବାକୁ ଆମେ ଚେଷ୍ଟା କରିବୁ। ଏଥିସହ…