Odisha Link
Bridging the Missing Links in Odisha
Daily Archives

January 23, 2021

ଭୁବନେଶ୍ବରରେ ପହଞ୍ଚିଲା କୋଭାକ୍ସିନ୍…

ଭୁବନେଶ୍ବର : ରାଜଧାନୀରେ ପହଞ୍ଚିଲା କୋଭାକ୍ସିନ୍ ଟିକା। ପ୍ରାୟ ୧ ଲକ୍ଷ ୪୯ ହଜାର ୭୬୦ ଡୋଜ୍ କୋଭାକ୍ସିନ୍ ଟିକା ଭୁବନେଶ୍ବରରେ ପହଞ୍ଚିଛି। ଏହି ଟିକା କେବଳ ରାଜଧାନୀ ବସୀଙ୍କୁ ଦିଆଯିବ।ଜଣଙ୍କୁ ଗୋଟିଏ କମ୍ପାନୀର ଟିକା ଦିଆଯିବ । ଟିକା ନେବାର ୨୮ ଦିନ ପରେ ମଧ୍ୟ ସେହି ଟିକା ଦିଆଯିବ। ନଚେତ୍ ଶରୀରର ରୋଗ…

ପୁଣି ନକଲି ଜର୍ଦ୍ଦା ଜବତ

ଭଦ୍ରକ : ପୁଣି ଜବତ ହେଲା ବିପୁଳ ପରିମାଣରେ ନକଲି ଜର୍ଦ୍ଦା। ଭଦ୍ରକ ଜିଲ୍ଲା ପୁରୁଣାବଜାର ଥାନା ଅଞ୍ଚଳରୁ ବିପୁଳ ପରିମାଣରେ ନକଲି ଜର୍ଦ୍ଦା ଜବତ କଲା ପୁଲିସ। ଜବତ ଜର୍ଦ୍ଦାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣାପଡିଛି। ତେବେ ଘଟଣାସ୍ଥଳରୁ ଅଭିଯୁକ୍ତ ଚମ୍ପଟ ମାରିଛି । ପ୍ରକାଶ ଅନୁଯାୟୀ ,…

ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ…

ନୂଆଦିଲ୍ଲୀ: ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜନ୍ମ ଜୟନ୍ତୀ ଅବସରରେ ତାଙ୍କୁ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦି ଟୁଇଟ କରି କହିଛନ୍ତି, ଦେଶ ସ୍ୱାଧିନତା ପାଇଁ ନେତାଜୀଙ୍କ ତ୍ୟାଗ ଓ ବଳିଦାନ ଅମର ରହିବ। https://twitter.com/narendramodi/status/1352794466634108929…

ଲାଲଗଡ଼ରେ ଉଡ଼ିବ ବିମାନ

ଭୁବନେଶ୍ବର: ଲାଲଗଡ଼ରେ ଏଣିକି ଉଡ଼ିବ ବିମାନ। ଏଥିପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ପ୍ରୟାସ। ଦୁର୍ଗମ ମାଲକାନଗିରି ଜିଲ୍ଲାରେ କାର୍ଯ୍ୟକ୍ଷମ କରିବ ବିମାନ ସେବା। ରାଜ୍ୟ ତଥା ଦେଶର ବିଭିନ୍ନ ସହର ସହ ବିମାନ ସେବାରେ ଯୋଡ଼ି ହେବ ମାଲକାନଗିରି। ମିଳି‌ଥିବା ସୂଚନା ମୁତାବିକ, ମାଲକାନଗିରିରେ ହେବ ନୂତନ…

ନିସ୍ବାର୍ଥପର ସମ୍ପର୍କ: ମେଡିକାଲ ବାହାରେ…

ନୂଆଦିଲ୍ଲୀ: କୁକୁର ଦୁନିଆର ସବୁଠାରୁ ବିଶ୍ବସ୍ତ ପ୍ରାଣୀ ବୋଲି କୁହାଯାଏ। ଏଥିସହିତ ମଣିଷ ସମାଜ କୁକୁରକୁ ବିଶ୍ବସ୍ତ ବନ୍ଧୁ ଭାବିଥାଏ। ଏଥିପାଇଁ ବହୁ ଲୋକ ନିଜ ଘରେ ପୋଷା କୁକୁର ରଖିବାକୁ ଭଲ ପାଆନ୍ତି। ଯାହାରି ଫଲରେ କୁକୁର ଓ ମଣିଷ ମଧ୍ୟରେ ଏକ ନିସ୍ବାର୍ଥପର ଅନାବିଳ ପ୍ରେମ ସମ୍ପର୍କ ଗଢ଼ି ଉଠେ। ଏମିତି…

ତାଲା ଭାଙ୍ଗି ମନ୍ଦିରରୁ ସୁନା ଅଳଙ୍କାର…

କେନ୍ଦ୍ରାପଡ଼ା: ରାଜ୍ୟରେ ଦିନକୁ ଦିନ ଚୋରଙ୍କ ଆତଙ୍କ ବଢ଼ିବାରେ ଲାଗିଛି। ଲୁଟେରା ମାନେ ପ୍ରଥମେ ଘରୁ, ଦୋକାନରୁ ସୁନା ଚୋରି କରୁଥିଲେ। କିନ୍ତୁ ସେମାନେ ମନ୍ଦିରରୁ ମଧ୍ୟ ଚୋରି କରିବାକୁ ପଛାଉ ନାହାଁନ୍ତି। କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ରାମନଗର ସ୍ଥିତ ମା’ ରାମଚଣ୍ଡୀ ମନ୍ଦିରରୁ ଚୋରି ହୋଇଛି।…

ନକଲି ମେଡିକାଲ ସାର୍ଟିଫିକେଟ୍ ତିଆରି କରି…

ପାରାଦୀପ : ନକଲି ମେଡିକାଲ ସାର୍ଟିଫିକେଟ୍ ତିଆରି କରୁଥିବା ଅଭିଯୋଗରେ ଯୁବକ ଗିରଫ। ଅଭିଯୁକ୍ତ ଜଣଙ୍କ ହେଲେ କାଳନ୍ଦୀ ତରାଇ। ତାଙ୍କ ଘର କୁଜଙ୍ଗ ବ୍ଲକ୍ ବଗଦିଆ ଗ୍ରାମର ବୋଲି ଜଣାପଡିଛି। କାଳନ୍ଦୀ ଦୀର୍ଘ ଦିନ ହେବ ତୈଳ ବିଶୋଧନାଗାର ଅଧିନରେ କାର୍ଯ୍ୟରତ ଏଲଆଣ୍ଡଟି କମ୍ପାନୀର କଲୋନୀ ଭିତରେ ଏକ ଦୋକାନରେ…

ଅପରାଜିତା: ଆଗପଟୁ ଜଗନ୍ନାଥ, ପଛପଟୁ…

ଏଭଳି ଶୀର୍ଷକ ପାଇଁ ପ୍ରଥମରୁ କ୍ଷମା ମାଗି ନେଉଛି। ପ୍ରସଙ୍ଗଟି ଗୁରୁତ୍ବପୂର୍ଣ୍ଣ ନିଶ୍ଚୟ। ଆମେ ସମସ୍ତେ ଉଣାଅଧିକେ ନିଜର ପ୍ରଶଂସା ଶୁଣିବାକୁ ଭଲପାଉ, ଏଥିରେ କୌଣସି ଅସୁବିଧା ନାହିଁ। ତେବେ ପ୍ରଶଂସା କ୍ରମଶଃ ସ୍ତୁତିଗାନର ରୂପନେଇ ମଣିଷକୁ ଈଶ୍ବରଙ୍କ ସମାସ୍କନ୍ଦ କରି ଦେଖାଇବାର ଉପକ୍ରମ ଧୃଷ୍ଟତା…

ପରାକ୍ରମ ଦିବସ ଯୁବପିଢ଼ିଙ୍କୁ ପ୍ରେରିତ…

କଟକ: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀରେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମାଲ୍ୟାର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। କଟକର ଓଡ଼ିଆ ବଜାରସ୍ଥିତ ଜାନକୀନାଥ ଭବନରେ ନେତାଜୀଙ୍କ ସ୍ମୃତିଚାରଣ କରି ସେ କହିଛନ୍ତି ଯେ, ସୁଭାଷ ଚନ୍ଦ୍ର ବୋଷଙ୍କ…

ଫଟୋ ଉଠାଇ ନିସ୍ତୁକ ମାଡ଼ ଖାଇଲେ ଯୁବକ

ଉଦଳା : ଜଣେ ଯୁବକଙ୍କୁ ଫଟୋ ଉଠେଇବା ମହଙ୍ଗା ପଡ଼ିଲା। ବଜାର ମଝିରେ ଯୁବକଙ୍କୁ ସ୍ଥାନୀୟ ଲୋକେ କାବୁ କରି ନିସ୍ତୁକ ମାଡ଼ ମାରିଥିଲେ। ଏହି ଘଟଣାଟି ଉଦଳା ମାର୍କେଟ ମଝିରେ ଘଟିଛି। ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ସୂଚନା ମୁତାବକ ଜଣେ ମହିଳା ଗତକାଲି ଉଦଳା ମେନ୍ ମାର୍କେଟରେ ଥିବା ଏକ…