Odisha Link
Bridging the Missing Links in Odisha
Daily Archives

January 23, 2021

ଆଜିର ଯୁବପିଢ଼ି ସ୍ୱାଧୀନତା ସଂଗ୍ରାମୀଙ୍କ…

ଭୁବନେଶ୍ୱର: ଆଜି ଆଜାଦ ହିନ୍ଦ ଫୌଜର ପ୍ରତିଷ୍ଠାତା ତଥା ମହାନ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜନ୍ମ ଜୟନ୍ତୀ। ଏହି ଅବସରରେ ରାଜ୍ୟ ସଭାପତି ସମୀର ମହାନ୍ତି ରସୁଲଗଡସ୍ଥିତ ନେତାଜୀ ସୁବାଷ ବୋଷଙ୍କ ପ୍ରତିମୂର୍ତୀ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ। ସେହିପରି…

ମୋଦିଙ୍କୁ ଟାର୍ଗେଟ କରି ନିର୍ବାଚନ…

ଚେନ୍ନାଇ: ଆଜି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ତାମିଲନାଡୁରେ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି। ଆସନ୍ତା ମେ ମାସରେ ତାମିଲନାଡୁରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ତେଣୁ କୋଏମ୍ବାଟୁରରେ ଆଜି ରୋଡ଼ ଶୋ କରି ପ୍ରଚାରର ଶୁଭାରମ୍ଭ କରିଛନ୍ତି ରାହୁଲ। ଏହି ଅବସରରେ ସେ ରାଲିକୁ ସମ୍ବୋଧିତ…

ଫରେନ୍ସିକ ମେଡ଼ିସିନର ଜାତୀୟ ସମ୍ମିଳନୀରେ…

ଭୁବନେଶ୍ୱର: ଆଜି ଭାରତୀୟ ଫୋରେନସିକ୍ ମେଡ଼ିସିନର ଜାତୀୟ ସମ୍ମିଳନୀରେ ଯୋଗଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସମ୍ମିଳନୀରେ ନିଜର ଅଭିଭାଷଣ ରଖିଛନ୍ତି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମୁଁ ଆନନ୍ଦିତ ଆଜି ଇଣ୍ଡିଆନ୍ ଏକାଡେମୀ ଅଫ୍ ଫରେନସିକ୍ ମେଡିସିନ ବାର୍ଷିକ ଜାତୀୟ ସମ୍ମିଳନୀରେ ଯୋଗଦେଇ।…

ଭାରତ ଓ ଚୀନ୍ ମଧ୍ୟରେ ହେବେ ୯ କମାଣ୍ଡର…

ନୂଆଦିଲ୍ଲୀ: ଭାରତ ଓ ଚୀନ୍ ମଧ୍ୟରେ ଚାଲିଥିବା ସୀମା ବିବାଦର ଅନ୍ତ ଏପର୍ଯ୍ୟନ୍ତ ହୋଇ ନାହିଁ । ୮ ଥର ହୋଇଥିବା କମାଣ୍ଡରସ୍ତରୀୟ ବୈଠକରେ କୌଣସି ସଫଳ ମିଳିନଥିଲା। ତେଣୁ ଏବେ ପୁଣି ଥରେ ଦୁଇ ଦେଶ ମଧ୍ୟରେ ଶାନ୍ତି ଫେରାଇ ଆଣିବା ପାଇଁ ଆସନ୍ତାକାଲି ୯ମ କମାଣ୍ଡରସ୍ତରୀୟ ବୈଠକ ଅନୁଷ୍ଠିତ ହେବ ବୋଲି…

ଶସ୍ତା ହେଲା ବିମାନ ଯାତ୍ରା: ଟିକେଟର…

ନୂଆଦିଲ୍ଲୀ : ଯାତ୍ରୀଙ୍କ ପାଇଁ ଏୟାରଲାଇନ୍ସର ଅଫର ଆଣିଛି। ଗୋଏୟାର ଶସ୍ତାରେ ବିମାନ ସେବା ଆରମ୍ଭ କରିଛି। ଏହି ଅଫର ଜାନୁଆରୀ ୨୨ ତାରୁଖରୁ ଆରମ୍ଭ ହୋଇଛି। ଅଫର ଅନୁସାରେ ବିମାନ ଟିକେଟ ଦାମ ୮୫୯ ଟଙ୍କାରେ ଆରମ୍ଭ ହେବ। ଜାନୁଆରୀ ୨୨ ରୁ ମାର୍ଚ୍ଚ ୩୧ ତାରିଖ ଯାତ୍ରା ଅବଧି ମଧ୍ୟରେ ଅଫର୍ ଅନୁସାରେ ବୁକ…

ଡି.ପ୍ରକାଶ ରାଓ ସମାଜ ସେବା କରିବାର ସଫଳ…

କଟକ: ଓଡ଼ିଶାର ବିଶିଷ୍ଟ ସମାଜସେବୀ ସ୍ୱର୍ଗତ ପଦ୍ମଶ୍ରୀ ଡି.ପ୍ରକାଶ ରାଓ ଓଡିଶାର ଗୌରବ ଥିଲେ ଏବଂ ଲମ୍ବା ସମୟ ଧରି ନିଜ ବେଉସାରୁ ପଇସା ବଞ୍ଚାଇ ସମାଜ ସେବା କରିବାର ଅନନ୍ୟ ସଫଳ ଉଦାହରଣ ତିଆରି କରିଥିଲେ ବୋଲି ଶନିବାର ସ୍ୱର୍ଗତ ରାଓଙ୍କ କଟକ ସ୍ଥିତ ବାସଭବନରେ ତାଙ୍କ ପରିବାର ଲୋକଙ୍କୁ ଭେଟି ସମବେଦନା…

ରାଜ୍ୟରେ କରୋନା: ୧୩୦ ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୩୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୪୧୫୦ରେ ପହଞ୍ଚିଛି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୭୬ ଜଣ କ୍ବାରେଣ୍ଟାଇନ୍‌ରେ…

ନେତାଜୀ ଭାରତମାତାର ଅମୂଲ୍ୟ ରତ୍ନ:…

କଟକ: ଆଜି ଭାରତୀୟ ମୁକ୍ତି ସଂଗ୍ରାମର ମହାନ୍‌ ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ପବିତ୍ର ଜନ୍ମ ଦିବସ । ଆଜିଠାରୁ ସାରା ଦେଶରେ ନେତାଜୀଙ୍କର ୧୨୫ତମ ଜନ୍ମବାର୍ଷିକୀ ପାଳନ ଆରମ୍ଭ ହୋଇଛି। ଏହି ଅବସରରେ ନେତାଜୀଙ୍କୁ ତାଙ୍କର ଜନ୍ମସ୍ଥାନ କଟକରେ ଭକ୍ତିପୁତ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି।…

ଅର୍କକ୍ଷେତ୍ରରେ ଗଡ଼ିଲା ସୁର୍ଯ୍ୟ ରଥ

କୋଣାର୍କ: ଆଜି ପବିତ୍ର ଶାମ୍ବ ଦଶମୀ। ଏହି ପର୍ବ ପୌଷ ଶୁକ୍ଳ ଦଶମୀ ଦିନରେ ପାଳନ କରାଯାଏ। ବର୍ଷର ବାରମାସ ଯାକ ବିଭିନ୍ନ ପର୍ବପର୍ବାଣି ପାଳିତ କରାଯାଇଥାଏ। ତେବେ ଶାମ୍ବ ଦଶମୀରେ କୋଣାର୍କ ଅର୍କକ୍ଷେତ୍ରରେ ଗଡ଼ିଲା ସୁର୍ଯ୍ୟ ରଥ। ଅନନ୍ତ ଅବଧୁତ ଠାରୁ ସୂର୍ଯ୍ୟ ରଥ ଗଡ଼ି ଚନ୍ଦ୍ରଭାଗାରେ ପହଞ୍ଚିବ। ମାଘ…

ହଳବଳଦ ସାଜି ଜମିରେ ଚଷିଲେ ପୂର୍ବତନ…

ବରଗଡ଼: ଚାଷ କାମ ଯାହାର କେତେ ସୁଖ ତାହାର, ସେହି ସିନା ଦୁନିଆକୁ ଯୋଗାଉଛି ଆହାର..। ବର୍ତ୍ତମାନ ସମୟରେ ଏହି ଉକ୍ତିଟି ଅପ୍ରାସଙ୍ଗିକ ମନେ ହୁଏ। ପ୍ରାକୃତିକ ଦୁର୍ବିପାକଠାରୁ ଆରମ୍ଭ କରି ରୋଗପୋାକ ଦାଉ ଯୋଗୁଁ ସବୁବେଳେ ଅନିଶ୍ଚିତତା ମଧ୍ୟରେ ଚାଷୀକୂଳ। ଅପରକ୍ଷେ ଚାଷ ବାବଦକୁ ଖର୍ଚ୍ଚକୁ ଦେଖିଲେ ଲାଭ କିଛି…